Base Word
שִׁמְעָא
Short DefinitionShima, the name of four Israelites
Long Definitionson of David by Bathsheba
Derivationfor H8093
International Phonetic Alphabetʃɪmˈʕɔːʔ
IPA modʃimˈʕɑːʔ
Syllablešimʿāʾ
Dictionshim-AW
Diction Modsheem-AH
UsageShimea, Shimei, Shamma
Part of speechn-pr-m

ଦିତୀୟ ଶାମୁୟେଲ 21:21
ପକ୍ସ୍ଟଣି ସେ ଇଶ୍ରାୟେଲକକ୍ସ୍ଟ ତକ୍ସ୍ଟଚ୍ଛ କରନ୍ତେ ଦାଉଦଙ୍କର ଭ୍ରାତା ଶିମିଯିର ପକ୍ସ୍ଟତ୍ର ଯୋନାଥନ ତାହାକକ୍ସ୍ଟ ବଧ କଲା।

ପ୍ରଥମ ବଂଶାବଳୀ 2:13
ୟିଶୀ ଇଲିଯାବଙ୍କର ପିତା ଥିଲେ। ଇଲିଯାବ ୟିଶୀଙ୍କର ପ୍ରଥମ ଜାତ ପୁତ୍ର ଥିଲେ। ୟିଶୀଙ୍କର ଦ୍ବିତୀୟ ପୁତ୍ର ଥିଲେ ଅବିନାଦବ, ତାଙ୍କର ତୃତୀୟ ପୁତ୍ର ଥିଲେ ଶମ୍ମ।

ପ୍ରଥମ ବଂଶାବଳୀ 3:5
ୟିରୁଶାଲମ ରେ ଦାଉଦଙ୍କର ଏହି ପୁତ୍ରମାନେ ଜନ୍ମ ହାଇେଥିଲେ।

ପ୍ରଥମ ବଂଶାବଳୀ 6:30
ଶିମିଯି ଲିବନିଙ୍କ ପୁତ୍ର ଥିଲେ। ଉଷଃ ଶିମିଯିଙ୍କ ପୁତ୍ର ଥିଲେ। ଶିମିଯି ଉଷଃଙ୍କ ପୁତ୍ର ଥିଲେ। ହଗିଯ ଶିମିଯିଙ୍କ ପୁତ୍ର ଥିଲେ। ଅସାଯ ହଗିଯଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 6:39
ହମେନ୍ଙ୍କ ଆତ୍ମୀଯ ଥିଲେ ଆସଫ୍। ଆସଫ୍ ହମେନ୍ଙ୍କ ଦକ୍ଷିଣ ପାଶର୍‌ବ ରେ ରହି ସବୋକାର୍ୟ୍ଯ କରୁଥିଲେ। ଆସଫ ବରେିଖିଯଙ୍କ ପୁତ୍ର ଥିଲେ। ବରେିଖିଯ ଶିମିଯଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 20:7
ସହେି ଲୋକ ଇଶ୍ରାୟେଲକୁ ବିଦ୍ରୁପ କରିବାରୁ ଯୋନାଥନ ତାହାକୁ ବଧ କଲେ। ଯୋନାଥନ ଶିମିଯଙ୍କ ପୁତ୍ର ଥିଲେ। ଶିମିଯି ଦାଉଦଙ୍କ ଭ୍ରାତା ଥିଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்