Base Word
שָׂחַק
Short Definitionto laugh (in pleasure or detraction); by implication, to play
Long Definitionto laugh, play, mock
Derivationa primitive root
International Phonetic Alphabetɬɔːˈħɑk’
IPA modsɑːˈχɑk
Syllableśāḥaq
Dictionsaw-HAHK
Diction Modsa-HAHK
Usagederide, have in derision, laugh, make merry, mock(-er), play, rejoice, (laugh to) scorn, be in (make) sport
Part of speechv

ବିଚାରକର୍ତାମାନଙ୍କ ବିବରଣ 16:25
ଅତି ଆନନ୍ଦିତ ହାଇେ ସମାନେେ କହିଲେ, ଶାମ୍ଶାେନ୍ଙ୍କକ୍ସ୍ଟ ତା'ର କୋଠରୀକକ୍ସ୍ଟ ଆଣ, ସେ ଆମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ କୌତକ୍ସ୍ଟକ କରିବ। ତେଣୁ ସମାନେେ ଶାମ୍ଶାେନ୍ଙ୍କକ୍ସ୍ଟ କାରାଗାରରକ୍ସ୍ଟ ବାହାରକକ୍ସ୍ଟ ଆଣିଲେ। ସେ ସମାନଙ୍କେ ଆଗ ରେ ତାହା କଲା ଓ ସମାନେେ ତା'ର ପରିହାସ କଲେ। ଆଉ ସମାନେେ ତାକକ୍ସ୍ଟ ଦାଗୋନ୍ ମନ୍ଦିରର ଦକ୍ସ୍ଟଇ ସ୍ତମ୍ଭ ମଧିଅରେ ଠିଆ କରାଇଲେ।

ବିଚାରକର୍ତାମାନଙ୍କ ବିବରଣ 16:27
ସହେି ମନ୍ଦିର ନରନାରୀମାନଙ୍କ ସହିତ ଭରପକ୍ସ୍ଟର ଥିଲା ପଲେଷ୍ଟୀୟମାନଙ୍କର ସମସ୍ତ ଅଧିପତି ସଠାେରେ ଉପସ୍ଥିତ ଥିଲେ। ମନ୍ଦିରର ଛାତ ଉପରେ ପ୍ରାଯ ନରନାରୀ ତିନି ହଜାର ଛିଡା ହାଇଗେଲେ। ସମାନେେ ଶାମ୍ଶାେନ୍ଙ୍କକ୍ସ୍ଟ ଉପହାସ କରୁଥିଲେ।

ପ୍ରଥମ ଶାମୁୟେଲ 18:7
ଆଉ ସହେି ସ୍ତ୍ରୀମାନେ ନୃତ୍ଯ କରୁକରୁ ଗାଇଲେ,

ଦିତୀୟ ଶାମୁୟେଲ 2:14
ଅବ୍ନର ଯୋୟାବକକ୍ସ୍ଟ କହିଲେ, ୟକ୍ସ୍ଟବକ ସୈନ୍ଯମାନେ ଆମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ପ୍ରତିୟୋଗିତା କରନ୍ତକ୍ସ୍ଟ।

ଦିତୀୟ ଶାମୁୟେଲ 6:5
ଦାଉଦ ଓ ଇଶ୍ରାୟେଲର ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ଆଗ ରେ ଦବଦୋରକ୍ସ୍ଟ କାଠ ରେ ତିଆରି ନାନା ପ୍ରକାର ବାଦ୍ଯୟନ୍ତ୍ର ବୀଣା ଓ ନବେଲ ଓ ଦାରା, ମନ୍ଦିରା ଓ କରତାଳି ବଜାଇ ନିଚକ୍ସ୍ଟ ଥିଲେ।

ଦିତୀୟ ଶାମୁୟେଲ 6:21
ତା'ପରେ ଦାଉଦ ମୀଖଲକକ୍ସ୍ଟ କହିଲେ, ତାହାତ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ହେଲା। ସତେ ତକ୍ସ୍ଟମ୍ଭ ପିତା ଓ ତାଙ୍କର ସମସ୍ତ ବଂଶ ଅପେକ୍ଷା ସଦାପ୍ରଭୁଙ୍କ ଲୋକ ଇଶ୍ରାୟେଲ ଉପରେ ଅଗ୍ରଣୀ ରୂପେ ନିୟକ୍ସ୍ଟକ୍ତି କରିବାକୁ ମାେତେ ମନୋନୀତ କରିଛନ୍ତି। ଏହି ହତେକ୍ସ୍ଟ ମୁ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଆନନ୍ଦ କରିବି।

ପ୍ରଥମ ବଂଶାବଳୀ 13:8
ଦାଉଦ ଓ ଇଶ୍ରାୟେଲ ସମସ୍ତ ଲୋକ ପରମେଶ୍ବରଙ୍କ ସମ୍ମୁଖ ରେ ଆନନ୍ଦ ଉତ୍ସବ କରୁଥିଲେ। ସମାନେେ ପରମେଶ୍ବରଙ୍କ ପ୍ରଶଂସା କରୁଥିଲେ ଓ ସଂଗୀତମାନ ଗାନ କରୁଥିଲେ। ସମାନେେ ବୀଣା, ସାରଙ୍ଗ, ଢ଼ୋଲ, ଗିନି ଓ ତୂରୀ ବାଦ୍ଯସବୁ ବଜାଇଲେ।

ପ୍ରଥମ ବଂଶାବଳୀ 15:29
ନିଯମସିନ୍ଦୁକ ଯେତବେେଳେ ଦାଉଦଙ୍କ ନଗର ରେ ପହଞ୍ଚିଲା, ମୀଖଲ୍ ଏକ ଝରକା ଦଇେ ଅନାଇଲେ। ମୀଖଲ୍ ଶାଉଲଙ୍କ ଝିଅ ଥିଲେ। ସେ ଦେଖିଲେ ଯେ, ରାଜା ଦାଉଦ ନୃତ୍ଯ ଓ ଆନନ୍ଦ କରୁଅଛନ୍ତି। ସେ ହୃଦଯ ରେ ତାଙ୍କୁ ଘୃଣା କଲେ। ସେ ଭାବିଲେ, ଦାଉଦ ଏକ ମୂର୍ଖ ପରି ଆଚରଣ କରୁଅଛନ୍ତି।

ଦିତୀୟ ବଂଶାବଳୀ 30:10
ବାର୍ତ୍ତାବାହକମାନେ ଇଫ୍ରଯିମ ଓ ମନଃଶି ଅଞ୍ଚଳର ପ୍ରେତ୍ୟକକ ସହରକୁ ଗଲେ। ସମାନେେ ସବୂଲୂନ୍ର ଅଞ୍ଚଳ ପର୍ୟ୍ଯନ୍ତ ମଧ୍ଯ ଗଲେ। କିନ୍ତୁ ଲୋକମାନେ ବାର୍ତ୍ତାବାହକମାନଙ୍କ ପ୍ରତି ଅଟ୍ଟହାସ୍ଯ ଓ ବିଦ୍ରୁପ କଲେ।

ଆୟୁବ ପୁସ୍ତକ 5:22
ବିନାଶ ଓ ଦୁର୍ଭିକ୍ଷ ପ୍ରତି ତୁମ୍ଭେ ହସିପାର। ତୁମ୍ଭେ ବଣୁଆ ହିଂସ୍ର ଜନ୍ତୁକୁ ଭୟ କର ନାହିଁ।

Occurences : 36

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்