Base Word
רָמַשׂ
Short Definitionproperly, to glide swiftly, i.e., to crawl or move with short steps; by analogy to swarm
Long Definitionto creep, move lightly, move about, walk on all fours
Derivationa primitive root
International Phonetic Alphabetrɔːˈmɑɬ
IPA modʁɑːˈmɑs
Syllablerāmaś
Dictionraw-MAHS
Diction Modra-MAHS
Usagecreep, move
Part of speechv

ଆଦି ପୁସ୍ତକ 1:21
ତେଣୁ ପରମେଶ୍ବର ନିଜ ନିଜ ଜାତି ପ୍ରକା ରେ ସୃଷ୍ଟି କଲେ, ବୃହତ୍ ସାମୁଦ୍ରିକ ଜୀବ ଓ ଅନ୍ୟ ଜୀବ ଯେଉଁମାନେ ସମୁଦ୍ର ରେ ରହନ୍ତି। ପରମେଶ୍ବର ଆକାଶ ରେ ଉଡ଼ୁଥିବା ବିଭିନ୍ନ ପ୍ରକାର ପକ୍ଷୀଗଣ ସୃଷ୍ଟି କଲେ। ଏହା ପରମେଶ୍ବର ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।

ଆଦି ପୁସ୍ତକ 1:26
ଏହାପରେ ପରମେଶ୍ବର କହିଲେ, ଆମ୍ଭମାନେେ ଆପଣା ପ୍ରତିମୂର୍ତ୍ତୀ ରେ ଓ ଆପଣା ସାଦୃଶ୍ଯ ରେ ମନୁଷ୍ଯର ନିର୍ମାଣ କରୁ। ସମାନେେ ଜଳଚ଼ର ମତ୍ସ୍ଯଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କତ୍ତୁର୍ତ୍ବ କରିବେ। ଏବଂ ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।

ଆଦି ପୁସ୍ତକ 1:28
ସେଥିପାଇଁ ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ କଲେ ଏବଂ କହିଲେ, ବହୁତ ସନ୍ତାନ ସନ୍ତତି ସହ ଆଶୀର୍ବାଦ ପ୍ରାପ୍ତ ହୁଅ। ପୃଥିବୀ ରେ ଶାସନ କର, ପୃଥିବୀକୁ ପରିପୂର୍ଣ୍ଣ କର। ଆଉ ଜଳ ରେ ଥିବା ମତ୍ସ୍ଯଗଣ ଉପରେ ଏବଂ ବୃହତ୍ ପ୍ରାଣୀଗଣ ଉପରେ ଏବଂ ପୃଥିବୀ ଉପରେ ଗମନକାରୀ ଭୂଚ଼ର ପ୍ରାଣୀ ଗଣ ଉପରେ ଶାସନ କର।

ଆଦି ପୁସ୍ତକ 1:30
ସମସ୍ତ ଚ଼ାରା ଗଛ ଜୀବିତ ପ୍ରାଣୀଙ୍କର ଖାଦ୍ୟ ପାଇଁ ଦଲେି, ଆକାଶ ରେ ଉଡ଼ୁଥିବା ପ୍ରେତ୍ୟକକ ପକ୍ଷୀ, ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ଏବଂ ପ୍ରେତ୍ୟକକ ଜୀବନ୍ତ ଏବଂ ନିଶ୍ବାସ ନେଉଥିବା ପ୍ରାଣୀ ମୁଁ ତୁମ୍ଭଙ୍କୁ ଦଲେି। ଏବଂ ଏହିପରି ହେଲା।

ଆଦି ପୁସ୍ତକ 7:8
ସମସ୍ତ ପଶୁଗୁଡ଼ିକ ଶୁଚ଼ି ଓ ଅଶୁଚ଼ି ଓ ପଶୁପକ୍ଷୀ ବର୍ଗ ଓ ଭୂଚ଼ର ଉ ରୋଗାମୀ ଜନ୍ତୁବର୍ଗ ନୋହଙ୍କ ନିକଟକୁ ୟାଇ ଭିତରକୁ ଗଲେ।

ଆଦି ପୁସ୍ତକ 7:14
ସହେି ଲୋକମାନେ ଏବଂ ପ୍ରେତ୍ୟକକ ପ୍ରକାରର ପଶୁ, ସହେିଜାହଜକୁ ପ୍ରବେଶ କଲେ। ସବୁପ୍ରକାରର ଗ୍ରୁହପାଳିତ ପଶୁ, ସବୁପ୍ରକାର ଉ ରୋଗମୀ ସବୁଜାତିଯ ଭୂଚ଼ର ଓ ଖେଚ଼ର ପକ୍ଷୀ ସମସ୍ତ ଜାହାଜ ମଧ୍ଯକୁ ପ୍ରବେଶ କଲେ।

ଆଦି ପୁସ୍ତକ 7:21
ପୃଥିବୀପୃଷ୍ଠରୁ ପ୍ରେତ୍ୟକକ ସଜୀବ ପ୍ରାଣୀ ମୃତ୍ଯୁବରଣ କଲେ। ପ୍ରେତ୍ୟକକ ପୁରୁଷ ଓ ସ୍ତ୍ରୀ,

ଆଦି ପୁସ୍ତକ 8:17
ତୁମ୍ଭ ସହିତ ସମସ୍ତ ପଶୁଗୁଡିକୁ ବାହାର କରି ଆଣ । ସମସ୍ତ ପଶୁ, ସମସ୍ତ ପକ୍ଷୀ, ସମସ୍ତ ଭୂଚର ପ୍ରାଣୀ ସମାନେେ ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ। ପୁଣି ପୃଥିବୀ ଫଳବନ୍ତ ହେଉ।

ଆଦି ପୁସ୍ତକ 8:19
ସମସ୍ତ ପଶୁ ଏବଂ ସମସ୍ତ ଭୂମିରେ ଗୁରୁଣ୍ଡୁଥିବା ଜୀବିତ ପ୍ରାଣୀମାନେ ଏବଂ ସମସ୍ତ ପକ୍ଷୀ ତାଙ୍କର ପରିବାର ସହିତ ଜାହାଜରୁ ବାହାରି ଆସିଲେ।

ଆଦି ପୁସ୍ତକ 9:2
ପୃଥିବୀ ରେ ସମସ୍ତ ପଶୁ, ଆକାଶର ସମସ୍ତ ପକ୍ଷୀ ଭୂଚ଼ର ସମସ୍ତ ପ୍ରାଣୀ, ଏବଂ ସମୁଦ୍ର ମଧିଅରେ ଥିବା ସମସ୍ତ ମତ୍ସ୍ଯ ତୁମ୍ଭମାନଙ୍କୁ ଭୟ କରିବେ। ସମସ୍ତ ଜୀବ ତୁମ୍ଭ ନିଯନ୍ତ୍ରଣ ରେ ରହିବେ।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்