Base Word
רְכוּשׁ
Short Definitionproperty (as gathered)
Long Definitionproperty, goods, possessions
Derivationor רְכֻשׁ; from passive participle of H7408
International Phonetic Alphabetrɛ̆ˈkuːʃ
IPA modʁɛ̆ˈχuʃ
Syllablerĕkûš
Dictionreh-KOOSH
Diction Modreh-HOOSH
Usagegood, riches, substance
Part of speechn-m

ଆଦି ପୁସ୍ତକ 12:5
ଅବ୍ରାମ ତାଙ୍କର ସ୍ତ୍ରୀ ସାରୀକୁ, ଭାତୃପୁତ୍ର ଲୋଟଙ୍କୁ ଓ ହାରଣଠା ରେ ଆପଣାମାନଙ୍କ ସଂଚ଼ିତ ଧନ ଏବଂ ଲବ୍ଧ ପ୍ରାଣୀମାନଙ୍କୁ ଘନେି କିଣାନ ଦେଶକୁ ୟାତ୍ରା କଲେ।

ଆଦି ପୁସ୍ତକ 13:6
ଅବ୍ରାମ ଓ ଲୋଟଙ୍କର ବହୁତ ପଶୁ ଓ ତମ୍ବୁମାନ ଥିବାରୁ ସମାନେେ ସଠାେରେ ଆଉ ଏକତ୍ର ବାସ କରିବା ଉପଯୋଗୀ ହେଲାନାହିଁ।

ଆଦି ପୁସ୍ତକ 14:11
ଏଥିପାଇଁ ସମାନେେ ସଦୋମ ଓ ହ ମାରୋର ସମସ୍ତ ସମ୍ପତ୍ତି ଏବଂ ଭକ୍ଷ ଲୁଟିନଇେ ପଳାଇଗଲେ।

ଆଦି ପୁସ୍ତକ 14:12
ଅବ୍ରାମର ଭାତୃ ପୁତ୍ର ଲୋଟ ସଦୋମ ରେ ବାସ କରୁଥିଲା ଏବଂ ଶତୃମାନେ ତାହାକୁ ବନ୍ଦୀ କଲେ। ଏବଂ ଶତୃଗଣ ତାଙ୍କର ସମସ୍ତ ସମ୍ପତ୍ତି ଲୁଟି ନେଲେ।

ଆଦି ପୁସ୍ତକ 14:16
ଏହାପରେ ସେ ତାଙ୍କର ଭାତୃ ପୁତ୍ର ଲୋଟ ତାଙ୍କର ସମ୍ପତ୍ତି ପୁଣି ସ୍ତ୍ରୀଗଣ ଏବଂ ସୈନ୍ଯଗଣଙ୍କୁ ବାହୁଡ଼ାଇ ଆଣିଲେ।

ଆଦି ପୁସ୍ତକ 14:16
ଏହାପରେ ସେ ତାଙ୍କର ଭାତୃ ପୁତ୍ର ଲୋଟ ତାଙ୍କର ସମ୍ପତ୍ତି ପୁଣି ସ୍ତ୍ରୀଗଣ ଏବଂ ସୈନ୍ଯଗଣଙ୍କୁ ବାହୁଡ଼ାଇ ଆଣିଲେ।

ଆଦି ପୁସ୍ତକ 14:21
ଏହାପରେ ସଦୋମର ରାଜା ଅବ୍ରାମଙ୍କୁ କହିଲେ, ତୁମ୍ଭେ ସମସ୍ତ ସମ୍ପତ୍ତି ନିଅ ମାତ୍ର ମନୁଷ୍ଯସକଳ ଆମ୍ଭକୁ ଦିଅ।

ଆଦି ପୁସ୍ତକ 15:14
କିନ୍ତୁ ଯେଉଁ ଜାତିମାନେ ସମାନଙ୍କେୁ କ୍ରୀତଦାସ କଲେ ସମାନଙ୍କେର ମୁଁ ବିଚାର କରିବି ଏବଂ ତାହାପରେ ପ୍ରଚୁର ଧନ ସହିତ ସମାନେେ ସ୍ବାଧୀନ ହବେେ।

ଆଦି ପୁସ୍ତକ 31:18
ତେଣୁ ସମାନେେ ଯାହା ପା୍ରପ୍ତ ହାଇେଥିଲେ ପଦ୍ଦନ ଅରାମ ରେ ସମସ୍ତ ଜୀବନ୍ତ ବସ୍ତ୍ର ଓ ସମ୍ପତ୍ତି ନେଲେ ଏବଂ ଚାଲିଗଲେ। ସମାନେେ ପ୍ରସ୍ଥାନ କଲେ ଯାକୁବଙ୍କ ପିତା ଇସ୍ହାକଙ୍କ ଦେଶ କୀଣାନୀଯକୁ।

ଆଦି ପୁସ୍ତକ 36:7
ଏଷୌ ତା'ର ସ୍ତ୍ରୀମାନଙ୍କୁ, ପୁତ୍ରମାନଙ୍କୁ, ଝିଅମାନଙ୍କୁ, ସମସ୍ତ ଦାସଦାସୀମାନଙ୍କୁ, ଗାଈ ଏବଂ ସମସ୍ତ ପଶୁମାନଙ୍କୁ ଏବଂ ତା'ର ଧନ ସମ୍ପତ୍ତି ଥିଲା ତାକୁ ଧରି ସଯେୀର ପର୍ବତ ରେ ବାସ କଲେ।

Occurences : 28

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்