Base Word
אַשְׁמָה
Short Definitionguiltiness, a fault, the presentation of a sin-offering
Long Definitionguiltiness, guilt, offense, sin, wrong-doing
Derivationfeminine of H0817
International Phonetic Alphabetʔɑʃˈmɔː
IPA modʔɑʃˈmɑː
Syllableʾašmâ
Dictionash-MAW
Diction Modash-MA
Usageoffend, sin, (cause of) trespass(-ing) (offering)
Part of speechn-f

ଲେବୀୟ ପୁସ୍ତକ 4:3
ଯଦି ଅଭିଷିକ୍ତ ଯାଜକ ପାପ କରେ ଏବଂ ଦେଶ ପାଇଁ ଦୋଷ ଆଣେ, ସେ ଗୋଟିଏ ନିଖୁଣ ବାଛୁରୀ ବଳିଦାନ କରିବ ସଦାପ୍ରଭୁଙ୍କ ସମ୍ମୁଖ ରେ ତାହା ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।

ଲେବୀୟ ପୁସ୍ତକ 6:5
ସେ ଯେଉଁଥିପାଇଁ ଗୋଟିଏ ମିଥ୍ଯା ଶପଥ କରିଥିଲା, ତାହାର ଏକ ପଞ୍ଚମାଂଶ ଅର୍ଥଦଣ୍ଡ ସହିତ ସପୂର୍ଣ୍ଣ ଫରୋଇ ଦବୋ ଉଚିତ୍। ଏସବୁ ସେ କରିବ ଯେଉଁଦିନ ସେ ଦୋଷୀ ବୋଲି ସାବ୍ଯସ୍ତ ହବେଓ ସହେିଦିନ ସେ ଗ୍ରହିତାକୁ ସେ ଦ୍ରବ୍ଯ ଦବେ।

ଲେବୀୟ ପୁସ୍ତକ 6:7
ତା'ପରେ ଯାଜକ ସଦାପ୍ରଭୁଙ୍କ ଛାମୁ ରେ ତାହା ନିମନ୍ତେ ପ୍ରାଯଶ୍ଚିତ କରିବ। ତେଣୁ ସେ ଯେଉଁ କର୍ମ ଯୋଗୁଁ ଦୋଷୀ ହାଇେଥିବ ସେଥିରୁ କ୍ଷମା ପ୍ରାପ୍ତ ହବେ।

ଲେବୀୟ ପୁସ୍ତକ 22:16
ପୁଣି ତାହା ହାଇପୋ ରେ, ଯଦି ଯାଜକଗଣ ଇଶ୍ରାୟେଲୀୟମାନଙ୍କୁ ସମାନଙ୍କେର ନିଜର ପବିତ୍ର ନବୈେଦ୍ଯ ଖାଇବା ପାଇଁ ଅନୁମତି ଦଇେ ଜୋରୀମାନା କରିପାରନ୍ତି। କାରଣ କବଳେ ମୁଁ ଯେ କି ନବୈେଦ୍ଯକୁ ପବିତ୍ର କରିଅଛି।

ପ୍ରଥମ ବଂଶାବଳୀ 21:3
କିନ୍ତୁ ଯୋୟାବ ଉତ୍ତର ଦେଲେ, ସଦାପ୍ରଭୁ ତାଙ୍କର ଦେଶକୁ 10 0 ଗୁଣ ବର୍ଦ୍ଧିତ କରନ୍ତୁ। ମହୋଦଯ, ସମଗ୍ର ଇଶ୍ରାୟେଲର ଲୋକ ଆପଣଙ୍କ ଦାସ ଅଟନ୍ତି। ହେ ମାରେ ମହାଶୟ ଓ ରାଜା, ଆପଣା କାହିଁକି ଏହା କରିବାକୁ ଇଚ୍ଛା କରୁଅଛନ୍ତି ? ଏହା ଦ୍ବାରା ଆପଣ ଇଶ୍ରାୟେଲର ଲୋକମାନଙ୍କୁ ପାପ ଦୋଷ ରେ ଦୋଷୀ କରାଇବେ।

ଦିତୀୟ ବଂଶାବଳୀ 24:18
ରାଜା ଓ ସହେି ନେତାମାନେ ସଦାପ୍ରଭୁ ପରମେଶ୍ବରଙ୍କର ମନ୍ଦିରକୁ ଅଗ୍ରାହ୍ଯ କଲେ। ସମାନଙ୍କେର ପୂର୍ବପୁରୁଷମାନେ ସଦାପ୍ରଭୁ ପରମେଶ୍ବରଙ୍କର ଅନୁଗମନ କରିଥିଲେ। ସମାନେେ ଆଶରୋ ସ୍ତମ୍ଭ ଓ ଅନ୍ୟ ମୂର୍ତ୍ତିଗୁଡ଼ିକୁ ପୂଜା କଲେ। ପରମେଶ୍ବର ଯିହୁଦାର ଓ ୟିରୁଶାଲମର ଲୋକମାନଙ୍କ ଉପରେ କୋର୍ଧ କଲେ, କାରଣ ରାଜା ଓ ସହେି ନେତାମାନେ ଦୋଷୀ ଥିଲେ।

ଦିତୀୟ ବଂଶାବଳୀ 28:10
ତୁମ୍ଭମାନେେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ତୁମ୍ଭର କ୍ରୀତଦାସରୂପେ ରଖିବା ନିମନ୍ତେ ଯୋଜନା କରିଅଛ। ଏହା କରି ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ବିରୁଦ୍ଧ ରେ ମଧ୍ଯ ପାପ କରିଅଛ।

ଦିତୀୟ ବଂଶାବଳୀ 28:13
ସହେି ନେତାମାନେ ଇଶ୍ରାୟେଲୀୟ ସୈନ୍ଯମାନଙ୍କୁ କହିଲେ, ଯିହୁଦାର ବନ୍ଦୀମାନଙ୍କୁ ଏଠାକୁ ଆଣ ନାହିଁ। ଯଦି ତୁମ୍ଭମାନେେ ତାହା କରିବ, ତଦ୍ଦ୍ବାରା ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆହୁରି ଜଘନ୍ଯ ପାପ କରାଇବ। ତାହା ଆମ୍ଭମାନଙ୍କର ପାପ ଓ ଦୋଷକୁ ଆହୁରି ଗୁରୁତ୍ବ କରିଦବେ ଓ ସଦାପ୍ରଭୁ ଇଶ୍ରାୟେଲ ବିରୁଦ୍ଧ ରେ ଭୟଙ୍କର କୋରଧ କରିବେ।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்