Base Word
שֶׁרֶשׁ
Short Definitiona root (literally or figuratively)
Long Definitionroot
Derivationfrom H8327
International Phonetic Alphabetʃɛˈrɛʃ
IPA modʃɛˈʁɛʃ
Syllablešereš
Dictionsheh-RESH
Diction Modsheh-RESH
Usagebottom, deep, heel, root
Part of speechn-m

ଦିତୀୟ ବିବରଣ 29:18
ଏଥିପାଇଁ ତୁମ୍ଭେ ସାବଧାନ ହବେ। ସହେି ଦେଶୀଯ ଲୋକମାନଙ୍କ ଦବେତାଗଣର ପଶ୍ଚାଦ୍ ଗାମୀ ହାଇେ ସବୋ କରିବା ନିମନ୍ତେ ଆଜି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କଠାରକ୍ସ୍ଟ ଯାହାର ହୃଦଯ ବିମକ୍ସ୍ଟଖ ହକ୍ସ୍ଟଏ, ଏପରି କୌଣସି ପୁରୁଷ, କି ସ୍ତ୍ରୀ, ପରିବାର କି ବଂଶ ଯମେନ୍ତ ତୁମ୍ଭମାନଙ୍କ ମଧିଅରେ ନ ରହେ, ଯମେନ୍ତ ବିଷ ଓ ନାଗଦଅଣାର ମୂଳ ତୁମ୍ଭମାନଙ୍କ ମଧିଅରେ ନରହେ।

ବିଚାରକର୍ତାମାନଙ୍କ ବିବରଣ 5:14
ଇଫ୍ରଯିମର ସନ୍ତାନଗଣ ଆସିଲେ। ଅମାଲକେ ପର୍ବତ ମାଳାରକ୍ସ୍ଟ ତକ୍ସ୍ଟମ୍ଭ ପେଛ ବିନ୍ଯାମୀନ ଥିଲେ ତକ୍ସ୍ଟମ୍ଭ ଲୋକମାନେ ମଧ୍ଯ ମାଖୀରଠାରକ୍ସ୍ଟ ଶାସନକର୍ତ୍ତାମାନେ ସବୁଲୂନ୍ ପରିବାରବର୍ଗଠାରକ୍ସ୍ଟ ସୈନ୍ଯଗଣନାକାରୀ ଦଣ୍ତାଧାରମାନେ ଓହ୍ଲାଇ ଆସିଲେ।

ଦିତୀୟ ରାଜାବଳୀ 19:30
ପୁଣି ଯିହୁଦା ବଞ୍ଚିରହିଥିବା ଅବଶିଷ୍ଟ ଲୋକମାନେ ସମାନଙ୍କେର ପରିବାର ରେ କହେି ଗୁଣା ରେ ବଢିପାଇବେ।

ଆୟୁବ ପୁସ୍ତକ 8:17
ଏହା ତା'ର ଚରେ ଦ୍ବାରା ଗଦାଏ ପଥରକୁ ଗୁଡ଼ାଇ ଦିଏ।

ଆୟୁବ ପୁସ୍ତକ 13:27
ତୁମ୍ଭେ ମାେ ପାଦ ରେ ବଡ଼େି ବାନ୍ଧିଛ ଏବଂ ମାରେ ପ୍ରେତ୍ୟକକ ଆଗଇବୋ ପାଦକୁ ଲକ୍ଷ୍ଯ ରଖିଛ ଓ ମାରେ ପ୍ରେତ୍ୟକକ ଗତିବିଧିକୁ ଲକ୍ଷ୍ଯ କରୁଛ।

ଆୟୁବ ପୁସ୍ତକ 14:8
ଯଦିଓ ତାହାର ଚରେ ଭୂମି ତଳେ ଜୀର୍ଣ୍ଣ ହାଇୟୋଏ ଏବଂ ତାହାର କର୍ତ୍ତିତ ମୂଳଟି ଭୂମିରେ ମରିୟାଏ।

ଆୟୁବ ପୁସ୍ତକ 18:16
ତା'ର ମୂଳ ଶୁଷ୍କ ହାଇଯେିବ ଓ ତା'ର ଉପରର ଡ଼ାଳ ଶାଖାପ୍ରଶାଖା ମରିୟିବ।

ଆୟୁବ ପୁସ୍ତକ 19:28
ତୁମ୍ଭେ ହୁଏତ କହିପାର, ଆମ୍ଭେ କିପରି ତାକୁ ହଇରାଣ କରିବା। ତଥାପି ତୁମ୍ଭେ ଚିନ୍ତା କରୁଛ, ସମସ୍ଯାର ମୂଳ ମାଠାେ ରେ ଅଛି।'

ଆୟୁବ ପୁସ୍ତକ 28:9
ଶ୍ରମିକମାନେ ସବୁଠାରୁ ଟାଣ ପଥରକୁ ଖୋଳନ୍ତି। ସହେି ଶ୍ରମିକମାନେ ପର୍ବତକୁ ଖୋଳନ୍ତି ଏବଂ ତାକୁ ଖାଲିକରି ଦିଅନ୍ତି।

ଆୟୁବ ପୁସ୍ତକ 29:19
ମୁଁ ସବୁଦିନ ସ୍ବାସ୍ଥ୍ଯବାନ କାର୍ୟ୍ଯକ୍ଷମ ଥିବି। ଗୋଟିଏ ସବଳ ବୃକ୍ଷଭଳି ଯାହାର ଚରେ ମାଟିତଳେ ଜଳକୁ ସ୍ପର୍ଶ କରି ଅନକେ ଡ଼ାଳ ଶାଖା ପ୍ରଶାଖା ମଲେି କାକର ରେ ଭିଜି ୟାଇଥିବ।

Occurences : 33

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்