Base Word
שְׁמוּעָה
Short Definitionsomething heard, i.e., an announcement
Long Definitionreport, news, rumour
Derivationfeminine passive participle of H8074
International Phonetic Alphabetʃɛ̆.muːˈʕɔː
IPA modʃɛ̆.muˈʕɑː
Syllablešĕmûʿâ
Dictionsheh-moo-AW
Diction Modsheh-moo-AH
Usagebruit, doctrine, fame, mentioned, news, report, rumor, tidings
Part of speechn-f

ପ୍ରଥମ ଶାମୁୟେଲ 2:24
ନାହିଁ, ନାହିଁ, ମାରେ ପକ୍ସ୍ଟତ୍ରମାନେ, ମୁ ଯେଉଁ ଜନରବ ଶକ୍ସ୍ଟଣକ୍ସ୍ଟଅଛି, ଭଲ ନକ୍ସ୍ଟ ହେଁ, ତୁମ୍ଭମାନେେ ସଦାପ୍ରଭୁଙ୍କ ଲୋକମାନଙ୍କୁ ଆଜ୍ଞାଲଂଘନ କରାଉଅଛ।

ପ୍ରଥମ ଶାମୁୟେଲ 4:19
ସେ ସମୟରେ ଏଲିର ପକ୍ସ୍ଟତ୍ରବଧୂ ପୀନହସର ସ୍ତ୍ରୀ ଗର୍ଭବତୀ ଥିଲା ଓ ତା'ର ପ୍ରସବକାଳ ନିକଟ ଥିଲା ଏହା ଶକ୍ସ୍ଟଣିବା ପରେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଧରା ପଡିଲା। ତା'ର ଶ୍ବଶକ୍ସ୍ଟର ଓ ସ୍ବାମୀ ମୃତକ୍ସ୍ଟ୍ଯବରଣ କଲେ। ଅତି ପ୍ରସବକାଳିନ ୟନ୍ତ୍ରଣା ଭୋଗ କରୁକରୁ ସେ ପ୍ରସବ କଲା।

ଦିତୀୟ ଶାମୁୟେଲ 4:4
ଶାଉଲଙ୍କର ପକ୍ସ୍ଟତ୍ର ଯୋନାଥନଙ୍କର ଏକ ପକ୍ସ୍ଟତ୍ର ଥିଲେ, ଯାହାଙ୍କର ନାମଥିଲା ମଫୀବୋଶତ୍। ଯେତବେେଳେ ତାକକ୍ସ୍ଟ ମାତ୍ର ପାଞ୍ଚ ବର୍ଷ ବଯସ ହାଇେଥିଲା, ସେତବେେଳେ ୟିଷ୍ରିଯଲରେକ୍ସ୍ଟ ଖବର ଆସିଲା ଯେ, ଶାଉଲ ଏବଂ ଯୋନାଥନକକ୍ସ୍ଟ ହତ୍ଯା କରାୟାଇଛି। ଯେତବେେଳେ ମଫୀବୋଶତ୍ର ଧାତ୍ରୀ ଏ ଖବର ପାଇଲା, ସେ ମଫୀବୋଶତକକ୍ସ୍ଟ ଉଠାଇଲା ଏବଂ ସେ ଭୟ ରେ ଦୌଡି ପଳାଇଲା। କିନ୍ତୁ ପିଲାଟି ତଳେ ପଡିଗଲା ଏବଂ ତା'ପରେ ତା'ର ଦକ୍ସ୍ଟଇ ଗୋଡ େଛାଟ ହାଇଗେଲା।

ଦିତୀୟ ଶାମୁୟେଲ 13:30
ତଥାପି ସମାନେେ ବାଟରେ ଥିଲେ। ଦାଉଦ ନିକଟରେ ସମ୍ବାଦ ଉପସ୍ଥିତ ହେଲା ଯେ, ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ବଧ କରିଅଛି, ସମାନଙ୍କେ ମଧ୍ଯରକ୍ସ୍ଟ ଜଣେ ଅବଶିଷ୍ଟ ନାହିଁ।

ପ୍ରଥମ ରାଜାବଳୀ 2:28
ଯୋୟାବ ଯେତବେେଳେ ଏହା ଶୁଣିଲା, ସେ ଭୟଭୀତ ହାଇେ ପଡିଲା। କାରଣ ସେ ଅବଶା ଲୋମର ଅନୁଗାମୀ ନ ହାଇେ ଅଦୋନିଯର ଅନୁଗାମୀ ହାଇେଥିଲା। ତେଣୁ ସେ ସଦାପ୍ରଭୁଙ୍କ ତମ୍ବୁକୁ ୟାଇ ୟଜ୍ଞବଦେୀର ଶିଙ୍ଗକୁ ଅବଲମ୍ବନ କଲା।

ପ୍ରଥମ ରାଜାବଳୀ 10:7
ମୁଁ ଆଖି ରେ ନ ଦେଖିବା ପର୍ୟ୍ଯନ୍ତ ବିଶ୍ବାସ କରି ପାରିଲି ନାହିଁ। ବର୍ତ୍ତମାନ ସେ ସବୁ ନିଜ ଆଖି ରେ ଦେଖିଅଛି। ଯାହା ସବୁ ମୁଁ ଶୁଣିଥିଲି, ତୁଳନାଆତ୍ମକ ମୁଁ ତାହା ପାଇଛି, ଜିନିଷଗୁଡିକ ମୁଁ ଏଠା ରେ ଯାହା ଦେଖୁଛି ବହୁତ ବଡ ଅଟେ। ତୁମ୍ଭର ଜ୍ଞାନ ଓ ଐଶ୍ବର୍ୟ୍ଯ ମାେତେ ଯାହା ଲୋକମାନେ କହିଥିଲେ, ତା'ଠାରୁ ବହୁତ ଅଧିକ।

ଦିତୀୟ ରାଜାବଳୀ 19:7
ଏଠାକୁ ଦେଖ ମୁଁ ତାଙ୍କ ମଧିଅରେ ଏକ ଆତ୍ମା ଦବେି ଓ ସେ ଏକ ଜନରବ ଶୁଣିବ ଏବଂ ତା'ର ଦେଶକୁ ଫରେିୟିବ, ଆଉ ମୁଁ ତାକୁ ତା'ର ନିଜ ଦେଶ ରେ ଖଡ୍ଗ ଦ୍ବାରା ବଧ କରିବି।'

ଦିତୀୟ ବଂଶାବଳୀ 9:6
ମୁଁ ଏହି ସ୍ଥାନକୁ ନ ଆସିବା ପର୍ୟ୍ଯନ୍ତ ଓ ନିଜ ଚକ୍ଷୁ ରେ ନ ଦେଖିବା ପର୍ୟ୍ଯନ୍ତ ସହେି ଗଳ୍ପଗୁଡ଼ିକୁ ବିଶ୍ବାସ କରୁ ନ ଥିଲି। ଓଃ, ଆପଣଙ୍କ ମହାନ୍ ଜ୍ଞାନର ଅର୍ଦ୍ଧକେ ସୁଦ୍ଧା ମାେତେ କୁହାୟାଇ ନ ଥଲା। ମୁଁ ଯେଉଁ ସମସ୍ତ ଗଳ୍ପ ଶୁଣିଥିଲି। ଆପଣ ସେ ସବୁଥିରୁ ଆହୁରି ଅଧିକ ମହାନ୍ ଅଟନ୍ତି।

ଗୀତସଂହିତା 112:7
ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ। ସହେି ଲୋକ ସୁସ୍ଥିର ହବେ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ବାସ କରେ।

ହିତୋପଦେଶ 15:30
ଚକ୍ଷୁର ଦୀପ୍ତି ମନକୁ ଆନନ୍ଦିତ କରେ। ଉତ୍ତମ ସମାଚାର ଅସ୍ଥିଗୁଡ଼ିକୁ ପୃଷ୍ଟି ଯୋଗଏ।

Occurences : 27

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்