Base Word
אַבְנֵט
Short Definitiona belt
Long Definitiongirdle, sash
Derivationof uncertain derivation
International Phonetic Alphabetʔɑbˈn̪et̪’
IPA modʔɑvˈnet
Syllableʾabnēṭ
Dictionab-NATE
Diction Modav-NATE
Usagegirdle
Part of speechn-m

ଯାତ୍ରା ପୁସ୍ତକ 28:4
ବୁକପଟା, ଏଫୋଦ, ଗୋଟିଏ ଚୋଗା, ଶୁକ୍ଲ ସୁତା ରେ ବୁଣା ୟାଇଥିବା ଚୋଗା, ପଗଡି ଓ କଟି ବନ୍ଧନ ସମାନେେ ପ୍ରସ୍ତୁତ କରିବା ଉଚିତ୍। ଏହି ଲୋକମାନେ ଏହିସବୁ ପବିତ୍ର ବସ୍ତ୍ର ତୁମ୍ଭର ଭାଇ ହାରୋଣ ଓ ତାହାର ପୁତ୍ରଗଣ ପାଇଁ ପ୍ରସ୍ତୁତ କରିବ, ଯେଉଁଥିପାଇଁ ସମାନେେ ମାରେ ଯାଜକ ରୁପେ ସବୋ କରିବେ।

ଯାତ୍ରା ପୁସ୍ତକ 28:39
ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୋମ ବସ୍ତ୍ର ରେ ଓ ପାଗକୁ ଶୁଭ୍ର କ୍ଷୋମ ସୂତ୍ର ରେ ପ୍ରସ୍ତୁତ କରିବ। ପୁଣି କଟୀବନ୍ଧନ ସୂଚୀକର୍ମ ଦ୍ବାରା ଚିତ୍ର ବିଚିତ୍ର କରିବ।

ଯାତ୍ରା ପୁସ୍ତକ 28:40
ହାରୋଣର ପୁତ୍ରଗଣଙ୍କ ନିମନ୍ତେ ଚୋଗା, କଟୀବନ୍ଧନ ଓ ପଗଡି ପ୍ରସ୍ତୁତ କର। ଏହି ବସ୍ତ୍ରଗୁଡିକ ସମାନଙ୍କେୁ ଗୌରବ ଓ ସୌନ୍ଦର୍ୟ୍ଯ ଦବେ।

ଯାତ୍ରା ପୁସ୍ତକ 29:9
ହାରୋଣର ଓ ତା'ର ପୁତ୍ରମାନଙ୍କର କଟୀ ରେ କଟୀବନ୍ଧନ ବାନ୍ଧିଦିଅ ଓ ସମାନଙ୍କେ ମସ୍ତକରେ ପଗଡି ବାନ୍ଧ। ତହିଁରେ ସମାନେେ ବିଶଷେ ବ୍ଯବସ୍ଥା ଅନୁସାରେ ସର୍ବଦା ଯାଜକ ହବେେ।

ଯାତ୍ରା ପୁସ୍ତକ 39:29
ସମାନେେ ନୀଳ, ବାଇଗଣୀ, ଲାଲ ରଂଗର ସୂତ୍ର ରେ ଝାଲରେି କାର୍ୟ୍ଯ ଦ୍ବାରା ଏକ କଟୀବନ୍ଧନ ପ୍ରସ୍ତୁତ କଲେ। ସଦାପ୍ରଭୁଙ୍କର ମାଶାଙ୍କେ ପ୍ରତି ଆଜ୍ଞାନୁସା ରେ।

ଲେବୀୟ ପୁସ୍ତକ 8:7
ସେ ହାରୋଣଙ୍କୁ ଜାମା ପିନ୍ଧାଇଲେ, କଟୀ ରେ ତାଙ୍କର ବେଲ୍ଟ ବାନ୍ଧିଲେ, ତାଙ୍କୁ ଚୋଗା ପିନ୍ଧାଇଲେ, ତାଙ୍କୁ ଏଫୋଦ ପିନ୍ଧାଇଲେ, ତା'ପରେ ଏଫୋଦକୁ ସିନ୍ଦୁର ବେଲ୍ଟ ରେ ବାନ୍ଧିଲେ।

ଲେବୀୟ ପୁସ୍ତକ 8:13
ତା'ପରେ ମାଶାେ ହାରୋଣଙ୍କ ପୁତ୍ରଗଣଙ୍କୁ ଆଣି ସମାନଙ୍କେୁ ଜାମା ପିନ୍ଧାଇଲେ, କଟୀ ରେ ସମାନଙ୍କେର କଟୀବନ୍ଧନୀ ବାନ୍ଧିଲେ ଓ ସମାନଙ୍କେୁ ଶିରୋଭୂଷଣ ରେ ଭୂଷିତ କଲେ। ମାଶାେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।

ଲେବୀୟ ପୁସ୍ତକ 16:4
ହାରୋଣ ଜଳ ରେ ନିଜର ଶରୀରକୁ ଧେ ୗତ କରି ପବିତ୍ର ଶୁଭ୍ର ଜାମା ପିନ୍ଧିବେ, ଦହେ ରେ ଶୁଭ୍ର ଜଙ୍ଘିଆ ଧାରଣ କରିବେ, ଶୁଭ୍ର କଟୀବନ୍ଧନୀ କଟି ରେ ବାନ୍ଧିବେ ଓ ଶୁଭ୍ର ପଗଡି ମୁଣ୍ଡ ରେ ପିନ୍ଧିବେ। ଏସବୁ ପବିତ୍ର ବସ୍ତ୍ର।

ଯିଶାଇୟ 22:21
ସଦେିନ ମୁଁ ତୁମ୍ଭର ପରିଧାନ ନଇେ ତାକୁ ପିନ୍ଧାଇବି। ମୁଁ ତୁମ୍ଭର କତ୍ତୃର୍ତ୍ବାଧିକାର ତାକୁ ସମର୍ପଣ କରିବି। ତେଣୁ ସେ ୟିରୁଶାଲମ ନିବାସୀ ଓ ଯିହୁଦା ବଂଶର ପିତା ହବେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்