Base Word
שָׁגַע
Short Definitionto rave through insanity
Long Definitionto be mad
Derivationa primitive root
International Phonetic Alphabetʃɔːˈɡɑʕ
IPA modʃɑːˈɡɑʕ
Syllablešāgaʿ
Dictionshaw-ɡA
Diction Modsha-ɡA
Usage(be, play the) mad (man)
Part of speechv

ଦିତୀୟ ବିବରଣ 28:34
ତୁମ୍ଭେ ଯାହା ଦେଖିବ ତାହାରି ପାଇଁ ତୁମ୍ଭେ ଉନ୍ନତ ହବେ।

ପ୍ରଥମ ଶାମୁୟେଲ 21:14
ତେଣୁ ଦାଉଦ ନିଜର ବ୍ଯବହାର ବଦଳାଇ ଦେଲେ ଓ ସମାନଙ୍କେ ନିକଟରେ ଅତି ବାତକ୍ସ୍ଟଳ ପରି ଦଖାଇେ କବାଟକକ୍ସ୍ଟ ଆଞ୍ଚକ୍ସ୍ଟଡିଲେ ଓ ତାଙ୍କର ଲାଳ ଦାଢି ବାଟେ ମଧ୍ଯ ବହିବାକକ୍ସ୍ଟ ଲାଗିଲା।

ପ୍ରଥମ ଶାମୁୟେଲ 21:15
ଆଖୀଶ ଦାସମାନଙ୍କୁ କହିଲେ, ଏ ଲୋକଟିକକ୍ସ୍ଟ ଦେଖ, ସେ ଗୋଟିଏ ବାଗ୍ଭଳ; କାହିଁକି ତୁମ୍ଭମାନେେ ତାକକ୍ସ୍ଟ ମାେ ପାଖକକ୍ସ୍ଟ ଆଣିଲ। ସେ କହିଲେ, ମାରେ ବହକ୍ସ୍ଟତ ବାତକ୍ସ୍ଟଳ ଲୋକ ଏଠା ରେ ଅଛନ୍ତି। ତୁମ୍ଭେ ତାଙ୍କୁ କାହିଁକି ଏଠାକକ୍ସ୍ଟ ପାଗଳାମି କରିବା ପାଇଁ ଆଣିଛ? ଏପରି ଲୋକକୁ ମାେ ଘରକକ୍ସ୍ଟ ଆଉଥରେ ଆଣିବ ନାହିଁ।

ପ୍ରଥମ ଶାମୁୟେଲ 21:15
ଆଖୀଶ ଦାସମାନଙ୍କୁ କହିଲେ, ଏ ଲୋକଟିକକ୍ସ୍ଟ ଦେଖ, ସେ ଗୋଟିଏ ବାଗ୍ଭଳ; କାହିଁକି ତୁମ୍ଭମାନେେ ତାକକ୍ସ୍ଟ ମାେ ପାଖକକ୍ସ୍ଟ ଆଣିଲ। ସେ କହିଲେ, ମାରେ ବହକ୍ସ୍ଟତ ବାତକ୍ସ୍ଟଳ ଲୋକ ଏଠା ରେ ଅଛନ୍ତି। ତୁମ୍ଭେ ତାଙ୍କୁ କାହିଁକି ଏଠାକକ୍ସ୍ଟ ପାଗଳାମି କରିବା ପାଇଁ ଆଣିଛ? ଏପରି ଲୋକକୁ ମାେ ଘରକକ୍ସ୍ଟ ଆଉଥରେ ଆଣିବ ନାହିଁ।

ଦିତୀୟ ରାଜାବଳୀ 9:11
ଅନନ୍ତର ଯହେୂ ଯେତବେେଳେ ତାଙ୍କର ପ୍ରଭୁର ରାଜା ଅଧିକାରୀମାନଙ୍କ ନିକଟକୁ ଫରେିଲେ। ସମାନଙ୍କେ ମଧ୍ଯରୁ ଜଣେ ଯହେୂଙ୍କୁ ପଚାରିଲେ, ସବୁ ମଙ୍ଗଳ ତ? ସହେି ପାଗଳ ଲୋକ କାହିଁକି ତୁମ୍ଭକୁ ମିଶିବାକୁ ଆସିଲା? ଯହେୂ ସବେକକୁ କହିଲେ, ସେ ଲୋକକୁ ଓ ତା'ର ବାତୁଳ ସବୁ ତୁମ୍ଭେ ଜାଣ, ସେ କହନ୍ତି।

ଯିରିମିୟ 29:26
ତୁମ୍ଭେ ଏହି ପତ୍ର ରେ ଉଲ୍ଲେଖ କଲ ଯେ, ସଦାପ୍ରଭୁ ତୁମ୍ଭକୁ ମନ୍ଦିରର ରକ୍ଷା କରିଥିଲେ, 'ଯିହାୟୋଦାରଦା ଯାଜକ ବଦଳ ରେ ତୁମ୍ଭକୁ ସଦାପ୍ରଭୁ ଯାଜକ କରିଛନ୍ତି। ଯଦି କହେି ବାତୁଳ ହାଇେ ନିଜକୁ ଭବିଷ୍ଯଦବକ୍ତା ବୋଲି କ ହେ, ତବେେ ତୁମ୍ଭେ ତାକୁ ବଡ଼ ହରିକାଠ ରେ ଏକ ବଡ଼େି ରେ ବାନ୍ଧି ରଖିବ।

ହୋଶେୟ 9:7
ଭବିଷ୍ଯଦ୍ବକ୍ତା କହନ୍ତି, ଇଶ୍ରାୟେଲ ଏହି ନୀତିଗୁଡିକ ଶିକ୍ଷାକର। ଦଣ୍ତ ପାଇବା ସମୟ ଆସିୟାଇଛି। ତୁମ୍ଭେ ଯେଉଁ ମନ୍ଦ କାର୍ୟ୍ଯ କରିଥିଲ ତା'ର ଫଳ ପାଇବା ସମୟ ଆସି ୟାଇଛି। କିନ୍ତୁ ଇଶ୍ରାୟେଲର ଲୋକେ କହନ୍ତି, ଭବିଷ୍ଯଦ୍ବକ୍ତା ଜଣେ ନିର୍ ବୋଧ। ପରମେଶ୍ବରଙ୍କ ଆତ୍ମା ସହିତ ଏହି ବ୍ଯକ୍ତି ପାଗଳ। ଭବିଷ୍ଯଦ୍ବକ୍ତା କହନ୍ତି, ତୁମ୍ଭମାନେେ ତୁମ୍ଭମାନଙ୍କ ଜଘନ୍ଯ ପାପ ଲାଗି ଦଣ୍ତିତ ହବେ। ତୁମ୍ଭମାନଙ୍କ ଘୃଣା ଭାବ ଯୋଗୁଁ ଦଣ୍ତିତ ହବେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்