Base Word
אֶשְׁכֹּל
Short DefinitionEshcol, the name of an Amorite, also of a valley in Palestine
Long Definitionan area of Hebron, the valley of Eshcol
Derivationthe same as H0811
International Phonetic Alphabetʔɛʃˈkol
IPA modʔɛʃˈko̞wl
Syllableʾeškōl
Dictionesh-KOLE
Diction Modesh-KOLE
UsageEshcol
Part of speechn-pr

ଆଦି ପୁସ୍ତକ 14:13
ସେତବେେଳେ ଜଣେ ପଳାତକ ଏବ୍ରୀଯ ଅବ୍ରାମଙ୍କୁ ସମାଚ଼ାର ଦଲୋ। ସହେି ସମୟରେ ଅବ୍ରାମ ଇଷ୍କୋଲର ଓ ଆନରରେ ଭ୍ରାତା ଇ ମାରେୀଯ ମମ୍ରିର ଆଲୋନ ବୃକ୍ଷମୂଳେ ବାସ କରୁଥିଲେ। ସମାନେେ ମଧ୍ଯ ଅବ୍ରାମଙ୍କର ସହାୟ ଥିଲେ।

ଆଦି ପୁସ୍ତକ 14:24
କବଳେ ମାରେ ୟୁବକମାନେ ଯାହା ଭୋଜନ କରି ଅଛନ୍ତି ତାହା ନବେି। ପୁଣି ମାହେର ଯେଉଁ ସହାୟକଗଣ ସଙ୍ଗ ରେ ୟାଇଥିଲେ ସମାନେେ ଅର୍ଥାତ୍ ଆନରେ ଇଷ୍କୋଲ ଓ ମମ୍ରି ଆପଣା ଆପଣା ପ୍ରାପ୍ଯ ଗ୍ରହଣ କରନ୍ତୁ।

ଗଣନା ପୁସ୍ତକ 13:23
ଏହାପରେ ସମାନେେ ଇଷ୍କୋଲ ଉପତ୍ୟକା ରେ ଉପସ୍ଥିତ ହାଇେ ସଠାେରେ ଏକ ପନ୍ଡୋ ଫଳୟୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇଜଣ ସାଙ୍ଗୀ ରେ ବହନ କଲେ, ସମାନେେ ମଧ୍ଯ କିଛି ଡାଳିମ୍ବ ଓ ଡିମ୍ବିରି ଫଳ ଆଣିଲେ।

ଗଣନା ପୁସ୍ତକ 13:24
ଇଶ୍ରାୟେଲର ଲୋକମାନେ ଯେଉଁ ଉପତ୍ୟକା ରେ ଦ୍ରାକ୍ଷାପନ୍ଡୋ କାଟି ଥିଲେ, ସେଥି ସକାେଶ ସହେି ସ୍ଥାନ ଇଷ୍କୋଲ ଉପତ୍ୟକା ନାମ ରେ ପ୍ରସିଦ୍ଧ ହେଲା।

ଗଣନା ପୁସ୍ତକ 32:9
କାରଣ ସମାନେେ ଇଷ୍କୋଲ ଉପତ୍ୟକା ପର୍ୟ୍ଯନ୍ତ ଗମନ କରି ଦେଶ ଦେଖିଲେ ଓ ସଦାପ୍ରଭୁଙ୍କ ଦତ୍ତ ଦେଶକୁ ୟିବା ପାଇଁ ଇଶ୍ରାୟେଲ ଲୋକମାନଙ୍କର ମନକୁ ନିରୁତ୍ସାହିତ କଲେ।

ଦିତୀୟ ବିବରଣ 1:24
ଏହାପରେ ସମାନେେ ସହେି ପର୍ବତମଯ ଦେଶକକ୍ସ୍ଟ ଗଲେ ଓ ଇଷ୍କୋଲ ଉପତ୍ଯାକା ରେ ପହଁଞ୍ଚିଲେ ଏବଂ ସହେି ଦେଶ ରେ ଗକ୍ସ୍ଟଲ୍ଗ ଦୃଷ୍ଟି ରଖିଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்