Base Word
שִׁיחוֹר
Short DefinitionShichor, a stream of Egypt
Long Definitiona river or canal on east border of Egypt and a branch of the Nile
Derivationor שִׁחוֹר; or שִׁחֹר; probably from H7835; dark, i.e., turbid
International Phonetic Alphabetʃɪi̯ˈħor
IPA modʃiːˈχo̞wʁ
Syllablešîḥôr
Dictionshee-HORE
Diction Modshee-HORE
UsageShihor, Sihor
Part of speechn-pr-f

ଯିହୋଶୂୟ 13:3
ଶୀହାରଠାେରକ୍ସ୍ଟ ମିଶରର ସୀମାବର୍ତ୍ତୀ ଇକ୍ରୋଣ ଓ ତା'ର ଉତ୍ତରାଞ୍ଚଳକକ୍ସ୍ଟ ବର୍ତ୍ତମାନ ପର୍ୟ୍ଯନ୍ତ ତୁମ୍ଭେ ନିଯନ୍ତ୍ରଣକକ୍ସ୍ଟ ନଇନୋହିଁ। ବର୍ତ୍ତମାନ ସକ୍ସ୍ଟଦ୍ଧା ସହେି ଦେଶ କିଣାନୀଯମାନଙ୍କର ଅଟେ। ଏହି ପାଞ୍ଚଜଣଙ୍କକ୍ସ୍ଟ ଯଥା: ଗାଜା, ଅସଦୋଦ୍, ଅସ୍କିଲୋନ, ଗାତ୍ ଓ ଇକ୍ରୋଣର ନେତାଗଣଙ୍କକ୍ସ୍ଟ ତକ୍ସ୍ଟମ୍ଭଙ୍କକ୍ସ୍ଟ ପରାସ୍ତ କରିବାକୁ ହବେ।

ପ୍ରଥମ ବଂଶାବଳୀ 13:5
ତେଣୁ ଦାଉଦ ମିଶରର ଶିଯୋରନଦୀଠାରୁ ହମାତର ସହର ପର୍ୟ୍ଯନ୍ତ ଇଶ୍ରାୟେଲର ଲୋକମାନଙ୍କୁ ଏକତ୍ର କଲେ। ସମାନେେ କିରିଯତ୍-ୟିଯାରୀମ ସହରରୁ ନିଯମସିନ୍ଦୁକ ଫରୋଇ ଆଣିବା ନିମନ୍ତେ ଏକତ୍ର ହେଲେ।

ଯିଶାଇୟ 23:3
ସହେି ଲୋକମାନେ ଶସ୍ଯ ଖାଜେି ସମୁଦ୍ର ଆକ୍ରମଣ କଲେ। ସୋରର ସହେି ବଣିକଗଣ ନୀଳନଦୀର ଶସ୍ଯ କିଣିଲେ ଓ ଅନ୍ୟ ଦେଶ ରେ ବିକ୍ରଯ କଲେ।

ଯିରିମିୟ 2:18
ଆଉ ଏବେ ଶୀହାରରେ ଜଳପାନ କରିବାକୁ ତୁମ୍ଭେ ମିଶରର ପଥରେ କାହିଁକି ଯାଉଅଛ ? ଅଥବା ଫରାତ୍ ନଦୀର ଜଳପାନ ନିମନ୍ତେ ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ ?

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்