Base Word
אָבָק
Short Definitionlight particles (as volatile)
Long Definitiondust
Derivationfrom root of H0079
International Phonetic Alphabetʔɔːˈbɔːk’
IPA modʔɑːˈvɑːk
Syllableʾābāq
Dictionaw-BAWK
Diction Modah-VAHK
Usage(small) dust, powder
Part of speechn-m

ଯାତ୍ରା ପୁସ୍ତକ 9:9
ତାହା ମିଶରର ଧୂଳି ହାଇେ ଚାରିଆଡେ ବ୍ଯାପିୟିବ। ଯେତବେେଳେ ସହେି ଧୂଳି ମିଶରର ଯେଉଁଠା ରେ ଲୋକମାନଙ୍କୁ ବା ପଶୁମାନଙ୍କୁ ଛୁଇଁବ, ତା'ର ଚମଡା ରେ ଦାହୟୁକ୍ତ ବଥମାନ ବ୍ଯାପିୟିବ।

ଦିତୀୟ ବିବରଣ 28:24
ସଦାପ୍ରଭୁ ତୁମ୍ଭକୁ ବର୍ଷା ଦବେେ ନାହିଁ। ଆକାଶରକ୍ସ୍ଟ କବଳେ ଧୂଳି ଓ ବାଲି ବର୍ଷା କରିବେ। ତୁମ୍ଭମାନଙ୍କର ଧ୍ବଂସ ହବୋ ପର୍ୟ୍ଯନ୍ତ ଏହିପରି ଲାଗି ରହିବ।

ଯିଶାଇୟ 5:24
ସସହିସଲାକମାନଙ୍କ ପାଇଁ ମନ୍ଦଫଳ ଗଚ୍ଛିତ ରହିବ।ସସମାନଙ୍କର ପରବର୍ତ୍ତୀ ବଂଶଧର ସମ୍ପୂର୍ଣ୍ଣ ଭାବଲରସପାଛିସହାଇଯିଲବ,ସଯପରି ନଡ଼ା ଓ ଶୁଷ୍କପତ୍ର ଅଗ୍ନିସରସପାଡ଼ି ଭସ୍ମସହାଇୟାଏ।ସଯପରି ବୃକ୍ଷର ମୂଳ ସଢିୟାଇ ଧୂଳିସହାଇୟାଏଓ ପୁଷ୍ପ ଅଗ୍ନିସର ଭସ୍ମୀଭୂତସହାଇ ତା'ର ପାଉଁଶ ପବନସର ଉଡ଼ିୟାଏସସହିପରିସସମାନଙ୍କର ବଂଶଧର ଧ୍ବଂସ ପାଇଯିଲବ।

ଯିଶାଇୟ 29:5
ତୁମ୍ଭର ଶତ୍ରୁଗଣ ସୂକ୍ଷ୍ମଧୂଳି ସଦୃଶ ଅଗଣିତ ହବେେ। ନିଷ୍ଠୁର ଲୋକମାନଙ୍କର ଗହଳି ତୁଷ ତୁଲ୍ଯ ହବେ ଓ ଏସବୁ ନିମିଷକରେ ଘଟିବ।

ଯିହିଜିକଲ 26:10
ତାହାର ବିପୁଳ ପରିମାଣର ଅଶ୍ବ ହତେୁ ଧୂଳି ରେ ତୁମ୍ଭେ ଆଚ୍ଛାଦିତ ହବେ। ଯେତବେେଳେ ସମାନେେ ତୁମ୍ଭ ନଗର ଦ୍ବାର ରେ ପ୍ରବେଶ କରିବେ, ସେତବେେଳେ ଅଶ୍ବାରୋହୀଗଣର ଶଗଡ଼ ଓ ରଥ ସମୂହର ଶବ୍ଦ ରେ ତୁମ୍ଭର ପ୍ରାଚୀର ସବୁ କମ୍ପି ଉଠିବ। ସମାନେେ ପ୍ରବେଶ କରିବେ, କାରଣ ତୁମ୍ଭର ପ୍ରାଚୀରସବୁ ଭଗ୍ନ ହବେ।

ନାହୂମ 1:3
ସଦାପ୍ରଭୁ କଦାପି ଶୀଘ୍ର ରାଗନ୍ତି ନାହିଁ। ସଦାପ୍ରଭୁ ଅତି ଶକ୍ତିଶାଳୀ। ସେ ଦୋଷୀକୁ ଦଣ୍ତ ନଦଇେ କବେେ ଛାଡିବେ ନାହିଁ। ସେ ଯେଉଁଠାକୁ ୟାଆନ୍ତି ସଠାେ ରେ ଘୂର୍ଣ୍ଣିବାତ୍ଯା ଓ ଝଡ ସୃଷ୍ଟି ହୁଏ। ସଦାପ୍ରଭୁ ଗତି କଲା ବେଳେ ତାଙ୍କ ପାଦ ରେ ମେଘଗୁଡିକ ଧୂଳି ସ୍ବରୂପ ଉେଠ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்