Base Word
שִׂיחַ
Short Definitiona contemplation; by implication, an utterance
Long Definitionmeditation, complaint, musing
Derivationfrom H7878
International Phonetic Alphabetˈɬɪi̯.ɑħ
IPA modˈsiː.ɑχ
Syllableśîaḥ
DictionSEE-ah
Diction ModSEE-ak
Usagebabbling, communication, complaint, meditation, prayer, talk
Part of speechn-m

ପ୍ରଥମ ଶାମୁୟେଲ 1:16
ଆପଣା ଦାସୀକକ୍ସ୍ଟ କକ୍ସ୍ଟଚରିତ୍ର ଭାବ ନାହିଁ। ମୁ ଆପଣା ଚିନ୍ତା ଓ ସମସ୍ଯାକକ୍ସ୍ଟ ସଦାପ୍ରଭୁଙ୍କ ନିକଟରେ ଜଣାଉଥିଲି। କାରଣ ମାରେଅନକେ ସମସ୍ଯା ଅଛି ଏବଂ ମୁ ଅତ୍ଯନ୍ତ ଦକ୍ସ୍ଟଃଖିତ।

ପ୍ରଥମ ରାଜାବଳୀ 18:27
ଏଲିଯ ସମାନଙ୍କେୁ ପରିହାସ କରି କହିଲେ, ଯଦି ବାଲ୍ ସତ୍ଯ ଦବେତା, ତବେେ ଉଚ୍ଚସ୍ବର ରେ ଡାକ, ସେ ହୁଏତ ଧ୍ଯାନ କରୁଥିବ କିମ୍ବା ବାହାରକୁ ୟାଇଥିବ, କିମ୍ବା ୟାତ୍ରା କରୁଥିବ, ଅବା ସେ ନିଦ୍ରିତ ଥିବ, ଏଣୁ ତାକୁ ଜାଗ୍ରତ କରିବାକୁ ଉଚ୍ଚସ୍ବର ରେ ଡାକ।

ଦିତୀୟ ରାଜାବଳୀ 9:11
ଅନନ୍ତର ଯହେୂ ଯେତବେେଳେ ତାଙ୍କର ପ୍ରଭୁର ରାଜା ଅଧିକାରୀମାନଙ୍କ ନିକଟକୁ ଫରେିଲେ। ସମାନଙ୍କେ ମଧ୍ଯରୁ ଜଣେ ଯହେୂଙ୍କୁ ପଚାରିଲେ, ସବୁ ମଙ୍ଗଳ ତ? ସହେି ପାଗଳ ଲୋକ କାହିଁକି ତୁମ୍ଭକୁ ମିଶିବାକୁ ଆସିଲା? ଯହେୂ ସବେକକୁ କହିଲେ, ସେ ଲୋକକୁ ଓ ତା'ର ବାତୁଳ ସବୁ ତୁମ୍ଭେ ଜାଣ, ସେ କହନ୍ତି।

ଆୟୁବ ପୁସ୍ତକ 7:13
ଯଦି ମୁଁ କ ହେ ମାରେ ବିଛଣା ମାେତେ ଆନନ୍ଦ ଆଣି ଦବୋ ଉଚିତ୍। ମାରେ ବିଛଣା ମାେତେ ବିଶ୍ରାମ ଓ ଶାନ୍ତି ଆଣି ଦବୋ ଉଚିତ୍।

ଆୟୁବ ପୁସ୍ତକ 9:27
ମୁଁ ଯଦି କ ହେ, 'ମୁଁ ଅଭିଯୋଗ କରିବି ନାହିଁ, ମୁଁ ମାରେ ୟନ୍ତ୍ରଣା ଭୁଲି ୟିବି। ମାେ ମୁହଁ ରେ ହସ ଫୁଟାଇବି।'

ଆୟୁବ ପୁସ୍ତକ 10:1
ମୁଁ ମାରେ ନିଜର ପ୍ରାଣକୁ ଘୃଣା କରେ ତେଣୁ ମୁଁ ସ୍ବଚ୍ଛନ୍ଦ ରେ ମାରେ ଅଭିଯୋଗ କରିବି। ମାରେ ଆତ୍ମା ତିକ୍ତ ହାଇେ ଗଲାଣି। ତେଣୁ ବର୍ତ୍ତମାନ ମୁଁ କହିପାରିବି।

ଆୟୁବ ପୁସ୍ତକ 21:4
ମୁଁ ଲୋକମାନଙ୍କ ବିରୁଦ୍ଧ ରେ ଅଭିଯୋଗ କରୁ ନାହିଁ। ଏହାର ମଧ୍ଯ ଏକ ନିର୍ଦ୍ଦିଷ୍ଟ କାରଣ ଅଛି କାହିଁକି ମୁଁ ର୍ଧୈୟ୍ଯ ଧରିପାରୁ ନାହିଁ।

ଆୟୁବ ପୁସ୍ତକ 23:2
ମୁଁ ଆଜି ବି ଅଭିଯୋଗ କରୁଛି କାରଣ ମୁଁ ଆଜିବି କଷ୍ଟ ପାଉଛି।

ଗୀତସଂହିତା 55:2
ଦୟାକରି ମାରେ କଥା ଶୁଣ ଓ ମାେତେ ଉତ୍ତର ଦିଅ। ମାେତେ ତୁମ୍ଭକୁ କହିବାକୁ ଦିଅ ଏବଂ ତୁମ୍ଭଙ୍କୁ କହିବି, ୟାହା ମାେତେ ବ୍ଯତିବ୍ଯସ୍ତ କରେ।

ଗୀତସଂହିତା 64:1
ହେ ପରମେଶ୍ବର, ମାହେର ଅଭିଯୋଗ ଶୁଣ। ମାେ ଶତ୍ରୁମାନେ ମାେତେ ଭୟଭୀତ କରିଛନ୍ତି। ସମାନଙ୍କେଠାରୁ ମାରେ ଜୀବନ ରକ୍ଷା କର।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்