Base Word
שָׁוָה
Short Definitionproperly, to level, i.e., equalize; figuratively, to resemble; by implication, to adjust (i.e., counterbalance, be suitable, compose, place, yield, etc.)
Long Definitionto agree with, be or become like, level, resemble
Derivationa primitive root
International Phonetic Alphabetʃɔːˈwɔː
IPA modʃɑːˈvɑː
Syllablešāwâ
Dictionshaw-WAW
Diction Modsha-VA
Usageavail, behave, bring forth, compare, countervail, (be, make) equal, lay, be (make) (a-)like, make plain, profit, reckon
Part of speechv
Base Word
שָׁוָה
Short Definitionproperly, to level, i.e., equalize; figuratively, to resemble; by implication, to adjust (i.e., counterbalance, be suitable, compose, place, yield, etc.)
Long Definitionto agree with, be or become like, level, resemble
Derivationa primitive root
International Phonetic Alphabetʃɔːˈwɔː
IPA modʃɑːˈvɑː
Syllablešāwâ
Dictionshaw-WAW
Diction Modsha-VA
Usageavail, behave, bring forth, compare, countervail, (be, make) equal, lay, be (make) (a-)like, make plain, profit, reckon
Part of speechv

ଦିତୀୟ ଶାମୁୟେଲ 22:34
ପରମେଶ୍ବର ମାେତେ ହରିଣୀଠାରକ୍ସ୍ଟ ଅଧିକ ବଗେ ରେ ଦୌଡିବାକକ୍ସ୍ଟ ସାହାୟ୍ଯ କରନ୍ତି। ସେ ମାେତେ ସ୍ଥଳ ରେ ସକ୍ସ୍ଟଦୃଢ କରନ୍ତି।

ଏଷ୍ଟର ବିବରଣ 3:8
ଏହାପରେ ହାମନ୍ ଅକ୍ଷଶ୍ବରେଶ ରାଜାକୁ କହିଲା, ଆପଣଙ୍କ ରାଜ୍ଯର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧିଅରେ ଛିନ୍ନଭିନ୍ନ ଓ ପୃଥକ୍କୃତ ଏକ ଦେଶୀଯ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କର ବ୍ଯବସ୍ଥାଠାରୁ ସମାନଙ୍କେ ବ୍ଯବସ୍ଥା ଭିନ୍ନ ସମାନେେ ମଧ୍ଯ ମହାରାଜାଙ୍କ ବ୍ଯବସ୍ଥା ମାନନ୍ତି ନାହିଁ। ଏଣୁ ସମାନଙ୍କେ ବ୍ଯବହାର ସହ୍ଯ କରିବା ମହାରାଜାଙ୍କର ଉଚିତ୍ ନୁହେଁ।

ଏଷ୍ଟର ବିବରଣ 5:13
କିନ୍ତୁ ମୁଁ ପ୍ରେତ୍ୟକକଥର ୟିହୁଦୀ ମର୍ଦ୍ଦଖଯକୁ ରାଜାଙ୍କ ଫାଟକରେ ବସିବାର ଦେଖେ, ଏହାସବୁ ମାରେକିଛି ଭଲ କରେ ନାହିଁ।

ଏଷ୍ଟର ବିବରଣ 7:4
କାରଣ ମୁଁ ଓ ମାହେର ଲୋକମାନେ ସଂହାରିତ, ହତ ଓ ବିନଷ୍ଟ ହବୋ ନିମନ୍ତେ ବୀକ୍ରି ହାଇେଅଛୁ। ଯଦି ଆମ୍ଭେ ମାତ୍ର କ୍ରିତଦାସ ରୂପେ ବିକ୍ରୀ ହାଇେଥାଆନ୍ତୁ ମୁଁ ନୀରବ ହାଇେ ରହିଥାନ୍ତି। ଯଦି ଏହା ରାଜାଙ୍କୁ ବିବ୍ରତ କଲାପରି ଆମ୍ଭର ଅସୁବିଧା ହାଇନେଥାନ୍ତା।

ଆୟୁବ ପୁସ୍ତକ 33:27
ତା'ପରେ ସହେି ବ୍ଯକ୍ତି ସମସ୍ତଙ୍କ ସମ୍ମୁଖ ରେ ସ୍ବୀକାର କରି କହିବ, 'ମୁଁ ପାପ କରିଛି। ମୁଁ ଭଲକୁ ମନ୍ଦ ରେ ପରିଣତ କରିଛି। କିନ୍ତୁ ପରମେଶ୍ବର ମାେତେ ଦଣ୍ଡ ଦଇେ ନାହାଁନ୍ତି ଯାହାର କି ମୁଁ ହକତାର ଥିଲି।

ଗୀତସଂହିତା 16:8
ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମାରେ ସମ୍ମୁଖରେ ରଖିଅଛି। ମୁଁ କବେେ ହେଲେ ତାଙ୍କର ଉପୟୁକ୍ତ ମାର୍ଗରୁ ବଞ୍ଚିତ ହବେି ନାହିଁ।

ଗୀତସଂହିତା 18:33
ପରମେଶ୍ବର ମାେତେ ହରିଣଠାରୁ ଅଧିକ ବଗରେେ ଦୌଡ଼ିବାକୁ ସାହାୟ୍ଯ କରନ୍ତି। ସେ ମାେତେ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି।

ଗୀତସଂହିତା 21:5
ସହେି ରାଜାଙ୍କୁ ତୁମ୍ଭେ ବିଜଯ ପ୍ରଦାନ କରିଛ ଓ ତାକୁ ଗୌରବରେ ମଣ୍ଡିତ କରିଛ। ତୁମ୍ଭେ ତାଙ୍କୁ ସମ୍ମାନ ଓ ପ୍ରଶଂସା ପ୍ରଦାନ କରିଛ ?

ଗୀତସଂହିତା 89:19
ତୁମ୍ଭେ ଆପଣା ଅନୁସରଣକାରୀଙ୍କୁ ଦର୍ଶନ ଦଇେ କହିଲ, ଆମ୍ଭେ ଏକ ୟୁବକ ତୁମ୍ଭ ମଧ୍ଯରୁ ମନୋନୀତ କରି ତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ମୁଖ୍ଯ ସ୍ଥାପିତ କଲୁ। ଆମ୍ଭେ ସହେି ସୈନିକକୁ ଶକ୍ତିଶାଳୀ କରି ଗଢ଼ି ତୋଳିଲୁ।

ଗୀତସଂହିତା 119:30
ମୁଁ ତୁମ୍ଭ ନିକଟରେ ବିଶ୍ବସ୍ତ ହବୋ ପାଇଁ ମନୋନୀତ ହାଇେଅଛି। ମୁଁ ଯତ୍ନ ସହକାରେ ତୁମ୍ଭର ନ୍ଯାଯପରାଯଣତାକୁ ଶିକ୍ଷା କରିବି।

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்