Base Word
שַׁחַק
Short Definitiona powder (as beaten small); by analogy, a thin vapor; by extension, the firmament
Long Definitiondust, cloud
Derivationfrom H7833
International Phonetic Alphabetʃɑˈħɑk’
IPA modʃɑˈχɑk
Syllablešaḥaq
Dictionsha-HAHK
Diction Modsha-HAHK
Usagecloud, small dust, heaven, sky
Part of speechn-m

ଦିତୀୟ ବିବରଣ 33:26
ହେ ୟିଶକ୍ସ୍ଟରକ୍ସ୍ଟଣ, ପରମେଶ୍ବରଙ୍କ ପରି ଆଉ କହେି ନାହିଁ। ସେ ତୁମ୍ଭକୁ ସାହାୟ୍ଯ କରିବା ପାଇଁ ଆକାଶ ରେ ଭ୍ରମଣ କରନ୍ତି। ତାଙ୍କର ମହିମା ବାଦଲ ଉପରେ ଆରୋହଣ କରେ।

ଦିତୀୟ ଶାମୁୟେଲ 22:12
ସଦାପ୍ରଭୁ କଳା, ଘନ ବାଦଲ ଖଣ୍ତ ଭିତ ରେ ଲକ୍ସ୍ଟଚି ଗଲେ, ସତେ ଯମେିତି ଏକ ତମ୍ବୁ ଭିତ ରେ ଲକ୍ସ୍ଟଚି ରହିଲେ। ସେ ଘନ ବିଜକ୍ସ୍ଟଳି ୟକ୍ସ୍ଟକ୍ତ ମେଘ ଭିତ ରେ ଲକ୍ସ୍ଟଚି ଗଲେ।

ଆୟୁବ ପୁସ୍ତକ 35:5
ଆୟୁବ, ଆକାଶକୁ ଦେଖ। ମେଘମାଳାକୁ ଲକ୍ଷ୍ଯ କର, ସେ ସବୁ ତୁମ୍ଭଠାରୁ ବହୁ ଉର୍ଦ୍ଧ୍ବ ରେ ଅବସ୍ଥିତ।

ଆୟୁବ ପୁସ୍ତକ 36:28
ତେଣୁ ବାଦଲ ଖଣ୍ଡ ଜଳ ବୃଷ୍ଟି କରନ୍ତି। ତା' ଫଳ ରେ ବର୍ଷାଜଳ ଅନକେ ଲୋକଙ୍କ ଉପରେ ପଡ଼େ।

ଆୟୁବ ପୁସ୍ତକ 37:18
ଆୟୁବ, ତୁମ୍ଭେ କ'ଣ ଆକାଶ ମଣ୍ଡଳ ବିସ୍ତାର କରିବା ପାଇଁ ପରମେଶ୍ବରଙ୍କୁ ସାହାୟ୍ଯ କରିପାରିବ ଏବଂ ମାର୍ଜିତ ପିତଳ ପରି ଚକ୍ଚକ୍ କରିପାରିବ।

ଆୟୁବ ପୁସ୍ତକ 37:21
କହେି ସୂର୍ୟ୍ଯଙ୍କୁ ଚାହିଁ ପାରିବେ ନାହିଁ। ଏହାର ଉଜ୍ଜଳ କିରଣ ଆକାଶ ରେ ଝଲମଲ କରେ, ଯେତବେେଳେ ବାଦଲ ସବୁ ବାଯୁଦ୍ବାରା ଅପସରି ୟାଏ।

ଆୟୁବ ପୁସ୍ତକ 38:37
ଏପରି କିଏ ବୁଦ୍ଧିମାନ ଅଛି, ୟିଏ ମେଘକୁ ଗଣିପା ରେ ଏବଂ କିଏ ତାଙ୍କୁ ବକ୍ସିସ ଦଇେ ତାଙ୍କ ବୃଷ୍ଟି ଢ଼ାଳି ଦବେ।

ଗୀତସଂହିତା 18:11
ପରମେଶ୍ବର କଳା, ଘନ ବାଦଲଖଣ୍ଡ ଭିତରେ ଲୁଚି ଗଲେ। ସତେ ୟମେିତି ଏକ ଘନ ଅନ୍ଧକାର ଏକ ତମ୍ବୁ ଭିତରେ ଲୁଚି ରହିଲେ। ସେ ଘନ ବିଜୁଳିୟୁକ୍ତ ମେଘ ଖଣ୍ଡ ଭିତରେ ଲୁଚି ଗଲେ।

ଗୀତସଂହିତା 36:5
ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଆକାଶଠାରୁ ମହୀଯାନ୍। ତୁମ୍ଭର ବିଶ୍ବସ୍ତତା ଆକାଶର ବାଦଲଠାରୁ ଗରୀଯାନ୍।

ଗୀତସଂହିତା 57:10
ତୁମ୍ଭର ପ୍ରମେ ଆକାଶ ପରି ଉଚ୍ଚ। ତୁମ୍ଭର ବିଶ୍ବସନୀଯତା ମେଘମାଳାକୁ ସ୍ପର୍ଶ କରୁଛି।

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்