Base Word
רַעְיוֹן
Short Definitiona grasp. i.e., (figuratively) mental conception
Long Definitionthought
Derivationcorresponding to H7475
International Phonetic Alphabetrɑʕˈjon̪
IPA modʁɑʕˈjo̞wn
Syllableraʿyôn
Dictionra-YONE
Diction Modra-YONE
Usagecogitation, thought
Part of speechn-m

ଦାନିଏଲ 2:29
ହେ ମହାରାଜ, ଶୟ୍ଯା ଉପ ରେ ଆପଣ ଶୋଇଥିଲା ବେଳେ ଭବିଷ୍ଯତ ରେ କ'ଣ ଘଟିବ ବୋଲି ଚିନ୍ତା କଲେ। ଆଉ ଯେ ନିଗୂଢ ବିଷଯମାନ ପ୍ରକାଶ କରନ୍ତି, ସହେି ପରମେଶ୍ବର ଯାହା ଭବିଷ୍ଯତ ରେ ଘଟିବ ତାହା ଦର୍ଶନ ରେ ପ୍ରକାଶ କଲେ।

ଦାନିଏଲ 2:30
ମାତ୍ର କୌଣସି ଜୀବିତ ଲୋକର ଜ୍ଞାନ ଅପେକ୍ଷା ମାରେ ଜ୍ଞାନ ଅଧିକ ଅଛି ବୋଲି ଯେ ଏହି ନିଗୂଢ ବିଷଯ ପରମେଶ୍ବର ମାେ ନିକଟରେ ପ୍ରକାଶ କଲେ, ତାହା ନୁହେଁ, ମାତ୍ର ମହାରାଜାଙ୍କୁ ଯେପରି ଅର୍ଥ ଜ୍ଞାତ କରାୟିବ ଓ ଆପଣ ଯେପରି ନିଜ ମନର ଚିନ୍ତା ଜାଣିବେ, ଏଥିପାଇଁ ତାହା ମାେ ପ୍ରତି ପ୍ରକାଶିତ ହାଇେଅଛି।

ଦାନିଏଲ 4:19
ତହିଁରେ ବେଲ୍ଟଶତ୍ସର ନାମକ ଦାନିୟେଲ କିଛିକ୍ଷଣ ଅବାକ୍ ହାଇେ ରହିଲେ। ତାଙ୍କର ଭାବନା ତାଙ୍କୁ ବ୍ଯାକୁଳିତ କଲା। ରାଜା ଉତ୍ତର କରି କହିଲା, ହେ ବେଲ୍ଟଶତ୍ସର ସହେି ସ୍ବପ୍ନ କିମ୍ବା ତାହାର ଅର୍ଥ ତୁମ୍ଭକୁ ବ୍ଯାକୁଳିତ ନକରୁ।

ଦାନିଏଲ 5:6
ତହିଁରେ ରାଜା ଭୟଭୀତ ହେଲେ ତାଙ୍କର ମୁଖ ବିବର୍ଣ୍ଣ ହେଲା। ତାଙ୍କର ଆଣ୍ଠୁ ଥରିଲା ଓ ଆଣ୍ଠୁକୁ ଆଣ୍ଠୁ ବାଜିଲା। ତାଙ୍କର ଗୋଡ ଏତେ ଦୁର୍ବଳ ହେଲା ଯେ ସେ ଛିଡା ହାଇେ ପାରିଲେ ନାହିଁ।

ଦାନିଏଲ 5:10
ତା'ପ ରେ ରାଣୀ ଭୋଜନଗାରକୁ ଆସିଲେ। ସେ ରାଜା ଓ ତାଙ୍କର ଅଧିକାରୀଗଣଙ୍କ କଥା ଶୁଣିଥିଲେ। ସେ କହିଲେ, ହେ ରାଜୀ, ଦୀର୍ଘଜୀବି ହୁଅ, ତୁମ୍ଭର ଭାବନା ତୁମ୍ଭକୁ ଉଦ୍ବିଗ୍ନ ନକରୁ କି ତୁମ୍ଭର ମୁଖମଣ୍ତଳ ବିବର୍ଣ୍ଣ ନ ହେଉ।

ଦାନିଏଲ 7:28
ଏହିଠା ରେ ମାରେ ସ୍ବପ୍ନ ଶଷେ ହେଲା। ମୁଁ ଦାନିୟେଲ ମାରେ ଭାବନା ମାେତେ ଉଦ୍ବିଗ୍ନ କଲା ଓ ମାରେ ମୁଖ ବିବର୍ଣ୍ଣ ହେଲା। ମାତ୍ର ମୁଁ ସେ କଥା ଅନ୍ୟ ଆଗ ରେ କହି ପାରିଲି ନାହିଁ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்