Base Word
שָׁלַף
Short Definitionto pull out, up or off
Long Definitionto draw out or off, take off
Derivationa primitive root
International Phonetic Alphabetʃɔːˈlɑp
IPA modʃɑːˈlɑf
Syllablešālap
Dictionshaw-LAHP
Diction Modsha-LAHF
Usagedraw (off), grow up, pluck off
Part of speechv

ଗଣନା ପୁସ୍ତକ 22:23
ଏଥି ରେ ବିଲିଯମଙ୍କର ଗଧ ସଦାପ୍ରଭୁଙ୍କ ଖଡ୍ଗଧାରୀ ଦୂତକୁ ଦେଖିଲା। ତହୁଁ ସେ ବାଟ ଛାଡି ବିଲ ଆଡକୁ ଗଲା। ତେଣୁ ବିଲିଯମ ରାଗିୟାଇ ଗଧକୁ ବାଟକୁ ଆଣିବା ପାଇଁ ପ୍ରହାର କଲା।

ଗଣନା ପୁସ୍ତକ 22:31
ଏଥି ରେ ସଦାପ୍ରଭୁ ବିଲିଯମର ଚକ୍ଷୁ ଖାଲିେ ଦେଲେ ଏବଂ ସେ ସଦାପ୍ରଭୁଙ୍କ ଦୂତକୁ ପଥ ମଧିଅରେ ଖଡ୍ଗ ଧାରଣ କରି ଛିଡା ହାଇେଥିବା ଦେଖିଲା। ତହିଁରେ ସେ ହତାଶ ହାଇେ ଭୂମିରେ ପଡି ଗଲା।

ଯିହୋଶୂୟ 5:13
ଯେତବେେଳେ ଯିହାଶୂେୟ ଯିରୀହାେ ନିକଟରେ ଛିଡା ହାଇେଥିଲେ, ତାଙ୍କ ସମ୍ମକ୍ସ୍ଟଖ ରେ ଏକ ଲୋକ ଛିଡା ହାଇେଥିଲା। ସେ ଲକ୍ଷ୍ଯ କଲେ ଲୋକଟି ତା'ହାତ ରେ ଏକ ଖଣ୍ତା ଟାଣି ବାହାର କଲା। ଯିହାଶୂେୟ ତା'ର ନିକଟକକ୍ସ୍ଟ ଗଲେ ଓ ପଚାରିଲେ, ତୁମ୍ଭେ ଆମ୍ଭର ଲୋକମାନଙ୍କର ବନ୍ଧକ୍ସ୍ଟ ନା ଶତୃ?

ବିଚାରକର୍ତାମାନଙ୍କ ବିବରଣ 3:22
ଏହୂଦ୍ ତାଙ୍କ ପଟେ ରେ ଖଡ୍ଗ ପକ୍ସ୍ଟରାଇଲା ବେଳେ, ତାଙ୍କର ଖଡ୍ଗ ସହିତ ମକ୍ସ୍ଟଠା ମଧ୍ଯ ପଶିଗଲା। ଚର୍ବି ସଐକ୍ସ୍ଟର୍ଣ୍ଣ ଖଣ୍ତା ରେ ଲାଗି ରହିଥିଲା। ଏହୂଦ୍ ଖଡ୍ଗ ବାହାର କଲେ ନାହିଁ। ଇଲ୍ଲୋନ ଖଡ୍ଗଘାତ ହେଲା ପରେ, ସେ ନିଜର କ୍ଷମତା ଅନ୍ତବକ୍ସ୍ଟଜକ୍ସ୍ଟଳା ଉପରକ୍ସ୍ଟ ହରାଇଥିଲା ଏବଂ ମଳ ପଦାକକ୍ସ୍ଟ ବାହାରି ଆସିଥିଲା।

ବିଚାରକର୍ତାମାନଙ୍କ ବିବରଣ 8:10
ସହେି ସମୟରେ ସବହେ ଓ ସଲ୍ମକ୍ସ୍ଟନ୍ନ କର୍କୋର ନଗର ରେ ଥିଲେ। ସମାନଙ୍କେ ସହିତ 15,000 ସୈନ୍ଯ ଥିଲେ। ଏହି ସୈନ୍ଯମାନେ, ଯେଉଁମାନେ ପୂର୍ବ ଦେଶୀଯ ଲୋକମାନଙ୍କର ସୈନ୍ଯବାହୀନି ରେ ରହିଥିଲେ। 1,20,000 ଜଣ ଶକ୍ତିଶାଳୀ ସୈନ୍ଯ ପୁରାପୁରି ମୃତକ୍ସ୍ଟ୍ଯବରଣ କରିଥିଲେ।

ବିଚାରକର୍ତାମାନଙ୍କ ବିବରଣ 8:20
ଏହାପରେ ଗିଦ୍ଦିୟୋନ ଯେଥରକକ୍ସ୍ଟ କହିଲେ, ଯେ କି ତାଙ୍କର ଜେଷ୍ଠ ପକ୍ସ୍ଟତ୍ର ଥିଲା, ଏହି ରାଜାମାନଙ୍କୁ ହତ୍ଯାକର। କିନ୍ତୁ ଯେଥର ଜଣେ ବାଳକ ଥିବାରକ୍ସ୍ଟ ଭୟ କଲେ। ତେଣୁ ସେ ତାଙ୍କର ଖଡ୍ଗ ବାହାର କଲେ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 9:54
ତେଣୁ ସେ ତାଙ୍କର ଅସ୍ତ୍ରବାହକ ୟକ୍ସ୍ଟବକକକ୍ସ୍ଟ ଡାକି କହିଲା, ସଙ୍ଗେ ସଙ୍ଗେ ତୁମ୍ଭର ଖଡ୍ଗ ବାହାର କରି ମାେତେ ହତ୍ଯା କର। ଯେଉଁଥିପାଇଁ କହେି କହିବେ ନାହିଁ, 'ଜଣେ ସ୍ତ୍ରୀ ଅବୀମଲକେକକ୍ସ୍ଟ ହତ୍ଯା କଲା।' ତେଣୁ ତା'ର ଗ୍ଭକର ତାଙ୍କୁ ଭକ୍ସ୍ଟଷି ଦିଅନ୍ତେ, ମଲା।

ବିଚାରକର୍ତାମାନଙ୍କ ବିବରଣ 20:2
ଇଶ୍ରାୟେଲ ପରିବାରବର୍ଗର ସମସ୍ତ ଅଧିପତିମାନେ ସଠାେରେ ଏକତ୍ରୀତ ହେଲେ। ପରମେଶ୍ବରଙ୍କ ଲୋକଗଣର ସହେି ସମାଜ ରେ ରହିଲେ। ଖଡ୍ଗଧାରୀ, ପଦାତିକ ଉପସ୍ଥିତ ଥିଲେ। ଏମାନେ ଥିଲେ 4,00,000।

ବିଚାରକର୍ତାମାନଙ୍କ ବିବରଣ 20:15
ସହେିଦିନ ନଗରମାନଙ୍କରକ୍ସ୍ଟ ଆସନ୍ତା ବିନ୍ଯାମୀନ ସନ୍ତାନଗଣର 26,000 ଖଡ୍ଗଧାରୀ ଲୋକ ଗଣିତ ହେଲେ। ଏହାଛଡା ଗିବିଯାନ ବାସୀ ଲୋକମାନଙ୍କର 700 ବଛା ବଛା ଲୋକ ଗଣିତ ହେଲେ।

ବିଚାରକର୍ତାମାନଙ୍କ ବିବରଣ 20:17
ବିନ୍ଯାମୀନ ପରିବାରବର୍ଗ ବ୍ଯତୀତ ଇଶ୍ରାୟେଲର 4,00,000 ଖଡ୍ଗଧାରୀ ଗଣତି ହେଲେ। ସମାନେେ ସମସ୍ତେ ତାଲିମ ପ୍ରାଲ୍ଗ ସୈନିକ ଥିଲେ।

Occurences : 25

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்