Base Word
שָׁלָל
Short Definitionbooty
Long Definitionprey, plunder, spoil, booty
Derivationfrom H7997
International Phonetic Alphabetʃɔːˈlɔːl
IPA modʃɑːˈlɑːl
Syllablešālāl
Dictionshaw-LAWL
Diction Modsha-LAHL
Usageprey, spoil
Part of speechn-m

ଆଦି ପୁସ୍ତକ 49:27
ବିନ୍ଯାମୀନ ଏକ ଭୋକିଲା ଗଧିଆ ତୁଲ୍ଯ। ପ୍ରଭାତ ରେ ସେ ଶୀକାର କରି ଖାଏ। ଅବଶିଷ୍ଟାଂଶ ସନ୍ଧ୍ଯା ରେ ସେ ଦୁ ହେଁ ଭାଗ କରନ୍ତି।

ଯାତ୍ରା ପୁସ୍ତକ 15:9
ଶତୃ କହିଲା, 'ମୁଁ ସମାନଙ୍କେୁ ଗୋଡ଼ାଇବି ଓ ଧରିବି। ମୁଁ ଲୁଟିତ ଦ୍ରବ୍ଯ ଭାଗ କରି ନବେି। ସମାନଙ୍କେର ଉପରେ ମାରେ ଅଭିଳାଷ ପୂର୍ଣ୍ଣ ହବେ। ମୁଁ ଆପଣା ଖଡ୍ଗ ନିକ୍ଷପେ କରିବି, ମାରେ ହସ୍ତ ସମାନଙ୍କେୁ ବିନାଶ କରିବ।'

ଗଣନା ପୁସ୍ତକ 31:11
ଆଉ ସମାନେେ ଲୁଟିତ ଦ୍ରବ୍ଯ ସହ ସମସ୍ତ ଧୃତ ମନୁଷ୍ଯ ଓ ପଶୁ ନଇଗେଲେ।

ଗଣନା ପୁସ୍ତକ 31:12
ପୁଣି ସମାନେେ ଯିରୀହାେ ନିକଟବର୍ତ୍ତୀ ୟର୍ଦ୍ଦନତୀରସ୍ଥ ମାୟୋବ ପଦା ରେ ସ୍ଥାପିତ ଛାଉଣୀକୁ ଆଣିଲେ। ସମାନେେ ସମାନଙ୍କେୁ ମାଶାଙ୍କେ ନିକଟକୁ, ଯାଜକ ଇଲିଯାସର ନିକଟକୁ ଓ ଇଶ୍ରାୟେଲର ସମସ୍ତ ଲୋକମାନଙ୍କ ନିକଟକୁ ଆଣିଲେ।

ଦିତୀୟ ବିବରଣ 2:35
ଆମ୍ଭମାନେେ କବଳେ ପଶକ୍ସ୍ଟଗଣଙ୍କକ୍ସ୍ଟ ଓ ଯେଉଁ ଯେଉଁ ନଗର ହସ୍ତଗତ କଲକ୍ସ୍ଟ ତାହାର ସବୁ ଲକ୍ସ୍ଟଟିତ ଦ୍ରବ୍ଯ ଆମ୍ଭମାନେେ ନିଜ ନିଜ ପାଇଁ ଗ୍ରହଣ କଲକ୍ସ୍ଟ।

ଦିତୀୟ ବିବରଣ 3:7
କିନ୍ତୁ ଆମ୍ଭମାନେେ ସମସ୍ତ ପଶକ୍ସ୍ଟ ଏବଂ ନଗରରକ୍ସ୍ଟ ଲକ୍ସ୍ଟଟିତ ଦ୍ରବ୍ଯସବୁ ନିଜ ନିଜ ପାଇଁ ଗ୍ରହଣ କଲକ୍ସ୍ଟ।

ଦିତୀୟ ବିବରଣ 13:16
ଆଉ ତୁମ୍ଭମାନେେ ତହିଁର ଲକ୍ସ୍ଟଟିତ ଦ୍ରବ୍ଯ ସବୁ ନଗର ମଧିଅରେ ସଂଗ୍ରହ କର ଓ ନଇୟୋଅ, ସହେି ନଗରକକ୍ସ୍ଟ ସେଥି ମଧିଅରେ ଥିବା ସମସ୍ତ ସାମଗ୍ରିକକ୍ସ୍ଟ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଦଗ୍ଧ କର । ସହେି ସହର ସବୁ ଦିନ ପାଇଁ ଧ୍ବଂସ ହବୋ ଉଚିତ୍। ଆଉ ଏହା ପୂନଃନିର୍ମିତ ହବୋ ଉଚିତ୍ ନକ୍ସ୍ଟ ହେଁ।

ଦିତୀୟ ବିବରଣ 20:14
କିନ୍ତୁ ସ୍ତ୍ର, ପିଲା, ଗାଈଗୋରୁ ଓ ସମସ୍ତ ଦ୍ରବ୍ଯ ତକ୍ସ୍ଟମ୍ଭ ନିଜ ପାଇଁ ନଇୟୋଅ। ତୁମ୍ଭେ ଯାହା ବ୍ଯବହାର କରିବାକୁ ଗ୍ଭହିଁ ତୁମ୍ଭର ନବୋ ଓ ବ୍ଯବହାର କରିବା ଉଚିତ୍। ଏହି ସବୁ ଜିନିଷ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯୁଦ୍ଧରୁ ପ୍ରାପ୍ଯ ଦ୍ରବ୍ଯ ରୂପେ ଦଇେଛନ୍ତି।

Occurences : 73

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்