Base Word
שָׁרַר
Short Definitionto be hostile (only active participle an opponent)
Long Definition(Qal) to be an enemy
Derivationa primitive root
International Phonetic Alphabetʃɔːˈrɑr
IPA modʃɑːˈʁɑʁ
Syllablešārar
Dictionshaw-RAHR
Diction Modsha-RAHR
Usageenemy
Part of speechn-m

ଗୀତସଂହିତା 5:8
ହେ ସଦାପ୍ରଭୁ ମାେତେ ତୁମ୍ଭର ଧର୍ମ ପଥରେ ପ୍ରଦର୍ଶନ କର। ଲୋକମାନେ ମାରେ ଦୁର୍ବଳତାକୁ ଚାହିଁ ବସିଛନ୍ତି। ତଣେୁ ମାେତେ ଉଚିତ ମାର୍ଗ ପ୍ରଦର୍ଶନ କରି ଧର୍ମ ପଥରେ କଢ଼ାଇ ନିଅ। ମାରେ ପଥକୁ ସରଳ କର।

ଗୀତସଂହିତା 27:11
ହେ ସଦାପ୍ରଭୁ, ମାରେ ଶତ୍ରୁମାନେ ଅଛନ୍ତି। ତଣେୁ ମାେତେ ନ୍ଯାଯମାର୍ଗ ପ୍ରଦର୍ଶନ କର। ମାେତେ ସରଳ ମାର୍ଗରେ ୟିବାକୁ ଶିକ୍ଷା ଦିଅ।

ଗୀତସଂହିତା 54:5
ପରମେଶ୍ବର ମାରେ ଶତ୍ରୁମାନଙ୍କୁ ସମାନଙ୍କେର କୁକର୍ମ ପାଇଁ ପ୍ରତି ରୋଧ କର। ପରମେଶ୍ବର, ଦଖାଇେ ଦିଅ ୟେ, ତୁମ୍ଭେ ମାେ ପାଇଁ ସତ୍ଯ ଅଟ ଏବଂ ସମାନଙ୍କେୁ ଧ୍ବଂସ କର।

ଗୀତସଂହିତା 56:2
ମାରେ ଶତ୍ରୁମାନେ ନିରନ୍ତର ଭାବରେ ମାେତେ ଆକ୍ରମଣ କରିବାକୁ ଉଦ୍ଯମ ସହେି ୟୋଦ୍ଧାମାନଙ୍କର ସଂଖ୍ଯା ବହୁତ। ହେ ସର୍ବୋପରିସ୍ଥ ପରମେଶ୍ବର

ଗୀତସଂହିତା 59:10
ପରମେଶ୍ବର ମାେତେ ଭଲପା'ନ୍ତି। ଏବଂ ସେ ଆସିବେ ଓ ମାେତେ ସହାୟ ହବେେ ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ସେ ମାେତେ ସହାୟ ହବେେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்