Base Word
רָמָה
Short Definitionto hurl; specifically, to shoot; figuratively, to delude or betray (as if causing to fall)
Long Definitionto cast, shoot, hurl
Derivationa primitive root
International Phonetic Alphabetrɔːˈmɔː
IPA modʁɑːˈmɑː
Syllablerāmâ
Dictionraw-MAW
Diction Modra-MA
Usagebeguile, betray, (bow-)man, carry, deceive, throw
Part of speechv
Base Word
רָמָה
Short Definitionto hurl; specifically, to shoot; figuratively, to delude or betray (as if causing to fall)
Long Definitionto cast, shoot, hurl
Derivationa primitive root
International Phonetic Alphabetrɔːˈmɔː
IPA modʁɑːˈmɑː
Syllablerāmâ
Dictionraw-MAW
Diction Modra-MA
Usagebeguile, betray, (bow-)man, carry, deceive, throw
Part of speechv

ଆଦି ପୁସ୍ତକ 29:25
ତା' ପରଦିନ ପ୍ରଭାତ ରେ ଯାକୁବ ଦେଖିଲା ସେ ଯାହା ସହିତ ରାତି ବିତାଇଛି ସେ ଲୟୋ ଥିଲା। ଯାକୁବ ଲାବନକୁ କହିଲା, ତୁମ୍ଭେ ମାେତେ ଠକିଛ। ମୁଁ ତୁମ୍ଭ ପାଇଁ କଠିନ ପରିଶ୍ରମ କଲି, ୟଦ୍ବାରା ମୁଁ ରାହେଲକୁ ବିବାହ କରି ପାରିବି। ତୁମ୍ଭେ କାହିଁକି ମାେତେ ଠକିଲ।

ଯାତ୍ରା ପୁସ୍ତକ 15:1
ଏହାପରେ ମାଶାେ ଓ ଇଶ୍ରାୟେଲୀୟ ଲୋକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏହି ସଂଗୀତ ଗାନ କଲେ, ଆମ୍ଭେ ସଦାପ୍ରଭୁଙ୍କ ପ୍ରଶଂସା ଗାନ କରିବା। ସେ ମହାନ କାର୍ୟ୍ଯ କରିଛନ୍ତି। ସେ ଅଶ୍ବ ଏବଂ ଅଶ୍ବାରୋହୀଙ୍କୁ ସମୁଦ୍ର ରେ ନିକ୍ଷପେ କଲେ।

ଯାତ୍ରା ପୁସ୍ତକ 15:21
ତା'ପରେ ମରିଯମ ଲୋକମାନଙ୍କୁ କହିଲେ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଗାନ କର। ଯେ ହତେୁ ସେ ମହାନ କାର୍ୟ୍ଯ କରିଛନ୍ତି। ସେ ଅଶ୍ବ ଓ ଅଶ୍ବାରୋହୀ ସୈନ୍ଯମାନଙ୍କୁ ସମୁଦ୍ର ରେ ନିକ୍ଷପେ କରିଅଛନ୍ତି।

ଯିହୋଶୂୟ 9:22
ଯିହାଶୂେୟ ଗିବିଯୋନୀଯମାନଙ୍କୁ ଡକାଇ କହିଲେ, ତୁମ୍ଭମାନେେ ଆମ୍ଭକକ୍ସ୍ଟ କାହିଁକି ମିଛ କହିଲ? ଆମ୍ଭର ସନୋ ଛାଉଣୀ ନିକଟରେ ତୁମ୍ଭର ଦେଶ, କିନ୍ତୁ ତକ୍ସ୍ଟମ୍ଭମାନେ କହିଲ ଯେ, ତୁମ୍ଭମାନେେ ବହକ୍ସ୍ଟତ ଦୂରରକ୍ସ୍ଟ ଆସିଅଛ।

ପ୍ରଥମ ଶାମୁୟେଲ 19:17
ଶାଉଲ ମୀଖଲକକ୍ସ୍ଟ କହିଲେ, ଏପରି କରି ତୁମ୍ଭେ କାହିଁକି ମାେତେ ପ୍ରବଞ୍ଚନା କଲ? ମାେ ଶତୃକକ୍ସ୍ଟ କାହିଁକି ତୁମ୍ଭେ ଖସିୟିବାକକ୍ସ୍ଟ ଦେଲେ।

ପ୍ରଥମ ଶାମୁୟେଲ 28:12
ସେ ସ୍ତ୍ରୀ ଲୋକଟି ଶାମୁୟେଲଙ୍କୁ ଦେଖି ରଡି କରିବାକୁ ଲାଗିଲା। ସେ ସ୍ତ୍ରୀ ଲୋକଟି ଶାଉଲଙ୍କକ୍ସ୍ଟ କହିଲା, ତୁମ୍ଭେ ମାେତେ କାହିଁକି ପ୍ରତାରଣା କଲ? ତୁମ୍ଭେ ଶାଉଲ।

ଦିତୀୟ ଶାମୁୟେଲ 19:26
ମଫୀବୋଶତ୍ ଉତ୍ତରସଦଲା, ସହସମାର ପ୍ରଭକ୍ସ୍ଟ ମହାରାଜ,ସମାର ଦାସସମାଲତ ପ୍ରବଞ୍ଚନା କଲା। ମୁ ତସଛାଟାସତଣୁ ମୁସମା ଦାସ ସୀବଃକକ୍ସ୍ଟ କହିଲି, 'ଏକ ଗଧ ସଜାଇବା ପାଇଁ,ସଯଉଁଥିସର ମୁ ୟାଇସମାରରାଜାଙ୍କକ୍ସ୍ଟସଦଖା କରିବି।'

ପ୍ରଥମ ବଂଶାବଳୀ 12:17
ଦାଉଦ ସମାନଙ୍କେୁ ସାକ୍ଷାତ କରିବାକୁ ଗଲେ। ଦାଉଦ ସମାନଙ୍କେୁ କହିଲେ, ଯଦି ତୁମ୍ଭେ ଶାନ୍ତି ସହକା ରେ ମାେତେ ସାହାୟ୍ଯ କରିବାକୁ ଆସିଅଛ, ତବେେ ମୁଁ ତୁମ୍ଭକୁ ସ୍ବାଗତ କରୁଅଛି। ମାେ' ସହିତ ସହୟୋଗ କର। କିନ୍ତୁ ମୁଁ କୌଣସି ଭୁଲ୍ କାର୍ୟ୍ଯ କରି ନ ଥିବା ସତ୍ତ୍ବେ ଯଦି ତୁମ୍ଭେ ମାେ' ବିରୁଦ୍ଧ ରେ ଗୁପ୍ତଚର ବୃତ୍ତି କରିବାକୁ ଆସିଅଛ, ତବେେ ଆମ୍ଭମାନଙ୍କ ପୂର୍ବ ପୁରୁଷ ଗଣଙ୍କର ପରମେଶ୍ବର ତାହା ଦେଖନ୍ତୁ ଓ ସେ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।

ଗୀତସଂହିତା 78:9
ଇଫ୍ରଯିମର ଲୋକମାନେ ଅସ୍ତ୍ରଧାରଣ କରିଥିଲେ, ମାତ୍ର ସମାନେେ ୟୁଦ୍ଧ ହବୋ ଦିନରେ ପଳାଯନ କଲେ।

ହିତୋପଦେଶ 26:19
ସେ ଅଗ୍ନିବାଣ, ତୀର ଓ ମୃତ୍ଯୁ ନିକ୍ଷପକୋରୀ ବାତୁଳ ପରି ଅଟେ।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்