Base Word
קָרֵב
Short Definitionnear
Long Definitionnear, approaching
Derivationfrom H7126
International Phonetic Alphabetk’ɔːˈreb
IPA modkɑːˈʁev
Syllableqārēb
Dictionkaw-RABE
Diction Modka-RAVE
Usageapproach, come (near, nigh), draw near
Part of speecha

ଗଣନା ପୁସ୍ତକ 1:51
ଯେତବେେଳେ ପବିତ୍ର ତମ୍ବୁ ସ୍ଥାନାନ୍ତରିତ କରାୟିବ, ଲବେୀୟମାନେ ତାହାକୁ ତଳକୁ ଆଣିବା ଉଚିତ୍ ଏବଂ ପୁଣିଥରେ ସ୍ଥାପନ କରିବା ଉଚିତ୍। ଲବେୀୟ ବ୍ଯତୀତ, ଅନ୍ୟ ଯେକହେି ସଠାେକୁ ୟାଏ, ତାକୁ ହତ୍ଯା କରାୟିବ।

ଗଣନା ପୁସ୍ତକ 3:10
ପୁଣି ତୁମ୍ଭେ ହାରୋଣ, ତା'ର ପୁତ୍ରଗଣଙ୍କୁ ଯାଜକରୂପେ ନିୟୁକ୍ତି କରିବ। ସମାନେେ ଯାଜକରୂପେ ସବୋ କାର୍ୟ୍ଯ କରିବେ। ଯଦି କୌଣସି ବିଦେଶୀ ପାଖକୁ ଆ ସେ, ତାକୁ ଆଇନ ସଙ୍ଗତ କାର୍ୟ୍ଯ କରିବ।

ଗଣନା ପୁସ୍ତକ 3:38
ମାଶାେ, ହାରୋଣ ଓ ତାହାର ପୁତ୍ରଗଣ ଆବାସର ତମ୍ବୁସବୁ ପବିତ୍ର ତମ୍ବୁର ପୂର୍ବଦିଗ ସମ୍ମୁଖ ରେ ଛାଉଣୀ ସ୍ଥାପନ କରିବେ। ସମାନେେ ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ ପବିତ୍ରସ୍ଥାନର ରକ୍ଷା କରିବେ। ଯଦି କୌଣସି ବିଦେଶୀ ଏହା ପାଖକୁ ୟାଏ, ତାକୁ ମୁତ୍ଯୁଦଣ୍ତ ଦିଆୟିବ।

ଗଣନା ପୁସ୍ତକ 17:13
ଯେ କହେି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିକଟକୁ ଆସୁଛି, ସେ ମରୁଅଛି, ଏହା କ'ଣ ସତ୍ଯ ଆମ୍ଭେ ସମସ୍ତେ ପ୍ରାଣ ଛାଡି ବିନଷ୍ଟ ହବୋ?

ଗଣନା ପୁସ୍ତକ 17:13
ଯେ କହେି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିକଟକୁ ଆସୁଛି, ସେ ମରୁଅଛି, ଏହା କ'ଣ ସତ୍ଯ ଆମ୍ଭେ ସମସ୍ତେ ପ୍ରାଣ ଛାଡି ବିନଷ୍ଟ ହବୋ?

ଗଣନା ପୁସ୍ତକ 18:7
କିନ୍ତୁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ୟଜ୍ଞବଦେୀ ସମ୍ବନ୍ଧୀଯ ସକଳ ବିଷଯ ରେ ଓ ବିଚ୍ଛଦବେସ୍ତ୍ର ଭିତ ରେ ପବିତ୍ର ସ୍ଥାନ ରେ ଯାଜକତ୍ବ ପାଳନ କରିବ ଓ ସବୋ କରିବ, ଆମ୍ଭେ ଆମ୍ଭର ଦାନଜନିତ ସବୋରୂପେ ତୁମ୍ଭମାନଙ୍କୁ ଯାଜକତ୍ବ ପଦ ଦଲେୁ। ଯଦି କହେି ଅଜଣା ବ୍ଯକ୍ତି ମାରେ ପବିତ୍ରସ୍ଥାନ ନିକଟକୁ ଆ ସେ, ତାକୁ ହତ୍ଯା କରାୟିବ।

ଦିତୀୟ ବିବରଣ 20:3
' ହେ ଇଶ୍ରାୟେଲବାସୀ ମାରେ କଥା ଶକ୍ସ୍ଟଣ। ଆଜି ତୁମ୍ଭମାନେେ ତୁମ୍ଭର ଶତୃମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ୟିବ। ତୁମ୍ଭମାନେେ କବେେ ଭୟକରିବ ନାହିଁ, ତୁମ୍ଭମାନଙ୍କେର ହୃଦଯ ଦୁର୍ବଳ କରନାହିଁ।

ପ୍ରଥମ ଶାମୁୟେଲ 17:41
ପଲେଷ୍ଟୀୟ ଧି ରେ ଧି ରେ ଅଗ୍ରସର ହାଇେ ଦାଉଦଙ୍କର ସନ୍ନିକଟି ହେଲା ଓ ତା'ର ଢାଲବାହକ ତା'ର ଆଗେ ଆଗେ ଗ୍ଭଲିଲା।

ଦିତୀୟ ଶାମୁୟେଲ 18:25
ପ୍ରହରୀଟି ରାଜା ଦାଉଦଙ୍କକ୍ସ୍ଟ କହିଲେ, ରାଜା ଦାଉଦ କହିଲେ, ଯଦି ସେ ଲୋକଜଣକ ଏକା ଆସକ୍ସ୍ଟଅଛି ତବେେ ସେ ଖବର ନଇେ ଆସିଛ।

ପ୍ରଥମ ରାଜାବଳୀ 4:27
ପ୍ରତି ମାସ ସହେି ବାର ଜଣ ରାଜ୍ଯପାଳମାନଙ୍କ ମଧ୍ଯରୁ ଜଣେ ଶଲୋମନ ରାଜା ଦ୍ବାରା ନିୟୁକ୍ତି ହେଲେ। ରାଜାଙ୍କର ସହେିମାନଙ୍କ ପାଇଁ ଯେଉଁମାନେ ଖାଇବା ଟବେୁଲ୍ ରେ ଅଂଶ ନେଲେ, ସମାନଙ୍କେ ପାଇଁ ଖାଦ୍ୟଦ୍ରବ୍ଯ ଯୋଗଇଲେ। ସମାନେେ କିଛି ଊଣା ନକରି ନିର୍ଦ୍ଧିଷ୍ଟ ମାସ ପାଇଁ ଖାଦ୍ୟ ଯୋଗଇଲେ।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்