Base Word
שַׁמָּה
Short Definitionruin; by implication, consternation
Long Definitionwaste, horror, appalment
Derivationfrom H8074
International Phonetic Alphabetʃɑmˈmɔː
IPA modʃɑˈmɑː
Syllablešammâ
Dictionshahm-MAW
Diction Modsha-MA
Usageastonishment, desolate(-ion), waste, wonderful thing
Part of speechn-f

ଦିତୀୟ ବିବରଣ 28:37
ସଠାେରେ ତୁମ୍ଭମାନେେ ନିଜେ ଏକ ଭୟାନକ ଦୃଶ୍ଯ ରେ ପରିଣତ ହବେ, ସହେି ସମସ୍ତ ଜାତିମାନଙ୍କ ଆଗ ରେ ଅପମାନର ଓ ଉପହାସର ପାତ୍ର ହବେ। ଯେଉଁଠାକକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କୁ ନଇେଯିବେ।

ଦିତୀୟ ରାଜାବଳୀ 22:19
ଭୟଙ୍କର ଜିନିଷ ଏହି ନିବାସୀ ଓ ଏହି ସ୍ଥାନ ରେ ଘଟିବ। ଏହାଶୁଣି ତୁମ୍ଭର ହୃଦଯ କୋମଳ ହେଲା। ତୁମ୍ଭେ ସଦାପ୍ରଭୁଙ୍କ ଛାମୁ ରେ ନିଜକୁ ନମ୍ର କଲ ଓ ନିଜ ବସ୍ତ୍ର ଚିରିଲ ଓ ମାେ ଛାମୁ ରେ କ୍ରନ୍ଦନ କଲ। ଏଣୁ ମୁଁ ତୁମ୍ଭର ବିନତି ଶୁଣିଲି।'

ଦିତୀୟ ବଂଶାବଳୀ 29:8
ତେଣୁ ସଦାପ୍ରଭୁ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ପ୍ରତି ଅତ୍ଯନ୍ତ କୋର୍ଧ କଲେ। ସଦାପ୍ରଭୁ ସମାନଙ୍କେୁ ଦଣ୍ଡିତ କଲେ। ଯିହୁଦା ଓ ୟିରୁଶାଲମର ଲୋକମାନଙ୍କର ସଦାପ୍ରଭୁ ଯାହା ଘଟାଇଲେ, ତାହା ଯେତବେେଳେ ଅନ୍ୟ ଲୋକମାନେ ଦେଖିଲେ, ସମାନେେ ଅତ୍ଯନ୍ତ ଭୟଭୀତ ଓ ହତଚକିତ ହାଇପେଡ଼ିଲେ। ସହେି ଅନ୍ୟ ଦେଶମାନେ ଯିହୁଦାର ଲୋକଙ୍କ ନିମନ୍ତେ ଘୃଣା ଓ ଲଜ୍ଜା ରେ ଆପଣା ଆପଣା ମୁଣ୍ଡ ନୁଆଁଇଲେ। ତୁମ୍ଭମାନେେ ତାହା ସ୍ବଚକ୍ଷୁ ରେ ଦେଖୁଅଛ।

ଦିତୀୟ ବଂଶାବଳୀ 30:7
ତୁମ୍ଭମାନଙ୍କର ପିତାଙ୍କର କିମ୍ବା ତୁମ୍ଭମାନଙ୍କର ଭ୍ରାତାଗଣଙ୍କ ପରି ହୁଅ ନାହିଁ। ସଦାପ୍ରଭୁ ସମାନଙ୍କେର ପୂର୍ବପୁରୁଷମାନଙ୍କର ପରମେଶ୍ବର ଥିଲେ, କିନ୍ତୁ ସମାନେେ ତାଙ୍କର ବିରୁଦ୍ଧ ରେ ଗଲେ। ତେଣୁ ସଦାପ୍ରଭୁ ସମାନଙ୍କେୁ ଧ୍ବଂସ କଲେ, ଏହା ତୁମ୍ଭେ ଜାଣ।

ଗୀତସଂହିତା 46:8
ସଦାପ୍ରଭୁ ସୃଷ୍ଟି କରିଥିବା ସହେି ଆଶ୍ଚର୍ୟ୍ଯଜନକ ବସ୍ତୁକୁ ଦେଖ। ଏ ପୃଥିବୀର ବସ୍ତୁକୁ ସେ କିପରି ଧ୍ବଂସ କରିପାରନ୍ତି।

ଗୀତସଂହିତା 73:19
ହଠାତ୍ ସମାନେେ ଧ୍ବଂସରେ ପଡ଼ିୟାନ୍ତି। ସମାନେେ ଭୟଙ୍କର ଘଟଣାରେ ଲୋପ ପାଇଲେ।

ଯିଶାଇୟ 5:9
ସର୍ବଶକ୍ତିମାନ ସଦାପ୍ରଭୁ ଏହାସମାଲତ କହିଲଲ ଏବଂ ମୁଁ ଏହା ତାଙ୍କଠାରୁ ଶୁଣିଥିଲି, "ବର୍ତ୍ତମାନ ବହୁତ ଘର ଅଛି ମାତ୍ର ମୁଁ ପ୍ରତିଜ୍ଞା କରିଛିସସ ସମସ୍ତ ଧ୍ବଂସସହବ।ସଯଉଁ ସୁନ୍ଦର ଓ ବୃହତ୍ ଗୃହମାନ ଅଛିସସ ସବୁ ନିବାସଶୂନ୍ଯସହବ।

ଯିଶାଇୟ 13:9
ଦେଖ, ସଦାପ୍ରଭୁଙ୍କର ସେ ଭୟଙ୍କର ଦିବସ ଆସୁଅଛି। ପରମେଶ୍ବର ଅତ୍ଯନ୍ତ କ୍ରୁଦ୍ଧ ହବେେ ଓ ଦେଶକୁ ଧ୍ବଂସ କରିବେ। ପାପୀମାନଙ୍କୁ ଦେଶ ଛାଡ଼ିବାକୁ ବାଧ୍ଯ କରିବେ।

ଯିଶାଇୟ 24:12
କବଳେ ନଗର ରେ ପ୍ରେତ୍ୟକକ ଜାଗା ରେ ଧ୍ବଂସତା ଦଖାଯାେଉଛି। ସମସ୍ତ ଦ୍ବାର ଭଗ୍ନ ଓ ବିନଷ୍ଟ ହାଇେଛି।

ଯିରିମିୟ 2:15
ୟୁବା ସିଂହାସନ ତାହା ଉପ ରେ ଗର୍ଜନ ଓ ହୁଙ୍କାର କରିଅଛନ୍ତି। ସମାନେେ ତାହାର ଦେଶସବୁ ଧ୍ବଂସ କରିଅଛନ୍ତି। ତାହାର ନଗରଗୁଡ଼ିକ ଦଗ୍ଧ କରିଛନ୍ତି ଓ ତାହାକୁ ଜନଶୂନ୍ଯ କରିଛନ୍ତି।

Occurences : 39

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்