Base Word
שֶׁלֶט
Short Definitionprobably a shield (as controlling, i.e., protecting the person)
Long Definitionshield
Derivationfrom H7980
International Phonetic Alphabetʃɛˈlɛt̪’
IPA modʃɛˈlɛt
Syllablešeleṭ
Dictionsheh-LET
Diction Modsheh-LET
Usageshield
Part of speechn-m

ଦିତୀୟ ଶାମୁୟେଲ 8:7
ଦାଉଦ ହଦଦଷେର ଅଧିକାରୀମାନଙ୍କ ପାଖ ରେ ଥିବା ସକ୍ସ୍ଟବର୍ଣ୍ଣ ଢାଲଗକ୍ସ୍ଟଡିକ ଛଡାଇ ଆଣିଲେ। ଦାଉଦ ସହେି ସକ୍ସ୍ଟବର୍ଣ୍ଣ ଢାଲଗକ୍ସ୍ଟଡିକ ଯିରୁଶାଲମକୁ ନଇେ ଆସିଲେ।

ଦିତୀୟ ରାଜାବଳୀ 11:10
ଦାଉଦ ରାଜା ଯେଉଁସବୁ ବର୍ଚ୍ଛା ଓ ଢାଲ ସଦାପ୍ରଭୁଙ୍କ ମନ୍ଦିର ରେ ରଖିଥିଲେ, ଯାଜକ ସେସବୁ କାଢି ସମାନଙ୍କେୁ ଦଇେ ଦେଲେ।

ପ୍ରଥମ ବଂଶାବଳୀ 18:7
ଦାଉଦ ହଦ ରଷେରଙ୍କ ସନୋପତିମାନଙ୍କଠାରୁ ସୁବର୍ଣ୍ଣ ଢ଼ାଲଗୁଡ଼ିକ ନଇଗେଲେ ଓ ସଗେୁଡ଼ିକୁ ୟିରୁଶାଲମକୁ ଆଣିଲେ।

ଦିତୀୟ ବଂଶାବଳୀ 23:9
ଯିହାୟୋଦାରଦା ଯାଜକ ଉଚ୍ଚାଧିକାରୀମାନଙ୍କୁ ରାଜା ଦାଉଦଙ୍କ ବର୍ଚ୍ଛାସବୁ ଓ ବୃହତ୍ ତଥା କ୍ଷୁଦ୍ର ଢ଼ାଲଗୁଡ଼ିକ ଦେଲେ। ପରମେଶ୍ବରଙ୍କ ମନ୍ଦିର ରେ ସହେି ଅସ୍ତ୍ରଗୁଡ଼ିକ ରଖାୟାଇଥିଲା।

ପରମଗୀତ 4:4
ତୁମ୍ଭର ବକେ ସହେି ଦୁର୍ଗ ପରି ଯାହାକି ଦାଉଦଙ୍କର ଅସ୍ତ୍ରାଗାର ଧାରଣ କରିଥିଲା। ସହେି ଦୁର୍ଗ ମଧିଅରେ ଏକ ସହସ୍ର ଚର୍ମ ବୀରଗଣର ସକଳ ଢାଲ ଟଙ୍ଗା ୟାଇଥିଲା।

ଯିରିମିୟ 51:11
ତୁମ୍ଭମାନେ ବାଣ ତୀକ୍ଷ୍ଣ କର, ଦୃଢ଼କରି ଢ଼ାଲ ଧର। ସଦାପ୍ରଭୁ ମାଦିଯ ରାଜଗଣର ମନ ଉତ୍ତଜେିତ କରିଅଛନ୍ତି। କାରଣ ବାବିଲକୁ ନଷ୍ଟ କରିବାକୁ ସେ ସଂକଳ୍ପ କରିଅଛନ୍ତି। ଯେ ହତେୁ ବାବିଲର ସୈନ୍ଯମାନେ ସଦାପ୍ରଭୁଙ୍କ ମନ୍ଦିର ଧ୍ବଂସ କରିଛନ୍ତି। ସେଥିପାଇଁ ସେ ପ୍ରତିଶାଧେ ସ୍ବରୂପ ତାକୁ ଦଣ୍ଡ ଦବେେ।

ଯିହିଜିକଲ 27:11
ଅର୍ବଦ ଓ ସିଲିସିଆରରୁ ତୁମ୍ଭ ସନୋ ସଙ୍ଗ ରେ ଥିଲେ, କେଉଁମାନେ ଚାରିଆଡ଼େ ତୁମ୍ଭ ସହରର ପ୍ରାଚୀରଗୁଡ଼ିକୁ ପ୍ରହାରକକାରୀମାନଙ୍କ ପରି ଠିଆ ହେଲେ ଓ ଗମଦର ଯୋଦ୍ଧାମାନେ ତୁମ୍ଭର ସବୁ ଗଡ଼ ଉପ ରେ ଥିଲେ। ସମାନେେ ତୁମ୍ଭ ପ୍ରାଚୀରଗୁଡ଼ିକର ଉପ ରେ ନିଜ ନିଜ ଢ଼ାଲ ଟଙ୍ଗାଇଲେ ଏବଂ ସମାନେେ ତୁମ୍ଭ ସୌନ୍ଦର୍ୟ୍ଯ ସିଦ୍ଧ କଲେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்