Base Word
רֶמֶשׂ
Short Definitiona reptile or any other rapidly moving animal
Long Definitioncreeping things, moving things, creeping organism
Derivationfrom H7430
International Phonetic Alphabetrɛˈmɛɬ
IPA modʁɛˈmɛs
Syllableremeś
Dictionreh-MES
Diction Modreh-MES
Usagethat creepeth, creeping (moving) thing
Part of speechn-m

ଆଦି ପୁସ୍ତକ 1:24
ଏହାପରେ ପରମେଶ୍ବର କହିଲେ, ନିଜ ଜାତି ଅନୁସାରେ ପୃଥିବୀ ଜୀବିତ ପ୍ରାଣୀ ଉତ୍ପାଦନ କରୁ। ଜାତି ଶ୍ ରଣେୀ ଅନୁସାରେ ବନ୍ଯଜନ୍ତୁଗଣ ଉତ୍ପନ୍ନ ହୁଅନ୍ତୁ। ଏହାପରେ ସହେିପରି ହେଲା।

ଆଦି ପୁସ୍ତକ 1:25
ଏହିପରି ପରମେଶ୍ବର ବିଭିନ୍ନ ପ୍ରକାର ଜୀବିତ ପ୍ରାଣୀ ସୃଷ୍ଟିକେଲ। ପରମେଶ୍ବର ସମସ୍ତ ଜିବୀତ ପ୍ରାଣୀଙ୍କୁ ସୃଷ୍ଟି କଲେ, ବିଭିନ୍ନ ପ୍ରକାରର ବୃହତ୍ ପ୍ରାଣୀ ଏବଂ ପ୍ରେତ୍ୟକକ ସରୀସୃପ ପ୍ରାଣୀ ଆପଣା ଜାତି ଅନୁସାରେ ପୃଥିବୀ ଉପରେ ଗୁରୁଣ୍ଡୁ ଥିଲେ। ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।

ଆଦି ପୁସ୍ତକ 1:26
ଏହାପରେ ପରମେଶ୍ବର କହିଲେ, ଆମ୍ଭମାନେେ ଆପଣା ପ୍ରତିମୂର୍ତ୍ତୀ ରେ ଓ ଆପଣା ସାଦୃଶ୍ଯ ରେ ମନୁଷ୍ଯର ନିର୍ମାଣ କରୁ। ସମାନେେ ଜଳଚ଼ର ମତ୍ସ୍ଯଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କତ୍ତୁର୍ତ୍ବ କରିବେ। ଏବଂ ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।

ଆଦି ପୁସ୍ତକ 6:7
ତେଣୁ ସଦାପ୍ରଭୁ କହିଲେ, ମୁଁ ସମସ୍ତ ମନୁଷ୍ଯକୁ ଧ୍ବଂସ କରି ଦବେି ଯାହା ମୁଁ ସୃଷ୍ଟି କରିଛି। ମୁଁ ସମସ୍ତ ମନୁଷ୍ଯ , ପଶୁ ଏବଂ ପ୍ରେତ୍ୟକକ ଖେଚ଼ର ପ୍ରାଣୀମାନଙ୍କୁ ଧ୍ବଂସ କରି ଦବେି। ଏବଂ ଆକାଶର ସମସ୍ତ ପକ୍ଷୀ କୂଳକୁ ମଧ୍ଯ ଧ୍ବଂସ କରି ଦବେି। କାହିଁକି? କାରଣ ଏମାନଙ୍କୁ ସୃଷ୍ଟି କରି ମୁଁ ଦୁଃଖିତ।

ଆଦି ପୁସ୍ତକ 6:20
ସବୁପ୍ରକାର ପକ୍ଷୀ, ସର୍ବପ୍ରକାର ପଶୁ ଓ ସର୍ବ ପ୍ରକାର ଉ ରୋଗାମୀ ଜନ୍ତୁ ପ୍ରେତ୍ୟକକ ଜାତିରୁ ଗୋଟିଏ ଗୋଟିଏ ଦମ୍ପତ୍ତି ଜୀବନ ରକ୍ଷା ପାଇଁ ତୁମ୍ଭ ନିକଟକୁ ଆସିବେ।

ଆଦି ପୁସ୍ତକ 7:14
ସହେି ଲୋକମାନେ ଏବଂ ପ୍ରେତ୍ୟକକ ପ୍ରକାରର ପଶୁ, ସହେିଜାହଜକୁ ପ୍ରବେଶ କଲେ। ସବୁପ୍ରକାରର ଗ୍ରୁହପାଳିତ ପଶୁ, ସବୁପ୍ରକାର ଉ ରୋଗମୀ ସବୁଜାତିଯ ଭୂଚ଼ର ଓ ଖେଚ଼ର ପକ୍ଷୀ ସମସ୍ତ ଜାହାଜ ମଧ୍ଯକୁ ପ୍ରବେଶ କଲେ।

ଆଦି ପୁସ୍ତକ 7:23
ଏହି ପ୍ରକା ରେ ପରମେଶ୍ବର ପୃଥିବୀ ରେ ବାସ କରୁଥିବା ସମସ୍ତ ଜୀବିତ ପ୍ରାଣୀଙ୍କୁ ନିଶ୍ଚିନ୍ନ କଲେ। ସମସ୍ତ ସନୁଷ୍ଯ, ପଶୁ, ସରୀସୃପ ପ୍ରାଣୀ, ଖେଚ଼ର ପକ୍ଷୀ, ପୃଥିବୀ ରେ ମୃତ୍ଯୁବରଣ କଲେ। କବଳେ ନୋହ ଓ ଜାହାଜ ରେ ଥିବା ଲୋକମାନେ ଏବଂ ପଶୁଗଣ ରକ୍ଷା ପାଇ ଗଲେ।

ଆଦି ପୁସ୍ତକ 8:17
ତୁମ୍ଭ ସହିତ ସମସ୍ତ ପଶୁଗୁଡିକୁ ବାହାର କରି ଆଣ । ସମସ୍ତ ପଶୁ, ସମସ୍ତ ପକ୍ଷୀ, ସମସ୍ତ ଭୂଚର ପ୍ରାଣୀ ସମାନେେ ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ। ପୁଣି ପୃଥିବୀ ଫଳବନ୍ତ ହେଉ।

ଆଦି ପୁସ୍ତକ 8:19
ସମସ୍ତ ପଶୁ ଏବଂ ସମସ୍ତ ଭୂମିରେ ଗୁରୁଣ୍ଡୁଥିବା ଜୀବିତ ପ୍ରାଣୀମାନେ ଏବଂ ସମସ୍ତ ପକ୍ଷୀ ତାଙ୍କର ପରିବାର ସହିତ ଜାହାଜରୁ ବାହାରି ଆସିଲେ।

ଆଦି ପୁସ୍ତକ 9:3
ମୁଁ ତୁମ୍ଭକୁ ସବୁଜ ବୃକ୍ଷ ପରି ଦଇେଥିଲି। ବର୍ତ୍ତମାନ ପ୍ରେତ୍ୟକକ ପଶୁ ତୁମ୍ଭର ଖାଦ୍ୟ ହବେ। ମୁଁ ଯାହାସବୁ ପୃଥିବୀ ରେ ଦଇେଛି ତାହାସବୁ ତୁମ୍ଭର।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்