Base Word
שֶׁלַח
Short Definitiona missile of attack, i.e., spear; also (figuratively) a shoot of growth; i.e., branch
Long Definitionweapon, missile, sprout
Derivationfrom H7971
International Phonetic Alphabetʃɛˈlɑħ
IPA modʃɛˈlɑχ
Syllablešelaḥ
Dictionsheh-LA
Diction Modsheh-LAHK
Usagedart, plant, × put off, sword, weapon
Part of speechn-m

ଦିତୀୟ ବଂଶାବଳୀ 23:10
ଏହାପରେ ଯିହାୟୋଦାରଦା ଲୋକମାନଙ୍କୁ କେଉଁଠା ରେ ଛିଡ଼ା ହବୋକୁ ପଡ଼ିବ, ତାହା କହିଲେ। ପ୍ରେତ୍ୟକକ ବ୍ଯକ୍ତି ତାହାର ଅସ୍ତ୍ରକୁ ନିଜ ହସ୍ତ ରେ ଧରିଲା। ମନ୍ଦିରର ଦକ୍ଷିଣ ପାଶର୍‌ବରୁ ମନ୍ଦିରର ବାମପାଶର୍‌ବ ୟାଏଁ ଲୋକମାନେ ଠିଆ ହାଇେ ରହିଲେ। ସମାନେେ ୟଜ୍ଞବଦେୀ ନିକଟରେ, ମନ୍ଦିର ନିକଟରେ ଓ ରାଜାଙ୍କ ନିକଟରେ ଠିଆ ହାଇେ ରହିଲେ।

ଦିତୀୟ ବଂଶାବଳୀ 32:5
ହିଜକିଯ ୟିରୁଶାଲମକୁ ଆହୁରି ଦୃଢ଼ କଲେ। ସେ ତାହା ଏହି ପ୍ରକାର କଲେ ; ସେ ପ୍ରାଚୀରର ଉଚ୍ଚସ୍ଥାନ ସବୁ ପୁନଃନିର୍ମାଣ କଲେ। ସେ ପ୍ରାଚୀର ଉପରେ ଦୁର୍ଗ ନିର୍ମାଣ କଲେ। ସେ ପ୍ରଥମ ପ୍ରାଚୀରର ବାହ୍ଯ ଭାଗ ରେ ଆଉ ଏକ ପ୍ରାଚୀର ନିର୍ମାଣ କଲେ। ସେ ୟିରୁଶାଲମ ପ୍ରାଚୀନ ଅଂଶର ପୂର୍ବକୁ ଏକ ଶକ୍ତିଶାଳୀ ସ୍ଥାନ ପୁନଃନିର୍ମାଣ କଲେ। ସେ ଅନକେ ଅସ୍ତ୍ର ଓ ଢ଼ାଲମାନ ନିର୍ମାଣ କଲେ।

ନିହିମିୟା 4:17
ଯେଉଁମାନେ ପ୍ରାଚୀର ଗଢିଲେ ଓ ଯେଉଁମାନେ ଭାର ବୋହିଲେ, ପ୍ରେତ୍ୟକକ ଜଣ ଏକ ହସ୍ତ ରେ କର୍ମ କଲେ ଓ ଅନ୍ୟ ହସ୍ତ ରେ ଅସ୍ତ୍ର ଧରିଲେ।

ନିହିମିୟା 4:23
ଏହିପରି ମୁଁ କି ମାରେ ଭାଇମାନେ କି ମାରେ ଦାସମାନେ କିଅବା ମାେ ପଶ୍ଚାଦବର୍ତ୍ତୀ ପ୍ରହରୀମାନେ କହେି ଆପଣା ଦହରେୁ ବସ୍ତ୍ର କାଢିଲେ ନାହିଁ। ପ୍ରେତ୍ୟକକ ଲୋକର ତା ପାଖ ରେ ସର୍ବଦା ଅସ୍ତ୍ର ରଖିଲେ।

ଆୟୁବ ପୁସ୍ତକ 33:18
ପରମେଶ୍ବର ଲୋକମାନଙ୍କୁ ଚତାବେନୀ ଦିଅନ୍ତି ଯାହା ଫଳ ରେ ସେ ତା'ର ପ୍ରାଣକୁ ମୃତ୍ଯୁ ଗର୍ତ୍ତରୁ ରକ୍ଷା କରନ୍ତି। ପରମେଶ୍ବର ଏହା କରନ୍ତି ଖଡ୍ଗ ମୁଖରୁ ଆମ୍ଭକୁ ରକ୍ଷା କରିବା ପାଇଁ।

ଆୟୁବ ପୁସ୍ତକ 36:12
ଯଦି ସହେି ଲୋକମାନେ ପରମେଶ୍ବରଙ୍କ ଆଦେଶ ମାନିବାକୁ ମନା କରନ୍ତି, ତା' ହେଲେ ସମାନେେ ଧ୍ବଂସ ହବେେ। ସମାନେେ ମୂର୍ଖଙ୍କ ଭଳି ମରିବେ।

ପରମଗୀତ 4:13
ତୁମ୍ଭର ଚାରାଗଛଗୁଡ଼ିକ ପ୍ରାଙ୍ଗଣ ରେ ବହୁମୂଲ୍ଯ ଡ଼ାଳିମ୍ବ ବୃକ୍ଷ ତୁଲ୍ଯ। ସଠାେ ରେ ହନୋ ଚାରାଗଛ ଅଛି।

ଯୋୟେଲ 2:8
ସମାନେେ ପରସ୍ପରକୁ ଠଲନ୍େତି ନାହିଁ। ପ୍ରେତ୍ୟକକ ନିଜ ପଥରେ ଅଗ୍ରସର ହୁଅନ୍ତି। ଯଦି ଜଣେ ଅନ୍ୟ ଜଣଙ୍କୁ ଆଘାତ କରେ ଓ ସେ ଖସିପଡେ, ତବେେ ଅନ୍ୟ ଜଣକ ସହେି ପଥରେ ଅଗ୍ରସର ହୁଏ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்