Base Word
קָנַן
Short Definitionto nestle, i.e., build or occupy as a nest
Long Definitionto make a nest
Derivationa primitive root; to erect; but used only as denominative from H7064
International Phonetic Alphabetk’ɔːˈn̪ɑn̪
IPA modkɑːˈnɑn
Syllableqānan
Dictionkaw-NAHN
Diction Modka-NAHN
Usagemake...nest
Part of speechv

ଗୀତସଂହିତା 104:17
ସହେି ବୃକ୍ଷଗୁଡ଼ିକ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି। ସାରସ ପକ୍ଷୀ ସୋନବରେ ବୃକ୍ଷରେ ବାସ କରନ୍ତି।

ଯିଶାଇୟ 34:15
ପଚୋଗଣ ସଠାେ ରେ ବାସ କରିବେ ଏବଂ ପରିବାରକୁ ବୃଦ୍ଧି କରିବେ। ଚିଲମାନେ ନିଜର ସଙ୍ଗିନୀ ସହିତ ମିଳିତ ହବେେ।

ଯିରିମିୟ 22:23
ହେ ରାଜା, ତୁମ୍ଭେ ଏରସ କାଠ ନିର୍ମିତ ଗୃହ ରେ ଉଚ୍ଚ ପର୍ବତ ଉପ ରେ ବାସ କରି ଲିବା ନୋନ ରେ ରହିଲା ପରି ନିଜକୁ ନିରାପଦ ମନେ କରନ୍ତୁ। ମାତ୍ର ଯେତବେେଳେ ତୁମ୍ଭେ ଶାସ୍ତି ପାଇବ, ତୁମ୍ଭେ ପ୍ରସବ ବଦନୋ ତୁଲ୍ଯ ବିଳାପ କରିବ।

ଯିରିମିୟ 48:28
ହେ ମାୟୋବ ନିବାସୀଗଣ, ତୁମ୍ଭମାନେେ ତୁମ୍ଭମାନଙ୍କ ନଗରସବୁ ତ୍ଯାଗ କରି ଶୈଳମାନଙ୍କ ରେ ବାସ କର। ଏବଂ ଏକ କପୋତ ପରି ହୁଅ ୟିଏକି ତା'ର ବସା ଗିରିପଥର ମୁହଁ ପାଶର୍‌ବ ରେ ତିଆରି କରେ।

ଯିହିଜିକଲ 31:6
ଆକାଶର ପକ୍ଷୀସକଳ ତାହାର ଡାଳ ରେ ବସା ବାନ୍ଧିଲେ। କ୍ଷେତ୍ରସ୍ଥ ପଶୁମାନେ ତାହାର ଶାଖାତଳେ ପ୍ରସବ କଲେ। ଏବଂ ତାହାର ଛାଯା ତଳେ ବହୁତ ଜାତିଗଣ ବାସ କଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்