Base Word
שֶׁמֶר
Short DefinitionShemer, the name of three Israelites
Long Definitionthe owner of the hill where the city of Samaria was built
Derivationthe same as H8105
International Phonetic Alphabetʃɛˈmɛr
IPA modʃɛˈmɛʁ
Syllablešemer
Dictionsheh-MER
Diction Modsheh-MER
UsageShamer, Shemer
Part of speechn-pr-m

ପ୍ରଥମ ରାଜାବଳୀ 16:24
ମାତ୍ର ସେ ଶମରଙ୍କେୁ ଦୁଇ ତଳାନ୍ତ ରୂପା ଦଇେ ଶମରୋଶ୍ ପର୍ବତ କ୍ରଯ କଲେ। ସେ ଶମରୋତ ପର୍ବତ ଉପରେ ଏକ ନଗର ନିର୍ମାଣ କଲେ। ସହେି ପର୍ବତର ମାଲିକର ନାମ ଶମରେର ନାମାନୁସା ରେ ନଗରର ନାମ ଶମରିଯା ରଖିଲେ।

ପ୍ରଥମ ରାଜାବଳୀ 16:24
ମାତ୍ର ସେ ଶମରଙ୍କେୁ ଦୁଇ ତଳାନ୍ତ ରୂପା ଦଇେ ଶମରୋଶ୍ ପର୍ବତ କ୍ରଯ କଲେ। ସେ ଶମରୋତ ପର୍ବତ ଉପରେ ଏକ ନଗର ନିର୍ମାଣ କଲେ। ସହେି ପର୍ବତର ମାଲିକର ନାମ ଶମରେର ନାମାନୁସା ରେ ନଗରର ନାମ ଶମରିଯା ରଖିଲେ।

ପ୍ରଥମ ବଂଶାବଳୀ 6:46
ହିଲ୍କିଯ ଅମ୍ସିଙ୍କ ପୁତ୍ର ଥିଲେ। ଅମ୍ସି ବାନିଙ୍କ ପୁତ୍ର ଥିଲେ। ବାନି ଶମରଙ୍କେ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 7:34
ଶମରଙ୍କେ ପୁତ୍ରମାନେ ଥିଲେ ଅହି, ରୋହଗ, ୟିହୁବ୍ଦ ଓ ଅରାମ।

ପ୍ରଥମ ବଂଶାବଳୀ 8:12
ଇଲ୍ପାଲଙ୍କ ପୁତ୍ରମାନେ ଥିଲେ ଏବର୍, ମିଶିଯମ୍, ଶମେଦ୍। ଶମଦେ, ଓନୋ ଓ ଲୋଦ୍ ସହିତ ଏହାର ନଗର ନିର୍ମାଣ କଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்