Base Word
שְׁלֹמִית
Short DefinitionShelomith, the name of five Israelites
Long Definition(n pr m) a Gershonite Levite, son of Zichri in the time of David
Derivationor שׁלוֹמִית; (Ezra 8:10), from H7965; peaceableness
International Phonetic Alphabetʃɛ̆.loˈmɪi̯t̪
IPA modʃɛ̆.lo̞wˈmiːt
Syllablešĕlōmît
Dictionsheh-loh-MEET
Diction Modsheh-loh-MEET
UsageShelomith
Part of speechn-pr-m
Base Word
שְׁלֹמִית
Short DefinitionShelomith, the name of three Israelitesses
Long Definition(n pr m) a Gershonite Levite, son of Zichri in the time of David
Derivationor שׁלוֹמִית; (Ezra 8:10), from H7965; peaceableness
International Phonetic Alphabetʃɛ̆.loˈmɪi̯t̪
IPA modʃɛ̆.lo̞wˈmiːt
Syllablešĕlōmît
Dictionsheh-loh-MEET
Diction Modsheh-loh-MEET
UsageShelomith
Part of speechm-pr-f

ଲେବୀୟ ପୁସ୍ତକ 24:11
ସହେି ଇଶ୍ରାୟେଲୀୟ ସ୍ତ୍ରୀର ସନ୍ତାନ ସଦାପ୍ରଭୁଙ୍କ ନାମକୁ ନିନ୍ଦାକରି ଅଭିଶାପ ଦଲୋ। ତେଣୁ ଲୋକମାନେ ତାହାକୁ ମାଶାଙ୍କେ ନିକଟକୁ ଆଣିଲେ। ସହେି ଇଶ୍ରାୟେଲୀୟ ସ୍ତ୍ରୀ ନାମ ଶଲମେୀତ୍ ଓ ସେ ଦାନ ବଂଶୀଯ ଦିବ୍ରୀର କନ୍ଯା ଥିଲା।

ପ୍ରଥମ ବଂଶାବଳୀ 3:19
ପଦାଯଙ୍କର ପୁତ୍ରମାନେ ଥିଲେ ସରୁଦ୍ଦାବଲେ ଓ ଶିମିଯି। ସରୁବ୍ବାବିଲଙ୍କର ପୁତ୍ରମାନେ ଥିଲେ ମଶୂଲ୍ଲମ ଓ ହନାନିଯ। ଶ ଲୋମୀତ ସମାନଙ୍କେର ଭଉଣୀ ଥିଲେ।

ପ୍ରଥମ ବଂଶାବଳୀ 23:18
ୟିଷ୍ହରର ଜେଷ୍ଠପୁତ୍ର ଥିଲେ ଶ ଲୋମୀତ୍।

ପ୍ରଥମ ବଂଶାବଳୀ 26:28
ଶଲୋମୀତ୍ ଓ ତାଙ୍କର ଆତ୍ମୀଯମାନେ ଭବିଷ୍ଯତବକ୍ତା ଶାମୁଯଲଙ୍କେ ଦ୍ବାରା ପ୍ରଦତ୍ତ ସମସ୍ତ ପବିତ୍ର ସାମଗ୍ରୀଗୁଡ଼ିକର ଯତ୍ନ ନେଲେ। କୀଶ୍ଙ୍କ ପୁତ୍ର ଶାଉଲ ; ନେର୍ଙ୍କ ପୁତ୍ର ଅବନର ଓ ସରୁଯାର ପୁତ୍ର ଯୋୟାବ। ଶ ଲୋମୀତ୍ ଓ ତାଙ୍କ ଆତ୍ମୀଯମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଲୋକମାନଙ୍କ ଦ୍ବାରା ପ୍ରଦତ୍ତ ସମସ୍ତ ପବିତ୍ର ସାମଗ୍ରୀଗୁଡ଼ିକର ଯତ୍ନ ନେଲେ।

ଦିତୀୟ ବଂଶାବଳୀ 11:20
ଏହାପରେ ରିହବିଯାମ୍ ମାଖାଙ୍କୁ ବିବାହ କଲେ। ମାଖା ଅବଶା ଲୋମ୍ଙ୍କ ଝିଅ ଥିଲେ। ଆଉ ମାଖା ରିହବିଯାମ୍ଙ୍କୁ ଏହି ସନ୍ତାନମାନଙ୍କୁ ଦେଲେ : ଅବିଯ, ଅତଯ, ସୀଷ ଓ ଶଲୋମୀତ୍।

ଏଜ୍ରା 8:10
ଆଉ ବାଣିର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ୟୋଷିଫିଯର ପୁତ୍ର ଶ ଲୋମୀତ ଓ ତାହା ସଙ୍ଗେ 160 ପୁରୁଷ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்