Base Word
שְׁאָר
Short Definitiona remainder
Long Definitionrest, residue, remnant, remainder
Derivationfrom H7604
International Phonetic Alphabetʃɛ̆ˈʔɔːr
IPA modʃɛ̆ˈʔɑːʁ
Syllablešĕʾār
Dictionsheh-AWR
Diction Modsheh-AR
Usage× other, remnant, residue, rest
Part of speechn-m

ପ୍ରଥମ ବଂଶାବଳୀ 11:8
ଦାଉଦ ଦୁର୍ଗ ଚତୁର୍ଦ୍ଦିଗ ରେ ନଗର ନିର୍ମାଣ କଲେ। ସେ ମିଲ୍ଲୋଠାରୁ ନଗର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ପର୍ୟ୍ଯନ୍ତ ତାହା ନିର୍ମାଣ କଲେ। ଯୋୟାବ ନଗରର ଅନ୍ୟ ଅଂଶଗୁଡ଼ିକର ମରାମତି କାର୍ୟ୍ଯ କଲେ।

ପ୍ରଥମ ବଂଶାବଳୀ 16:41
ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାର ଗୀତ ଗାନ କରିବା ନିମନ୍ତେ ହମେନ୍, ୟିଦୂଥୂନଙ୍କୁ ଓ ଅନ୍ୟ ସମସ୍ତ ଲବେୀୟଗଣଙ୍କୁ ନାମଧରି ମନୋନୀତ କରାୟାଇଥିଲା, କାରଣ ସଦାପ୍ରଭୁଙ୍କ ପ୍ ରମେ ଅନନ୍ତକାଳବ୍ଯାପୀ।

ଦିତୀୟ ବଂଶାବଳୀ 9:29
ଶଲୋମନ କରିଥିବା ଅନ୍ଯାନ୍ଯ କାର୍ୟ୍ଯସକଳ ଭବଷ୍ଯଦ୍ବକ୍ତା ନାଥନଙ୍କ ଲଖାେସବୁ, ଶୀଲୋନୀଯ ଭବିଷ୍ଯଦ୍ବକ୍ତା, ଅହିଯଙ୍କର ଭବିଷ୍ଯଦ୍ବାଣୀ ଓ ଭବିଷ୍ଯଦ୍ବକ୍ତା ଇଦୋଙ୍କର ଦର୍ଶନ ପୁସ୍ତକରେ ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଲଖାୟୋଇ ଅଛି। ଇଦ୍ଦୋ ୟିଏ ନବାଟଙ୍କ ପୁତ୍ର ୟାରବିଯାମ୍ଙ୍କ ବିଷଯ ରେ ଲେଖିଛନ୍ତି।

ଦିତୀୟ ବଂଶାବଳୀ 24:14
ଯେତବେେଳେ ଶ୍ରମିକମାନଙ୍କର କାର୍ୟ୍ଯ ସମାପ୍ତ ହେଲା, ସମାନେେ ବଳିଥିବା ଟଙ୍କାକୁ ରାଜା ଯୋୟାଶ୍ ଓ ଯିହାୟୋଦାରଦାଙ୍କ ନିକଟକୁ ଆଣିଲେ। ସମାନେେ ସହେି ଟଙ୍କାକୁ ସଦାପ୍ରଭୁଙ୍କ ମନ୍ଦିରର ସାମଗ୍ରୀ ନିର୍ମାଣ କରିବା ରେ ବ୍ଯବହାର କଲେ। ସହେି ସାମଗ୍ରୀଗୁଡ଼ିକ ମନ୍ଦିରର ସବୋକାର୍ୟ୍ଯ ଓ ନବୈେଦ୍ଯ ହାମବେଳି ଉପହାର ଉତ୍ସର୍ଗ କରିବା ପାଇଁ ବ୍ଯବହୃତ ହେଲା। ସମାନେେ ସୁନା ଓ ରୂପାରୁ ପାତ୍ରମାନ ଓ ଅନ୍ଯାନ୍ଯ ସାମଗ୍ରୀ ନିର୍ମାଣ କଲେ। ଯିହାୟୋଦାରଦା ଜୀବିତ ଥିବା ପର୍ୟ୍ଯନ୍ତ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ରେ ପ୍ରତିଦିନ ହାମବେଳି ଉପହାରମାନ ଉତ୍ସର୍ଗ କଲେ।

ଏଜ୍ରା 3:8
ଏହାପରେ ଦ୍ବିତୀୟ ବର୍ଷର ଦ୍ବିତୀୟ ମାସ ରେ ପରମେଶ୍ବରଙ୍କ ୟିରୁଶାଲମସ୍ଥିତ ମନ୍ଦିର ରେ ଶାଲଟୀଯଲରେ ପୁତ୍ର ସରୁଦ୍ଦାବିଲ, ୟୋଷାଦକର ପୁତ୍ର ଯଶୂେଯ ଓ ସମାନଙ୍କେର ଅବଶିଷ୍ଟ ଯାଜକ ଓ ଲବେୀୟ ଭାତୃଗଣ, ବନ୍ଦୀ ଦଶାରୁ ୟିରୁଶାଲମକୁ ଆଗତ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିର କାର୍ୟ୍ଯ ରେ ତତ୍ତ୍ବାବଧାରଣ ନିମନ୍ତେ କୋଡିଏ ବର୍ଷ ଓ ତତୋଧିକ ବଯସ୍କ ଲବେୀୟମାନଙ୍କୁ ନିୟୁକ୍ତ କଲେ।

ଏଜ୍ରା 4:3
ମାତ୍ର ସରୁଦ୍ଦାବିଲ ଓ ଯଶୂେଯ ଓ ଇଶ୍ରାୟେଲର ଅନ୍ୟ ପିତୃବଂଶ ପ୍ରଧାନମାନେ ସମାନଙ୍କେୁ କହିଲେ, ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରିବା ବିଷଯ ରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସଂପର୍କ ନାହିଁ। ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ଯ ରାଜା କୋରସ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭମାନେେ ଆପେ ଏକତ୍ରୀତ ହାଇେ ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରୁଅଛୁ।

ଏଜ୍ରା 4:7
ଏହାପରେ ଅର୍ତ୍ତକ୍ଷସ୍ତର ଶାସନ ସମୟରେ ବିଶ୍ଲମ୍, ମିତ୍ରଦାତ୍, ଟାବଲେ ଓ ତାହାର ଅନ୍ୟ ସାଥିମାନେ ପାରସ୍ଯର ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ। ସହେି ପତ୍ର ଅରାମୀଯ ଅକ୍ଷର ରେ ଲଖାେ ୟାଇ ତାହା ଅରାମୀଯ ଭାଷା ରେ ଅନୁବାଦ କରାୟାଇଥିଲା।

ନିହିମିୟା 10:28
ତେଣୁ ଏହି ଲୋକମାନେ ସମସ୍ତେ ମିଶି ପରମେଶ୍ବରଙ୍କ ନିକଟରେ ଏକ ଶପଥ କଲେ। ସମାନେେ କହିଲେ, ଯଦି ଆମ୍ଭମାନେେ ଆମ୍ଭର ଶପଥ ନରଖୁ, ତବେେ ଆମ୍ଭମାନଙ୍କ ପାଇଁ ସବୁ ଅଘଟଣ ଘଟିବ। ପରମେଶ୍ବରଙ୍କ ବ୍ଯବସ୍ଥା ତାଙ୍କର ଦାସ ମାଶାଙ୍କେ ଦ୍ବାରା ଘାଷେଣା କରାଗଲା। ଏହି ସମସ୍ତ ଲୋକମାନେ ସାବଧାନ ସହକା ରେ ସଦାପ୍ରଭୁ ପରମେଶ୍ବରଙ୍କର ବ୍ଯବସ୍ଥା ଓ ନିଯମ ମାନିବା ପାଇଁ ଶପଥ କଲେ।

ନିହିମିୟା 11:1
ଇଶ୍ରାୟେଲମାନଙ୍କର ଅଧିପତିମାନେ ୟିରୁଶାଲମ ରେ ବାସ କଲେ। ଅବଶିଷ୍ଟ ଲୋକମାନେ ପବିତ୍ର ନଗର ୟିରୁଶାଲମ ରେ ବାସ କରିବା ନିମନ୍ତେ ପ୍ରତି ଦଶଜଣ ମଧ୍ଯରୁ ଜଣଙ୍କୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ଯାନ ନଗର ରେ ବାସ କରିବାକୁ ଗୁଲିବାଣ୍ଟ କଲେ।

ନିହିମିୟା 11:20
ଇଶ୍ରାୟେଲର ଯାଜକମାନଙ୍କର ଓ ଲବେୀୟମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗର ରେ ପ୍ରେତ୍ୟକକ ନିଜ ନିଜର ସମ୍ପତ୍ତି ରେ ରହିଲେ।

Occurences : 26

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்