Base Word
שָׁקָה
Short Definitionto quaff, i.e., (causatively) to irrigate or furnish a potion to
Long Definitionto give to drink, irrigate, drink, water, cause to drink water
Derivationa primitive root
International Phonetic Alphabetʃɔːˈk’ɔː
IPA modʃɑːˈkɑː
Syllablešāqâ
Dictionshaw-KAW
Diction Modsha-KA
Usagecause to (give, give to, let, make to) drink, drown, moisten, water
Part of speechv

ଆଦି ପୁସ୍ତକ 2:6
ଭୂମିରେ କାକର ପଡ଼ି ସମସ୍ତ ପୃଥିବୀକୁ ସନ୍ତସନ୍ତିଆ କଲା।

ଆଦି ପୁସ୍ତକ 2:10
ଗୋଟିଏ ନଦୀ ଏଦନରୁ ପ୍ରବାହିତ ହାଇେ ଉଦ୍ୟାନକୁ ଜଳ ଦିଏ। ଏହାପରେ ସହେି ନଦୀ ଚ଼ାରି ଭାଗ ରେ ବିଭକ୍ତ ହେଲା।

ଆଦି ପୁସ୍ତକ 19:32
ତେଣୁ ଆସ ଆମ୍ଭେ ଆମ୍ଭର ପିତାଙ୍କୁ ମଦ୍ଯପାନ କରାଇବା ତାହାପରେ ଆମ୍ଭେ ତାଙ୍କ ସହିତ ସହବାସ କରିବା, ଏହି ଉପାଯ ରେ ଆମ୍ଭେ ଆମ୍ଭର ବଂଶ ରକ୍ଷା କରିପାରିବା।

ଆଦି ପୁସ୍ତକ 19:33
ସହେି ରାତ୍ରି ରେ ସହେି ଦୁଇ ଝିଅ ତାଙ୍କ ପିତାଙ୍କ ନିକଟକୁ ଗଲେ ଏବଂ ତାଙ୍କର ପିତାଙ୍କୁ ମଦ ପିଆଇଲେ। ଏହାପରେ ତାଙ୍କର ବଡ଼ ଝିଅ ତାଙ୍କ ପିତାଙ୍କ ଶଯନ କକ୍ଷକୁ ଗଲା ଏବଂ ତାଙ୍କ ସହିତ ସହବାସ କଲା। ଲୋଟ ପୁରାପୁରି ମାତାଲ ଥିଲା ଏବଂ ଜାଣିପାରିଲା ନାହିଁ ଯେ, ସେ କେତବେେଳେ ତା'ର ବିଛଣାକୁ ଆସିଥିଲା ଏବଂ ସେ କେତବେେଳେ ଉଠି କଠାେରୀରୁ ପରିତ୍ଯାଗ କଲା।

ଆଦି ପୁସ୍ତକ 19:34
ତା'ପର ଦିନ ବଡ଼ ଝିଅ ସାନ ଝିଅକୁ କହିଲା, ଗତ ରାତିଲେ ମୁଁ ପିତାଙ୍କ ନିକଟରେ ଶଯନ କରିଥିଲି। ଆସ ତାଙ୍କୁ ପୁଣି ଆଜି ମଦ୍ଯପାନ କରାଇବା, ତା'ପରେ ତୁ ତାଙ୍କ ସାଙ୍ଗ ରେ ୟାଇ ସହବାସ କର। ଏହି ଉପାଯ ରେ ଆମ୍ଭେ ଆମ୍ଭର ସନ୍ତାନମାନଙ୍କୁ ଜନ୍ମ କରିବା। ଆଉ ଆମ୍ଭେ ଆମ୍ଭର ପିତାଙ୍କ ମାଧ୍ଯମ ରେ ଆମ୍ଭର ପରିବାର ନଷ୍ଟ ହବୋରୁ ରକ୍ଷା କରିପାରିବା।

ଆଦି ପୁସ୍ତକ 19:35
ତେଣୁ ସହେି ରାତି ରେ ସେ ଦୁ ହେଁ ମିଶି ତାଙ୍କର ପିତାଙ୍କୁ ମଦ୍ଯପାନ କରାଇଲେ। ତା'ପରେ ତାଙ୍କର ସାନଝିଅ ୟାଇ ତାଙ୍କ ସହିତ ସହବାସ କଲା। ଆଉଥରେ ଲୋଟ ଅତ୍ଯଧିକ ମଦ୍ଯପାନ କରିଥିବାରୁ ତାଙ୍କ ଝିଅ କେତବେେଳେ ଆସି କେତବେେଳେ ସହବାସ କରି ୟାଇଛି ସେ ଜାଣିପାରି ନଥିଲେ।

ଆଦି ପୁସ୍ତକ 21:19
ଏହାପରେ ପରମେଶ୍ବର ହାଗାରକୁ ଏକ କୂପ ଦଖାଇେଲେ। ତେଣୁ ହାଗାର ସହେି କୂପ ପାଖକୁ ୟାଇ ତାଙ୍କର ଥଳି ରେ ପାଣି ଭର୍ତ୍ତିକଲେ। ଏହାପରେ ତାଙ୍କ ପୁତ୍ରକୁ ସେଥିରୁ ପାଣି ପିଇବାକୁ ଦେଲେ।

ଆଦି ପୁସ୍ତକ 24:14
ମୁଁ ଅପେକ୍ଷା କଲି ତୁମ୍ଭର ଚିହ୍ନ ପାଇଁ କିଏ ଇସ୍ହାକର ସ୍ତ୍ରୀ ହବେ। ମୁଁ ସହେି ଝିଅକୁ କହିବି 'ଦୟାକରି ତୁମ୍ଭର ପାତ୍ର ମାେ ଆଡ଼କୁ ତଳମୁହାଁ କର। ତେଣୁ ମୁଁ ପାଣି ପିଇ ପାରିବି।' ମୁଁ ଜାଣିପାରିବି ସହେି ହେଉଛି ଉପୟୁକ୍ତ ପାତ୍ରୀ ୟିଏ କହିବ, 'ପାଣି ପିଅ ଏବଂ ମୁଁ ତୁମ୍ଭର ଓଟମାନଙ୍କୁ ମଧ୍ଯ ପାଣି ଦବେି।' ଯଦି ଏହିପରି ହୁଏ, ତବେେ ମୁଁ ଜାଣିବି ସେ ହେଉଛି ଇସ୍ହାକ ପାଇଁ ଉପୟୁକ୍ତ କନ୍ଯା। ଏବଂ ମୁଁ ଜାଣିବି ତୁମ୍ଭେ ମାରେ ମୁନିବଙ୍କ ଉପରେ ଦୟା କଲ।

ଆଦି ପୁସ୍ତକ 24:18
ରିବିକା ତତ୍କ୍ଷଣାତ୍ ତାଙ୍କ କନ୍ଧରୁ ପାତ୍ରଟିକୁ ଓହ୍ଲାଇ ତାଙ୍କୁ ପିଇବାକୁ ଦେଲେ। ରିବିକା କହିଲେ, ହେ ମହାଶୟ ପାନ କର।

ଆଦି ପୁସ୍ତକ 24:19
ସେ କିଛି ଜଳପାନ କରିବାକୁ ଦଇେ ରିବିକା କହିଲା, ମୁଁ ମଧ୍ଯ ତୁମ୍ଭ ଓଟମାନଙ୍କୁ ଜଳପାନ କରାଇବି।

Occurences : 61

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்