Base Word
שָׁרַשׁ
Short Definitionto root, i.e., strike into the soil, or (by implication) to pluck from it
Long Definitionto uproot, take root, deal with the roots
Derivationa primitive root
International Phonetic Alphabetʃɔːˈrɑʃ
IPA modʃɑːˈʁɑʃ
Syllablešāraš
Dictionshaw-RAHSH
Diction Modsha-RAHSH
Usage(take, cause to take) root (out)
Part of speechv

ଆୟୁବ ପୁସ୍ତକ 5:3
ମୁଁ ଜଣେ ଏପରି ନିର୍ବୋଧ ଲୋକକୁ ଦେଖିଛି ୟିଏ ଭାବୁଥିଲା ଯେ ସେ ସୁରକ୍ଷିତ, କିନ୍ତୁ ହଠାତ୍ ସେ ଅଭିଶପ୍ତ ହେଲା।

ଆୟୁବ ପୁସ୍ତକ 31:8
ତବେେ ଅନ୍ୟ ଲୋକ ସହେି ଶସ୍ଯ ଖାଇଲେ ତାହା ଠିକ୍ ହବେ, ମୁଁ ତାହା ଲଗାଇଲି ଏବଂ ବଢ଼ିଥିବା ଗଛକୁ ମୁଁ ଉପାଡ଼ି ଦଲେି।

ଆୟୁବ ପୁସ୍ତକ 31:12
ୟୌନାଚାର ପାପ ହେଉଛି ଏଭଳି ଏକ ଅଗ୍ନି ସବୁ କିଛିକୁ ଧ୍ବଂସ କଲା ପର୍ୟ୍ଯନ୍ତ ଜଳୁଥାଏ। ଏହା ମାରେ କରିଥିବା ସମସ୍ତ କାର୍ୟ୍ଯକୁ ନଷ୍ଟ କରିଦଇେ ପା ରେ।

ଗୀତସଂହିତା 52:5
ଏଣୁ ପରମେଶ୍ବର ଚିରଦିନ ପାଇଁ ତୁମ୍ଭକୁ ଧ୍ବଂସ କରିବେ। ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ। ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ।

ଗୀତସଂହିତା 80:9
ତୁମ୍ଭେ ଦ୍ରାକ୍ଷାବୃକ୍ଷ ପାଇଁ ଭୂମି ପ୍ରସ୍ତୁତ କଲ। ତହିଁରେ ଚରଗେୁଡ଼ିକ ଗଭୀରକୁ ଗଲା। ଦ୍ରାକ୍ଷାଲତା ସମସ୍ତ ଦେଶରେ ବ୍ଯାପିଗଲା।

ଯିଶାଇୟ 27:6
ଲୋକମାନେ ମାେ ନିକଟକୁ ଆସିବେ। ସମାନେେ ଯାକୁବକୁ ଶକ୍ତିଶାଳୀ କରିବେ ଯେପରି ତା'ର ଚୋର ବାନ୍ଧିବ। ଇଶ୍ରାୟେଲ ମୁକ୍ତ ଓ ପ୍ରଫୁଲ ହବେ। ଏ ପୃଥିବୀ ଫଳ ଫୁଲ ରେ ପରିପୂର୍ଣ୍ଣ ହବେ।'

ଯିଶାଇୟ 40:24
ସହେି ଶାସକଗଣ ରୋପିତ ବୃକ୍ଷ ସଦୃଶ। ସମାନଙ୍କେର ଚରେ ମାଟିକୁ ୟିବା ପୂର୍ବରୁ ପରମେଶ୍ବର ଚାରକୁ' ଫୁଙ୍କି ଦିଅନ୍ତି। ସେଥି ରେ ସେ ମରିୟାଇ ଶୁଷ୍କ ହାଇୟୋଏ। ଓ ଘୂର୍ଣ୍ଣିବାଯୁ ତାକୁ ନଡ଼ାପରି ଉଡ଼ାଇ ନିଏ।

ଯିରିମିୟ 12:2
ତୁମ୍ଭେ ସମାନଙ୍କେୁ ରୋପଣ କରିଅଛ, ସମାନଙ୍କେର ମୂଳ ଦୃଢ଼ ହାଇେଅଛି। ସମାନେେ ବଡ଼ ଫୁଲ ଫଳ ଦିଅନ୍ତି। ସମାନେେ ଯଦିଓ ମୁହଁ ରେ କହନ୍ତି, ତୁମ୍ଭେ ଆମ୍ଭର ଅତିପ୍ରିଯ, ମାତ୍ର ପ୍ରକୃତ ରେ ସମାନେେ ଅନ୍ତଃକରଣ ରେ ତୁମ୍ଭଠାରୁ ଦୂର ରେ ଥାଆନ୍ତି।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்