Base Word
רַהַב
Short DefinitionRahab (i.e., boaster), an epithet of Egypt
Long Definitionstorm, arrogance (but only as names)
Derivationthe same as H7293
International Phonetic Alphabetrɑˈhɑb
IPA modʁɑˈhɑv
Syllablerahab
Dictionra-HAHB
Diction Modra-HAHV
UsageRahab
Part of speechn-m

ଗୀତସଂହିତା 87:4
ପରମେଶ୍ବର ତାଙ୍କର ଲୋକମାନଙ୍କର ଏକ ତାଲିକା ରଖିଛନ୍ତି। ସେ ଜାଣନ୍ତି ତାଙ୍କର ପ୍ରେତ୍ୟକକ ଲୋକ କେଉଁଠାରେ ଜନ୍ମ ହାଇେଥିଲେ। ସହେିମାନଙ୍କ ମଧ୍ଯରୁ ଯେଉଁମାନେ ତାଙ୍କର ସବୋ କରନ୍ତି, ସମାନେେ ମିଶର ଓ ବାବିଲରେ ବାସ କରନ୍ତି।

ଗୀତସଂହିତା 89:10
ତୁମ୍ଭେ ରାହାବକୁ ପରାସ୍ତ କରିଅଛ। ସେ ଏକ ଶବପରି ଥିଲା। ତୁମ୍ଭେ ତୁମ୍ଭର ମହାଶକ୍ତି ଦ୍ବାରା ତୁମ୍ଭର ଶତ୍ରୁମାନଙ୍କୁ ଛିନ୍ନଛତ୍ର କରିଅଛ।

ଯିଶାଇୟ 51:9
ହେ ସଦାପ୍ରଭୁଙ୍କ ବାହୁ, ଉଠ, ଜାଗ୍ରତ ହୁଅ। ବଳ ଧାରଣ କର। ଯେପରି ପୂର୍ବକାଳ ରେ ଓ ପ୍ରାଚୀନକାଳର ପୁରୁଷ ପରମ୍ପରା ସମୟରେ ଉଠିଥିଲ, ସହେିପରି ଜାଗ। ରାହବକୁ ଯେ ଖଣ୍ଡ ଖଣ୍ଡ କରି କାଟିଥିଲେ ଓ ନାଗକୁ ଯେ ବିଦ୍ଧ କରିଥିଲେ, ସହେି ପ୍ରଭୁ ତୁମ୍ଭେ ନୁହଁ କି ?

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்