Base Word | |
קֶרַח | |
Short Definition | ice (as if bald, i.e., smooth); hence, hail; by resemblance, rock crystal |
Long Definition | frost, ice, ice crystal |
Derivation | or קֹרַח; from H7139 |
International Phonetic Alphabet | k’ɛˈrɑħ |
IPA mod | kɛˈʁɑχ |
Syllable | qeraḥ |
Diction | keh-RA |
Diction Mod | keh-RAHK |
Usage | crystal, frost, ice |
Part of speech | n-m |
ଆଦି ପୁସ୍ତକ 31:40
ଦିନର ଖରା ଏବଂ ରାତିର ଥଣ୍ଡା ରେ ମୁଁ କାର୍ୟ୍ଯ କରିଛି। ମୁଁ ନଶାଇେ ଏହି ପ୍ରକା ରେ ମୁଁ ତୁମ୍ଭର ସବୋ କଲି।
ଆୟୁବ ପୁସ୍ତକ 6:16
କେତବେେଳେ ବରଫ ରେ ଭର୍ତ୍ତି ହାଇୟୋଏ ଏବଂ ବରଫ ତରଳି ୟାଏ।
ଆୟୁବ ପୁସ୍ତକ 37:10
ପରମେଶ୍ବରଙ୍କ ନିଶ୍ବାସ ରେ ବରଫ ସୃଷ୍ଟି ହୁଏ ଓ ସମୁଦ୍ର ଜମାଟ ବାନ୍ଧି ୟାଏ।
ଆୟୁବ ପୁସ୍ତକ 38:29
ବରଫର କ'ଣ ମାତା ଅଛି ? କିଏ କୁଆପଥରର ଜନ୍ମଦାତା ଅଟେ।
ଗୀତସଂହିତା 147:17
ପରମେଶ୍ବର ପଥର ପରି ଆକାଶରୁ ଖଣ୍ଡ ଖଣ୍ଡ ବରଫ ପକାନ୍ତି, ତାଙ୍କ ପଠାୟାଇଥିବା ଶୀତ ଆଗରେ କହେି ଠିଆ ହାଇେ ପାରିବେ ନାହିଁ।
ଯିରିମିୟ 36:30
ଏଣୁ ଯିହୁଦାର ରାଜା ଯିହାୟୋଦାରକୀମ୍ ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି, ଦାଉଦର ସିଂହାସନ ରେ ବସିବା ପାଇଁ ତାହାର କହେି ବଂଶଧର ରହିବେ ନାହିଁ। ଆଉ ତାହାର ମୃତ ଶରୀରକୁ ଦିନ ବେଳେ ଖରା ରେ ଓ ରାତ୍ରି ବଳୋ କାକର ରେ ପକାୟିବ।
ଯିହିଜିକଲ 1:22
ପୁଣି ସହେି ଜୀବିତ ପ୍ରାଣୀମାନଙ୍କର ମସ୍ତକରେ ଏକ ଆସ୍ତରଣ ଥିଲା, ଏହା ସ୍ଫଟିକ ତୁଲ୍ଯ ଉଜ୍ବଳ ଓ ସ୍ବଚ୍ଛ ଥିଲା। ଏହା ସମାନଙ୍କେ ମସ୍ତକର ଚତୁଃପାଶର୍ବ ରେ ବିସ୍ତାରିତ ଥିଲା।
Occurences : 7
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்