Base Word
רֵכָב
Short DefinitionRekab, the name of two Arabs and of two Israelites
Long Definition(n pr m) father of Jehonadab in the time of king Jehu of the northern kingdom of Israel
Derivationfrom H7392; rider
International Phonetic Alphabetreˈkɔːb
IPA modʁeˈχɑːv
Syllablerēkāb
Dictionray-KAWB
Diction Modray-HAHV
UsageRechab
Part of speechn-pr-m a

ଦିତୀୟ ଶାମୁୟେଲ 4:2
ଦକ୍ସ୍ଟଇଜଣ ପୁରୁଷ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତ୍କକ୍ସ୍ଟ ଦେଖିବାକକ୍ସ୍ଟ ଗଲେ। ଏହି ଦକ୍ସ୍ଟଇଜଣ ପୁରୁଷ ସୈନ୍ଯମାନଙ୍କର ଅଧିନାଯକ ଥିଲେ। ସମାନେେ ରେଖବ୍ ଓ ବାନା, ବରେୋତୀଯ ରିମ୍ମୋଣର ପକ୍ସ୍ଟତ୍ର ଥିଲେ। ସମାନେେ ବରେୋତୀଯ ନଗରର ବିନ୍ଯାମୀନ ପରିବାରବର୍ଗ ରେ ଗଣିତ ଥିଲେ।

ଦିତୀୟ ଶାମୁୟେଲ 4:5
ରେଖବ୍ ଓ ବାନା, ୟିଏ କି ବରେୋତୀଯ ରିମ୍ମୋଣର ପକ୍ସ୍ଟତ୍ର। ସମାନେେ ମଧ୍ଯାନ୍ନ ସମୟରେ ଈଶ୍ବୋଶତ୍ଙ୍କ ଗୃହ ରେ ପ୍ରବେଶ କଲେ। ସହେି ସମୟରେ ଇଶ୍ବୋତ୍ ବିଶ୍ରାମ ନେଉଥିଲେ, କାରଣ ସହେି ଅପରାହ୍ନ ବହକ୍ସ୍ଟତ ଗରମ ଥିଲା।

ଦିତୀୟ ଶାମୁୟେଲ 4:6
ରେଖବ ଓ ବାନା ଇଶ୍ବୋଶତ୍ର ଗୃହ ରେ ପ୍ରବେଶ କଲେ, ସତେ ଯେପରି ସମାନେେ ଗହମ ନବୋକକ୍ସ୍ଟ ଆସିଛନ୍ତି। ଇଶ୍ବୋଶତ୍ ସହେି ସମୟରେ ତାଙ୍କର ଶାଇେବା ଘ ରେ ବିଛଣା ଉପରେ ବିଶ୍ରାମ ନେଉଥିଲେ।

ଦିତୀୟ ଶାମୁୟେଲ 4:9
ତଥାପି ଦାଉଦ ରିମ୍ମୋଣର ପକ୍ସ୍ଟତ୍ରଗଣ ରେଖବ୍ ଓ ବାନାକକ୍ସ୍ଟ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମାେତେ ସମସ୍ତ ବିପଦରକ୍ସ୍ଟ ରକ୍ଷା କରିଛନ୍ତି।

ଦିତୀୟ ରାଜାବଳୀ 10:15
ଏହାପରେ ଯହେୂ ସଠାରୁେ ପ୍ରସ୍ଥାନ କଲା ବେଳେ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ରେଖବର ପୁତ୍ର ଯିହାନୋଦବଙ୍କୁ ଭଟେିଲେ। ସେ ଯିହାନୋଦବଙ୍କୁ ସ୍ବାଗତ କରି ପଚାରିଲେ, ତୁମ୍ଭେ ମାରେ ବିଶ୍ବସ୍ତ ବନ୍ଧୁ କି? ମୁଁ ଯେପରି ତୁମ୍ଭ ପ୍ରତି ସରଳ ଓ ବିଶ୍ବସ୍ତ?

ଦିତୀୟ ରାଜାବଳୀ 10:23
ତା'ପରେ ଯହେୂ ଓ ରେଖବର ପୁତ୍ର ଯିହାନୋଦବ ବାଲ୍ ମନ୍ଦିରକୁ ଗଲେ। ଯହେୂ ବାଲ୍ ମନ୍ଦିରର ଉପାସକମାନଙ୍କୁ କହିଲେ, ଚତୁଃପାଶର୍‌ବକୁ ଦେଖ! ଏଠା ରେ ବାଲ୍ ପୂଜାରୀମାନଙ୍କ ଛଡା ଯେପରି ଏଠା ରେ ଆଉ କହେି ନ ଥାଏ। ଏଥିପାଇଁ ଖାଜେି ନିଶ୍ଚିଚ ହୁଅ ଯେ, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ଦାସ ଏଠା ରେ ନାହିନ୍ତି।

ପ୍ରଥମ ବଂଶାବଳୀ 2:55
ଏବଂ ୟାବେସ୍ ରେ ବାସ କରୁଥିବା ଲିପିକାରମାନଙ୍କର ପରିବାରସବୁ ତିରିଯାଥୀଯ, ଶିମିଯଥୀଯ ଓ ସୁଖାଥୀଯ ଥିଲେ। ଏହି କୀନୀଯ ଲୋକମାନେ ହମ୍ମତରୁ ଆସିଥିଲେ। ହମ୍ମତ୍ ବେଥ- ରଖାବରେ ପ୍ରତିଷ୍ଠାତା ଥିଲେ।

ନିହିମିୟା 3:14
ବୈଥ୍ ହକ୍କରେମ୍ ପ୍ରଦେଶର ଅଧ୍ଯକ୍ଷ ରେଖବର ପୁତ୍ର ମଲକିଯ ଖତଦ୍ବାରର ଜୀର୍ଣ୍ଣଅଂଶ ଗଠନ କଲେ ଓ ତହିଁର କବାଟ, ହୁଡୁକା ଓ ଅର୍ଗଳ ଲଗାଇଲା।

ଯିରିମିୟ 35:6
ମାତ୍ର ସମାନେେ ଉତ୍ତର ଦେଲେ, ଆମ୍ଭମାନେେ ଦ୍ରାକ୍ଷାରସ ପାନ କରିବୁ ନାହିଁ। କାରଣ ଆମ୍ଭମାନଙ୍କର ପୂର୍ବପୁରୁଷ ରେଖବର ପୁତ୍ର ଯିହାନୋଦବ୍ ଆମ୍ଭମାନଙ୍କୁ ଏହି ଆଜ୍ଞା ଦଇେଅଛନ୍ତି, 'ତୁମ୍ଭମାନେେ ଓ ତୁମ୍ଭମାନଙ୍କର ସନ୍ତାନଗଣ କହେି କବେେ ଦ୍ରାକ୍ଷାରସ ପାନ କରିବ ନାହିଁ।

ଯିରିମିୟ 35:8
ତେଣୁ ଆମ୍ଭମାନେେ ରେଖବୀଯ ବଂଶ ଆମ୍ଭ ପୂର୍ବପୁରୁଷ ଯିହାନୋଦବ୍ ଆମ୍ଭମାନଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଓ ଗୃହ ନିର୍ମାଣ ନ କରିବାକୁ ଯେଉଁ ଆଜ୍ଞା ଦଇେଛନ୍ତି ତାହା ପାଳନ କରି ଆସିଅଛୁ। ଆଉ ଆମ୍ଭମାନେେ, ଆମ୍ଭମାନଙ୍କର ସ୍ତ୍ରୀମାନେ ଓ ଆମ୍ଭମାନଙ୍କର ପୁତ୍ର କନ୍ଯାମାନେ କବେେ ଦ୍ରାକ୍ଷାରସ ପାନ କରୁ ନାହୁଁ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்