Base Word
שְׁרִירוּת
Short Definitionobstinacy
Long Definitionstubbornness, hardness, firmness
Derivationfrom H8324 in the sense of twisted, i.e., firm
International Phonetic Alphabetʃɛ̆.rɪi̯ˈruːt̪
IPA modʃɛ̆.ʁiːˈʁut
Syllablešĕrîrût
Dictionsheh-ree-ROOT
Diction Modsheh-ree-ROOT
Usageimagination, lust
Part of speechn-f

ଦିତୀୟ ବିବରଣ 29:19
ଆଉ ଯେପରି ଏହି ଅଭିଶାପର କଥା ଶକ୍ସ୍ଟଣି ମନମେନେ ଆପଣାର ଧନ୍ଯବାଦ କରି ନ କ ହେ ଯେ, 'ଆମ୍ଭେ ଶକ୍ସ୍ଟଖିଲା ସଙ୍ଗେ ଓଦାକକ୍ସ୍ଟ ଧ୍ବଂସ କରିବା ପାଇଁ ଆପଣା ଦୃଦଯ ରେ କାଠିନ୍ଯ ଅନକ୍ସ୍ଟସା ରେ ଚଳିଲେ ହେଁ ଆମ୍ଭର ମଙ୍ଗଳ ହବେ।'

ଗୀତସଂହିତା 81:12
ତଣେୁ ଆମ୍ଭେ ସମାନଙ୍କେୁ ସମାନଙ୍କେର ଇଚ୍ଛାନୁସାରେ କାର୍ୟ୍ଯ କରିବାକୁ ଦଲେୁ। ଇଶ୍ରାୟେଲୀୟମାନେ ସମାନଙ୍କେର ଇଚ୍ଛାନୁସାରେ କାର୍ୟ୍ଯମାନ କଲେ।

ଯିରିମିୟ 3:17
ଆଉ ସେ ସମୟରେ ଲୋକମାନେ ୟିରୁଶାଲମକୁ 'ସଦାପ୍ରଭୁଙ୍କ ସିଂହାସନ' ବୋଲି କହିବେ। ସମଗ୍ର ଦେଶୀଯମାନେ ସଦାପ୍ରଭୁଙ୍କ ନାମ ରେ ସମ୍ମାନ ଜଣାଇବାକୁ ୟିରୁଶାଲମ ରେ ଏକତ୍ରୀତ ହବେେ। ପୁଣି ସମାନେେ ନିଜର ଅନ୍ତଃକରଣ ରେ ଦୁଷ୍ଟାଚାର ଅବାଧ୍ଯତା ଆଉ ଅନୁସରଣ କରିବେ ନାହିଁ।

ଯିରିମିୟ 7:24
ମାତ୍ର ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଆମ୍ଭ କଥା ଶୁଣିଲେ ନାହିଁ। ସମାନେେ ସେଥିପ୍ରତି ଧ୍ଯାନ ଦେଲେ ନାହିଁ। ସମାନେେ ଅବାଧ୍ଯ ହାଇେ ନିଜ ନିଜ ମନ୍ତ୍ରଣା ରେ ଚାଳିତ ହେଲେ। ସମାନେେ ନିଜର ଦୁଷ୍ଟ ଅନ୍ତଃକରଣ ଯୋଗୁଁ ପଶ୍ଚାତବର୍ତ୍ତୀ ହେଲେ, ଅଗ୍ରଗାମୀ ହେଲେ ନାହିଁ।

ଯିରିମିୟ 9:14
ସମାନେେ ନିଜ ଇଚ୍ଛାନୁସା ରେ ଅବାଧ୍ଯ ହାଇେଛନ୍ତି ଓ ପୂର୍ବପୁରୁଷମାନଙ୍କ ଶିକ୍ଷାନୁସା ରେ ବାଲ୍ଦବେ ତାଙ୍କର ଅନୁଗାମୀ ହାଇେ ଆଚରଣ କରିଅଛନ୍ତି।

ଯିରିମିୟ 11:8
ମାତ୍ର ସମାନେେ ଆମ୍ଭର ବାକ୍ଯ ପ୍ରତି ଅବଧାନ କିଅବା କର୍ଣ୍ଣପାତ କଲେ ନାହିଁ। ପ୍ରେତ୍ୟକକ ନିଜ ନିଜ ଦୁଷ୍ଟ ଅନ୍ତଃକରଣ ରେ ଅବାଧ୍ଯ ହାଇେ ମନ୍ଦ ଆଚରଣ କଲେ। ଚୁକ୍ତି ଅନୁସାରେ ଆଜ୍ଞା ପାଳନ ନ କଲେ ଯାହା ମନ୍ଦ ଘଟିବା କଥା ସମାନଙ୍କେ ଉପ ରେ ତାହା ବର୍ତ୍ତାଇଲୁ। ତଥାପି ସମାନେେ ପାଳନ କଲେ ନାହିଁ।

ଯିରିମିୟ 13:10
ଯିହୁଦାର ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭର ବାକ୍ଯ ଶୁଣିବାକୁ ଅସମ୍ମତ ହୁଅନ୍ତି ଓ ଆପଣା ଅନ୍ତଃକରଣ ରେ ଅବାଧ୍ଯ ହାଇେ ଚାଲନ୍ତି ଆଉ ଅନ୍ୟ ଦବଗେଣର ସବୋ ଓ ପୂଜା କରିବା ନିମନ୍ତେ ସମାନଙ୍କେର ପଶ୍ଚାତଗମନ କରନ୍ତି, ସମାନେେ ଏହି ଅକର୍ମଣ୍ଯ ପଟୁକା ତୁଲ୍ଯ ହବେେ।

ଯିରିମିୟ 16:12
କିନ୍ତୁ ତୁମ୍ଭେ ତୁମ୍ଭ ପୂର୍ବପୁରୁଷଗଣଙ୍କ ଅପେକ୍ଷା ଅଧିକ ପାପ କରିଅଛ। ତୁମ୍ଭମାନେେ ନିଜ ନିଜ ଦୁଷ୍ଟାନ୍ତଃକରଣ ରେ ଅବାଧ୍ଯ ହାଇେ ମନ୍ଦ ଆଚରଣ କରୁଅଛ ଓ ମାେ ଆଜ୍ଞା ପାଳନ କରୁ ନାହଁ।

ଯିରିମିୟ 18:12
ମାତ୍ର ଯିହୁଦାବାସୀ କହନ୍ତି, 'ତୁମ୍ଭ କଥା ଆମ୍ଭେ ଶୁଣିବୁ ନାହିଁ। କାରଣ ତୁମ୍ଭମାନେେ ଆପଣା ଆପଣା ସଂକଳ୍ପ ଅନୁସାରେ କର୍ମ କରିବ। ଆମ୍ଭମାନେେ ପ୍ରେତ୍ୟକକେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣ ବାଧ୍ଯତାନୁସା ରେ କର୍ମ କରି ଚାଲିବୁ।'

ଯିରିମିୟ 23:17
ସମାନେେ ଆମ୍ଭର ଅବଜ୍ଞାକାରୀଙ୍କୁ ଆମ୍ଭର ବାକ୍ଯ ନ କହି ଭିନ୍ନ କଥା କୁହନ୍ତି। ସମାନେେ ସମାନଙ୍କେୁ କୁହନ୍ତି, ସଦାପ୍ରଭୁ କହିଅଛନ୍ତି, 'ତୁମ୍ଭମାନଙ୍କର ଶାନ୍ତି ହବେ।' ପୁଣି ଯେଉଁମାନେ ଅବାଧ୍ଯ ହାଇେ ନିଜର ହୃଦଯ ରେ ଆଚରଣ ଅନୁସାରେ କାର୍ୟ୍ଯ କରନ୍ତି, ସମାନଙ୍କେୁ କୁହାୟାଏ, 'ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ହବେ ନାହିଁ।'

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்