Base Word
אָרַר
Short Definitionto execrate
Long Definitionto curse
Derivationa primitive root
International Phonetic Alphabetʔɔːˈrɑr
IPA modʔɑːˈʁɑʁ
Syllableʾārar
Dictionaw-RAHR
Diction Modah-RAHR
Usage× bitterly curse
Part of speechv

ଆଦି ପୁସ୍ତକ 3:14
ସେଥିପାଇଁ ସଦାପ୍ରଭୁ ପରମେଶ୍ବର ସର୍ପକୁ କହିଲେ,

ଆଦି ପୁସ୍ତକ 3:17
ଏହାପର ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ କହିଲେ, ମୁଁ ତୁମ୍ଭକୁ ସହେି ବୃକ୍ଷର ଫଳ ନ ଖାଇବା ପାଇଁ ନିର୍ଦ୍ଦେଶ ଦଇେଥିଲି କିନ୍ତୁ ତୁମ୍ଭେ ତୁମ୍ଭର ସ୍ତ୍ରୀଙ୍କ କଥା ଶୁଣିଲ ଏବଂ ସହେି ଫଳ ଖାଇଲ। ତେଣୁ ତୁମ୍ଭ ଯୋଗୁଁ ଭୂମି ଶାପଗ୍ରସ୍ଥ ହେଲା, ତୁମ୍ଭେ ତୁମ୍ଭର ୟାବଜ୍ଜୀବନ କ୍ଲେଶ ରେ ତହିଁରୁ ଭକ୍ଷ କରିବ।

ଆଦି ପୁସ୍ତକ 4:11
ଭୂମିରେ ତୁମ୍ଭ ଭାଇର ରକ୍ତ ଢ଼ାଳିଲ। ସେଥିପାଇଁ ତୁମ୍ଭେ ଅଭିଶପ୍ତ ହେଲ ଏବଂ ତୁମ୍ଭକୁ ଭୂମିରୁ ବାହାର କରାୟିବ।

ଆଦି ପୁସ୍ତକ 5:29
ଲମେକ ତା'ର ନାମ ରଖିଲେ ନୋହ। ସେ କହିଲେ, ପରମେଶ୍ବରଙ୍କ ଦ୍ବାରା ଅଭିଶପ୍ତ ଭୂମିରେ ଆମ୍ଭର କଠିନ ପରିଶ୍ରମକୁ ଲାଘବ କରିବା ପାଇଁ, ସେ ଆମ୍ଭମାନଙ୍କୁ ସାନ୍ତ୍ବନା ଦବେ।

ଆଦି ପୁସ୍ତକ 9:25
ତେଣୁ ନୋହ କହିଲେ, କିଣାନ ଶାପଗ୍ରସ୍ଥ ହେଉ! ସେ ଆପଣା ଭାତୃଗଣର ଦାସାନୁଦାସ ହବେ।

ଆଦି ପୁସ୍ତକ 12:3
ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି ମୁଁ ସମାନଙ୍କେୁ ଆଶୀର୍ବାଦ କରିବି। ଏବଂ ୟିଏ ତୁମ୍ଭକୁ ଅଭିଶାପ ଦବେ ମୁଁ ସମାନଙ୍କେୁ ଅଭିଶାପ ଦବେି। ତୁମ୍ଭ ଠାରୁ ପୃଥିବୀର ସବୁବଂଶ ଆଶୀର୍ବାଦ ପାଇବେ।

ଆଦି ପୁସ୍ତକ 27:29
ସବୁ ଲୋକ ତୁମ୍ଭର ସବୋ କରନ୍ତୁ। ସବୁ ଜାତି ତୁମ୍ଭ ନିକଟରେ ମସ୍ତକ ଅବନତ କରନ୍ତୁ। ତୁମ୍ଭର ଭାଇ ଉପରେ ତୁମ୍ଭେ ଶାସନ କର। ତୁମ୍ଭର ମା'ର ସନ୍ତାନ ତୁମ୍ଭକୁ ମାନୁ।

ଆଦି ପୁସ୍ତକ 27:29
ସବୁ ଲୋକ ତୁମ୍ଭର ସବୋ କରନ୍ତୁ। ସବୁ ଜାତି ତୁମ୍ଭ ନିକଟରେ ମସ୍ତକ ଅବନତ କରନ୍ତୁ। ତୁମ୍ଭର ଭାଇ ଉପରେ ତୁମ୍ଭେ ଶାସନ କର। ତୁମ୍ଭର ମା'ର ସନ୍ତାନ ତୁମ୍ଭକୁ ମାନୁ।

ଆଦି ପୁସ୍ତକ 49:7
ସମାନଙ୍କେ କୋରଧ ଅଭିଶପ୍ତ ହେଉ। କାରଣ ତାହା ପ୍ରଚଣ୍ଡ ଥିଲା। ସମାନଙ୍କେ କୋପ ଅଭିଶପ୍ତ ହେଉ କାରଣ ତାହା ନିଷ୍ଠୁର ଥିଲା। ମୁଁ ଯାକୁବ ମଧିଅରେ ସମାନଙ୍କେୁ ବିଭାଗ କରିବି। ଏବଂ ଇଶ୍ରାୟେଲ ମଧିଅରେ ଛିନ୍ନ ଭିନ୍ନ କରିବି।

ଯାତ୍ରା ପୁସ୍ତକ 22:28
ତୁମ୍ଭେ କୌଣସି ଅବଜ୍ଞା କରିବ ନାହିଁ ଆପଣା ପରମେଶ୍ବରଙ୍କୁ। ଏବଂ ତୁମ୍ଭର କୌଣସି ଅଧକ୍ଷ୍ଯଙ୍କୁ ଶାପ ଦବେ ନାହିଁ।

Occurences : 63

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்