Base Word
שָׂעִיר
Short Definitionshaggy; as noun, a he-goat; by analogy, a faun
Long Definition(adj) hairy
Derivationor שָׂעִר; from H8175
International Phonetic Alphabetɬɔːˈʕɪi̯r
IPA modsɑːˈʕiːʁ
Syllableśāʿîr
Dictionsaw-EER
Diction Modsa-EER
Usagedevil, goat, hairy, kid, rough, satyr
Part of speecha
Base Word
שָׂעִיר
Short Definitionshaggy; as noun, a he-goat; by analogy, a faun
Long Definition(adj) hairy
Derivationor שָׂעִר; from H8175
International Phonetic Alphabetɬɔːˈʕɪi̯r
IPA modsɑːˈʕiːʁ
Syllableśāʿîr
Dictionsaw-EER
Diction Modsa-EER
Usagedevil, goat, hairy, kid, rough, satyr
Part of speechn-m
Base Word
שָׂעִיר
Short Definitionshaggy; as noun, a he-goat; by analogy, a faun
Long Definition(adj) hairy
Derivationor שָׂעִר; from H8175
International Phonetic Alphabetɬɔːˈʕɪi̯r
IPA modsɑːˈʕiːʁ
Syllableśāʿîr
Dictionsaw-EER
Diction Modsa-EER
Usagedevil, goat, hairy, kid, rough, satyr
Part of speechn-m

ଆଦି ପୁସ୍ତକ 27:11
କିନ୍ତୁ ଯାକୁବ ତା'ର ମାତା ରିବିକାକୁ କହିଲେ, ମାରେ ଭାଇ ଏଷୌ ଲୋମଶ ଶରୀର। ମୁଁ ତାଙ୍କ ପରି ଲୋମଶ ନୁହେଁ।

ଆଦି ପୁସ୍ତକ 27:23
ଇସ୍ହାକ ତାଙ୍କୁ ଚିହ୍ନିପାରିଲେ ନାହିଁ, କାରଣ ତା'ର ହାତଗୁଡ଼ିକ ଏଷୌର ଲୋମଶ ହାତ ପରି। ତେଣୁ ସେ ତାଙ୍କୁ ଆଶୀର୍ବାଦ କଲେ।

ଆଦି ପୁସ୍ତକ 37:31
ତା'ର ଭାଇମାନେ ଏକ ଛଳେି ମାରି ତା'ର ରକ୍ତ ରେ ଯୋଷଫେର କୋଟକୁ ବୁଡ଼ାଇ ଦେଲେ।

ଲେବୀୟ ପୁସ୍ତକ 4:23
ଯଦି ସେ ଶାସକ ଆପଣା କୃତ ପାପ ଜ୍ଞାତ ହୁଏ ତବେେ ସେ ଏକ ନିଖୁଣ ପୁଂଛାଗ ଉତ୍ସର୍ଗ କରିବ।

ଲେବୀୟ ପୁସ୍ତକ 4:24
ସହେି ଶାସକ ଛାଗ ମସ୍ତକରେ ହାତ ରଖି ହାମବେଳି ବଧ କରିବା ସ୍ଥାନ ରେ ସଦାପ୍ରଭୁଙ୍କ ସମ୍ମୁଖ ରେ ତାକୁ ବଧ କରିବ, ତାହା ହବେ ପାପାର୍ଥକ ନବୈେଦ୍ଯ।

ଲେବୀୟ ପୁସ୍ତକ 9:3
ଇଶ୍ରାୟେଲର ଲୋକମାନଙ୍କୁ କୁହ, ' ସମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ପାପାର୍ଥକ ବଳି ନିମନ୍ତେ ଏକ ଅଣ୍ଡିରା ଛାଗ ଓ ହାମବେଳି ନିମନ୍ତେ ଏକ ଗୋବତ୍ସ ଓ ମଷେ ଶାବକ ନବେେ, କାରଣ ସଦାପ୍ରଭୁ ଏହା ଆଜ୍ଞା କରିଛନ୍ତି। ବାଛୁରୀ ଏବଂ ମଷେଛୁଆ ନିଶ୍ଚଯ ଏକ ବର୍ଷୀଯ ଓ ନିଖୁଣ ହାଇେଥିବେ।

ଲେବୀୟ ପୁସ୍ତକ 9:15
ତାହାପରେ ସେ ଲୋକମାନଙ୍କ ଉପହାର ନିକଟକୁ ଆଣିଲେ। ଲୋକମାନଙ୍କର ପାପାର୍ଥକ ଛାଗ ନଇେ ପ୍ରଥମଟି ପରି ବଧ କରି ପାପାର୍ଥ ରେ ତାହା ଉତ୍ସର୍ଗ କଲେ।

ଲେବୀୟ ପୁସ୍ତକ 10:16
ମାଶାେ ପାପାର୍ଥକ ଛାଗର ବହୁତ ଅନ୍ବଷେଣ କଲେ, ମାତ୍ର ତାହା ଦଗ୍ଧ ହାଇେସାରିଥିଲା। ଏଣୁ ସେ ହାରୋଣଙ୍କ ଅବଶିଷ୍ଟ ଦୁଇ ପୁତ୍ର ଇଲିଯାସର ଓ ଈଥାମରଙ୍କ ଉପରେ ରାଗି କହିଲେ,

ଲେବୀୟ ପୁସ୍ତକ 16:5
ପୁଣି ହାରୋଣ ଇଶ୍ରାୟେଲ ସନ୍ତାନଗଣର ମଣ୍ଡଳୀରୁ ପାପାର୍ଥକ ବଳି ପାଇଁ ଦୁଇଟି ଛାଗ ଓ ହାମବେଳି ପାଇଁ ଏକ ମଷେ ନବେ।

ଲେବୀୟ ପୁସ୍ତକ 16:7
ତ'ପରେ ହାରୋଣ ଦୁଇଟି ଛାଗ ସମାଗମ ତମ୍ବୁର ଦ୍ବାର ଦେଶ ରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ।

Occurences : 59

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்