Base Word
שַׁוְעָה
Short Definitiona hallooing
Long Definitioncry for help
Derivationfeminine of H7773
International Phonetic Alphabetʃɑwˈʕɔː
IPA modʃɑvˈʕɑː
Syllablešawʿâ
Dictionsha-AW
Diction Modshahv-AH
Usagecrying
Part of speechn-f

ଯାତ୍ରା ପୁସ୍ତକ 2:23
ଦୀର୍ଘଦିନ ପରେ ସହେି ମିଶର ରେ ରାଜା ମୃତ୍ଯୁବରଣ କଲେ କିନ୍ତୁ ଇଶ୍ରାୟେଲଯମାନଙ୍କୁ ପୂର୍ବପରି କଠିନ ପରିଶ୍ରମ କରିବାକୁ ପଡିଲା। ସମାନେେ ଅନୁନଯ କଲେ ଏବଂ ପରମେଶ୍ବର ସମାନଙ୍କେର ଡାକ ଶୁଣିଲେ।

ପ୍ରଥମ ଶାମୁୟେଲ 5:12
ପକ୍ସ୍ଟଣି ଯେଉଁ ଲୋକମାନେ ମଲେ ନାହିଁ, ସମାନେେ ଅର୍ଶ ରୋଗ ରେ ପୀଡିତ ହେଲେ; ଆଉ ନଗରର ଆର୍ତ୍ତଦାନ ସ୍ବର୍ଗକକ୍ସ୍ଟ ଉଠିଲା।

ଦିତୀୟ ଶାମୁୟେଲ 22:7
ମୁ ଫାନ୍ଦ ରେ ପଡି ସହାୟତା ପାଇଁ ମୁ ସଦାପ୍ରଭୁଙ୍କୁ ଡାକିବାକକ୍ସ୍ଟ ଲାଗିଲି। ହଁ ମୁ ମାରେ ପରମେଶଓରଙ୍କୁ ଡାକିଲି, ସେ ଆପଣା ମନ୍ଦିର ରେ ଥାଇ ମାରେ ଡାକ ଶୁଣିଲେ। ସେ ମାରେ ଆର୍ତ୍ତାନାଦ ଶୁଣିବାକୁ ଲାଗିଲେ।

ଗୀତସଂହିତା 18:6
ସହେି ୟନ୍ତାରେ ପଡ଼ି ସହାୟତା ପାଇଁ ମୁଁ ସଦାପ୍ରଭୁଙ୍କୁ ଡ଼ାକିବାକୁ ଲାଗିଲି। ହଁ, ମୁଁ ମାରେ ପରମେଶ୍ବରଙ୍କୁ ଡ଼ାକିଲି, ସେ ଆପଣା ମନ୍ଦିରରେ ଥାଇ ମାେ ଡ଼ାକ ଶୁଣିଲେ। ସେ ମାରେ ସହାୟତା ପାଇଁ ଆର୍ତ୍ତନାଦ ଶୁଣିବାକୁ ପାଇଲେ।

ଗୀତସଂହିତା 34:15
ସଦାପ୍ରଭୁ ଉତ୍ତମ ବ୍ଯକ୍ତିମାନଙ୍କୁ ରକ୍ଷା କରନ୍ତି। ସେ ସମାନଙ୍କେର ପ୍ରାର୍ଥନା ଶୁଣନ୍ତି।

ଗୀତସଂହିତା 39:12
ହେ ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣ। ମୁଁ ୟାହା ରୋଦନ କରି ତୁମ୍ଭକୁ କହୁଛି, ତାହା ତୁମ୍ଭେ ଶୁଣ। ମାରେ ଲୋତକକୁ ଚାହଁ, ମୁଁ ଜଣେ ପଥିକ ୟିଏ କି ତୁମ୍ଭ ସହିତ ଜୀବନ କଟାଉଛି। ମାରେ ପୂର୍ବପୁରୁଷମାନଙ୍କ ପରି ମୁଁ ମଧ୍ଯ ଏଠାରେ ଅଳ୍ପଦିନ ବଞ୍ଚିବି।

ଗୀତସଂହିତା 40:1
ମୁଁ ସଦାପ୍ରଭୁଙ୍କୁ ଡ଼ାକିଲି, ସେ ମାରେ ଡ଼ାକ ଓ କ୍ରନ୍ଦନ ଧ୍ବନି ଶୁଣିଲେ।

ଗୀତସଂହିତା 102:1
ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ! ମାରେ ସାହାୟ୍ଯ ପାଇଁ କରୁଥିବା ପ୍ରାର୍ଥନା ଶୁଣ।

ଗୀତସଂହିତା 145:19
ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି। ସେ ସମାନଙ୍କେର ଗୁହାରି ଶୁଣନ୍ତି ଏବଂ ସମାନଙ୍କେୁ ରକ୍ଷା କରନ୍ତି।

ଯିରିମିୟ 8:19
ମାରେ ଲୋକମାନଙ୍କର ଅତି ଦୂର ଦେଶରୁ ଆସୁଥିବା ଆର୍ତ୍ତଚିତ୍କାର ଶୁଣ। ସମାନେେ କହନ୍ତି, ସଦାପ୍ରଭୁ କ'ଣ ସିୟୋନ ରେ ନାହାଁନ୍ତି ? ତହିଁର ରାଜା କ'ଣ ତହିଁ ମଧିଅରେ ନାହାଁନ୍ତି ? ମାତ୍ର ପରମେଶ୍ବର କହନ୍ତି, ସମାନେେ ନିଜର ଖାଦେିତ ପ୍ରତିମା ଓ ବିଦେଶୀଯ ଅସାର ବସ୍ତ୍ର ସମୂହଦ୍ବାରା ଆମ୍ଭକୁ ବିରକ୍ତ ଓ କ୍ରୋଧିତ କରିଛନ୍ତି।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்