Base Word
שָׁבַר
Short Definitionto deal in grain
Long Definitionto buy or purchase grain
Derivationdenominative from H7668
International Phonetic Alphabetʃɔːˈbɑr
IPA modʃɑːˈvɑʁ
Syllablešābar
Dictionshaw-BAHR
Diction Modsha-VAHR
Usagebuy, sell
Part of speechv

ଆଦି ପୁସ୍ତକ 41:56
ସବୁଆଡ଼େ ଦୁର୍ଭିକ୍ଷ ପଡ଼ିଥିଲା। ତେଣୁ ଯୋଷଫେ ସବୁ ସ୍ଥାନ ରେ ଗୋଲା ଫିଟାଇ ମିସ୍ରୀଯମାନଙ୍କୁ ଶସ୍ଯ ବିକିବାକୁ ଲାଗିଲେ। ତଥାପି ମିଶର ରେ ଦୁର୍ଭିକ୍ଷ ପ୍ରବଳ ହେଲା।

ଆଦି ପୁସ୍ତକ 41:57
ସର୍ବଦେଶୀଯ ଲୋକମାନେ ମିଶର ଦେଶ ରେ ଶସ୍ଯ କିଣିବା ପାଇଁ ଯୋଷଫଙ୍କେ ନିକଟକୁ ଆସିଲେ। ଯେ ହତେୁ ସବୁ ଦେଶ ରେ ଦୁର୍ଭିକ୍ଷ ପ୍ରବଳ ଥିଲା।

ଆଦି ପୁସ୍ତକ 42:2
ମୁଁ ଶୁଣିଛି ଯେ ମିଶର ରେ ଖାଦ୍ୟଶସ୍ଯ ବିକ୍ରଯ କରାଯାଉ ଅଛିା ତେଣୁ ତୁମ୍ଭେ ୟାଇ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଶସ୍ଯ କିଣିଆଣ। ତହିଁରେ ଆମ୍ଭମାନେେ ମରି ନୟାଇ ବଞ୍ଚି ପାରିବା।

ଆଦି ପୁସ୍ତକ 42:3
ତେଣୁ ଯୋଷଫେର ଦଶଭାଇ ମିଶରକୁ ଗଲେ ଖାଦ୍ୟ ଶଷ୍ଯ କିଣିବା ପାଇଁ।

ଆଦି ପୁସ୍ତକ 42:5
କିଣାନୀଯ ଦେଶ ରେ ଦୁର୍ଭିକ୍ଷ ଭୟଙ୍କର ଥିଲା। ତେଣୁ କିଣିନୀଯ ଦେଶରୁ ବହୁତ ଲୋକ ମିଶରକୁ ଖାଦ୍ୟଶଷ୍ଯ କିଣିବାକୁ ଗଲେ। ସମାନଙ୍କେ ମଧିଅରେ ଯାକୁବର ପୁତ୍ରମାନେ ମଧ୍ଯ ଥିଲେ।

ଆଦି ପୁସ୍ତକ 42:6
ସହେି ସମୟରେ ମିଶର ରେ ଯୋଷଫେ ଅଧ୍ଯକ୍ଷ୍ଯ ଥିଲେ। ଯେଉଁମାନେ ମିଶରରୁ ଖାଦ୍ୟ ଶସ୍ଯ କ୍ରଯ କରୁଥିଲେ ସମାନଙ୍କେୁ ଯୋଷଫେ ଖାଦ୍ୟ ବିକ୍ରୀ କରୁଥିଲେ। ତେଣୁ ଯୋଷଫେର ଭାଇମାନେ ଆସିଲେ ଏବଂ ସମାନଙ୍କେର ମୁଖ ଭୂମି ଆଡ଼କୁ କରି ଯୋଷଫେକୁ ପ୍ରଣାମ କଲେ।

ଆଦି ପୁସ୍ତକ 42:7
ଯୋଷଫେ ସମାନଙ୍କେର ଭାଇମାନଙ୍କୁ ଦେଖିଲେ। ଯୋଷଫେ ସମାନଙ୍କେୁ ଚିହ୍ନି ପାରିଲେ ନାହିଁ। କିନ୍ତୁ ସମାନଙ୍କେୁ ନ ଚିହ୍ନିଲାପରି ଅଭିନଯ କଲେ। ଯୋଷଫେ ସମାନଙ୍କେୁ ମଧ୍ଯ ରୁକ୍ଷ ବ୍ଯବହାର କଲେ। ଯୋଷଫେ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ କେଉଁଠାରୁ ଆସିଛ?

ଆଦି ପୁସ୍ତକ 42:10
କିନ୍ତୁ ସମାନଙ୍କେର ଭାଇମାନେ ତାଙ୍କୁ କହିଲେ, ନା ମାହାଶଯ, ଆମ୍ଭମାନେେ ତୁମ୍ଭର ଦାସତୁଲ୍ଯ ଆସିଅଛୁ। ଆମ୍ଭେ କବଳେ ଖାଦ୍ୟ ସଂଗ୍ରହ କରିବାକୁ ଆସିଅଛୁ।

ଆଦି ପୁସ୍ତକ 43:2
ଯାକୁବର ପରବାର ମିଶରରୁ ଆଣିଥିବା ସମସ୍ତ ଖାଦ୍ୟ ଦ୍ରବ୍ଯ ଖାଇ ଦେଲେ। ଯେତବେେଳେ ସହେି ଶସ୍ଯସବୁ ସରିଗଲା। ଯାକୁବ ତା'ର ପୁତ୍ରମାନଙ୍କୁ କହିଲେ, ମିଶରକୁ ୟାଇ ଆମ୍ଭମାନଙ୍କ ପାଇଁ ଆଉ କିଛି ଶସ୍ଯ ଖାଇବା ପାଇଁ ଆଣ।

ଆଦି ପୁସ୍ତକ 43:4
ଯଦି ତୁମ୍ଭେ ବିନ୍ଯାମୀନକୁ ଆମ ସହିତ ପଠାଅ। ତବେେ ଆମ୍ଭେ ୟାଇ ଶସ୍ଯ କ୍ରଯ କରିପାରିବୁ।

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்