Base Word
שִׁלְשׁוֹם
Short Definitiontrebly, i.e., (in time) day before yesterday
Long Definitionday before yesterday, three days ago
Derivationor שִׁלְשֹׁם; from the same as H8028
International Phonetic Alphabetʃɪlˈʃom
IPA modʃilˈʃo̞wm
Syllablešilšôm
Dictionshil-SHOME
Diction Modsheel-SHOME
Usage+ before (that time, -time), excellent things (from the margin), + heretofore, three days, + time past
Part of speechadv

ଆଦି ପୁସ୍ତକ 31:2
ଏହାପରେ ଯାକୁବ ଜାଣି ପାରିଲା ଯେ ଲାବନ ପୂର୍ବପରି ତା' ସହିତ ବ୍ଯବହାର କରୁ ନାହିଁ।

ଆଦି ପୁସ୍ତକ 31:5
ଯାକୁବ ରାହେଲ ଓ ଲୟୋକୁ କହିଲା, ମୁଁ ଦେଖୁଛି ଯେ, ତୁମ୍ଭର ପିତା ମାେତେ ଯେପରି ବ୍ଯବହାର କରୁଥିଲେ ସପରେି କରୁନାହାନ୍ତି। କିନ୍ତୁ ମାେ ପିତାଙ୍କର ପରମେଶ୍ବର ମାେ ସହିତ ଅଛନ୍ତି।

ଯାତ୍ରା ପୁସ୍ତକ 4:10
କିନ୍ତୁ ମାଶାେ ସଦାପ୍ରଭୁଙ୍କୁ କହିଲେ, ହେ ସଦାପ୍ରଭୁ, କଥା କହିବାର ଚାତୁର୍ୟ୍ଯ ମାଠାେ ରେ ନାହିଁ। ଏବଂ ଅତୀତ ରେ ମୁଁ ଜଣେ ଉତ୍ତମ ବକ୍ତା ନଥିଲି। ବର୍ତ୍ତମାନ ମଧ୍ଯ ମୁଁ ଜଣେ ଉତ୍ତମ ବକ୍ତା ନୁହେଁ, ଯଦିଓ ତୁମ୍ଭେ ମାେତେ କହିଲ। ଆପଣ ଜାଣନ୍ତି ଯେ, ମୁଁ ବହୁତ ଧିର କ ହେ ଏବଂ ଉତ୍ତମ ଶବ୍ଦ ବ୍ଯବହାର କରିପାରିବି ନାହିଁ।

ଯାତ୍ରା ପୁସ୍ତକ 5:7
ତୁମ୍ଭମାନେେ ସମାନଙ୍କେୁ ଇଟା ପାଇଁ ନଡା ଦେଉଥିଲ। ସମାନଙ୍କେୁ ଆଉ ପାଳ ଦିଅ ନାହିଁ। ସମାନେେ ନିଜପାଳ ନିଜେ ସଂଗ୍ରହ କରନ୍ତୁ।

ଯାତ୍ରା ପୁସ୍ତକ 5:8
କିନ୍ତୁ ସମାନେେ ପୂର୍ବପରି ଯେତେ ସଂଖ୍ଯକ ଇଟା ତିଆରି କରୁଥିଲେ, ସମାନଙ୍କେୁ ସତେିକ ଇଟା ତିଆରି କରାଅ। ସମାନେେ ଅଳସୁଆ ହାଇେଛନ୍ତି। ଯେଉଁଥିପାଇଁ ସମାନେେ ୟିବାପାଇଁ ମାେତେ ଅନୁମତି ମାଗୁଛନ୍ତି। ତାଙ୍କର କିଛି କାର୍ୟ୍ଯ କରିବାକୁ ଇଚ୍ଛା ନାହିଁ। ଯେଣୁ ସମାନେେ ସମାନଙ୍କେର ପରମେଶ୍ବରଙ୍କ ପାଇଁ ବଳିଦାନ ଉତ୍ସର୍ଗ କରିବାକୁ ଚାହୁଛନ୍ତି।

ଯାତ୍ରା ପୁସ୍ତକ 5:14
ଫାରୋଙ୍କର ମୁନିବମାନେ, ତଦାରଖକାରୀମାନଙ୍କୁ ଲୋକମାନଙ୍କ ଉପରେ ନିୟୁକ୍ତ କଲେ। ସମାନେେ କ୍ରୀତଦାସମାନଙ୍କୁ ଚାବୁକ ମାରି କହିଲେ, କାହିଁକି ତୁମ୍ଭମାନେେ ଯେତେ ଇଟା ନିର୍ମାଣ କରୁଥିଲ, ସତେିକି ଇଟା ନିର୍ମାଣ କରୁନାହଁ? ପୂର୍ବରୁ ତୁମ୍ଭମାନେେ ଇଟା ତିଆରି କରିପାରୁଥିଲ, ଏବଂ କାହିଁକି କରି ପାରିବ ନାହିଁ।

ଯାତ୍ରା ପୁସ୍ତକ 21:29
ଯଦି ଆଗରୁ ପ୍ରମାଣ ଥାଏ ଯେ ସହେି ବଳଦ ଆଗରୁ କାହାରିକୁ ମାରିଛି, କିନ୍ତୁ ତା'ର ମୁନିବ ତାକୁ ବନ୍ଧି ରଖିନାହିଁ, ଯଦି ସେ କାହାରିକୁ ହତ୍ଯା କରେ ତବେେ ତା'ର ମୁନିବକୁ ମଧ୍ଯ ହତ୍ଯା କରାୟିବ।

ଯାତ୍ରା ପୁସ୍ତକ 21:36
ମାତ୍ର ତା'ର ଗୋରୁ ପୂର୍ବରୁ ବିନ୍ଧୁଥିବା ଜାଣି ଯଦି ତା'ର ମୁନିବ ତାକୁ ବନ୍ଧି ନରେଖ, ତବେେ ସେ ଗୋରୁ ପରିଶାଧେ ରେ ଗୋରୁ ନବେ ମାତ୍ର ମୃତ ଗୋରୁ ତା'ର ନିଜର ହବେ।

ଦିତୀୟ ବିବରଣ 4:42
ଯେପରି କହେି ଆପଣା ପ୍ରତିବେଶୀକକ୍ସ୍ଟ ପୂର୍ବେ ହିଂସା ନ କରି ଅଜ୍ଞାତ ସାର ରେ ହତ୍ଯା କଲେ, ସେ ତହିଁ ମଧ୍ଯରକ୍ସ୍ଟ କୌଣସି ଏକ ନଗରକକ୍ସ୍ଟ ପଳାଇ ବଞ୍ଚିପା ରେ।

ଦିତୀୟ ବିବରଣ 19:4
ସହେି ନଗରକକ୍ସ୍ଟ ଯେଉଁ ନରହତ୍ଯାକାରୀମାନେ ଯିବେ, ସମାନେେ ଜାଣିଶକ୍ସ୍ଟଣି ନରହତ୍ଯା କରି ନ ଥିବେ। ଅଜ୍ଞାତ ସାର ରେ ଏବଂ ସେ ଯାହାକକ୍ସ୍ଟ ହତ୍ଯା କରିଥିବ ତାଙ୍କୁ ଘୃଣା କରୁ ନ ଥିବ। ସହେି ଲୋକମାନେ କବଳେ ସଠାେକକ୍ସ୍ଟ ୟାଇ ଆଶ୍ରଯ ନଇେ ପାରିବ।

Occurences : 25

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்