Base Word
קְנַז
Short DefinitionKenaz, the name of an Edomite and of two Israelites
Long Definitionson of Eliphaz and grandson of Esau; one of the dukes of Edom
Derivationprobably from an unused root meaning to hunt; hunter
International Phonetic Alphabetk’ɛ̆ˈn̪ɑd͡z
IPA modkɛ̆ˈnɑz
Syllableqĕnaz
Dictionkeh-NAHDZ
Diction Modkeh-NAHZ
UsageKenaz
Part of speechn-pr-m

ଆଦି ପୁସ୍ତକ 36:11
ଇଲୀଫସର ପାଞ୍ଚ ପୁତ୍ର ଥିଲେ, ତୈମନ୍, ଓମାର, ସଫୋ, ଗଯିତମ୍ ଓ କନସ୍।

ଆଦି ପୁସ୍ତକ 36:15
ଏଷୌର ସନ୍ତାନମାନଙ୍କ ପରିବାରବର୍ଗ।

ଆଦି ପୁସ୍ତକ 36:42
ମୂଖ୍ଯ ପୀ ନୋନ୍, ମୂଖ୍ଯ କନସ୍, ମୁଖ୍ଯ ତୈମନ୍,

ଯିହୋଶୂୟ 15:17
କାଲେବ୍ ଭାଇ କନସର ପକ୍ସ୍ଟତ୍ର ଅନୀଯଲେ ସେ ସହରକକ୍ସ୍ଟ ପରାସ୍ତ କଲେ। ତେଣୁ କାଲେବ୍ ନିଜର କନ୍ଯା ଅକଷାରକକ୍ସ୍ଟ ଅତ୍ନୀଯଲେ ସହିତ ବିବାହ ଦେଲେ।

ବିଚାରକର୍ତାମାନଙ୍କ ବିବରଣ 1:13
କାଲେବ୍ର ଜଣେ କନିଷ୍ଠ ଭାଇ ଥିଲେ ଯାହାର ନାମ ଥିଲା କନସର। କନ୍ସର ପକ୍ସ୍ଟତ୍ର ଅତ୍ନୀଯଲେ। ଅତ୍ନୀଯଲେ କରିଯଥ- ସଫରେର ସହର ଅଧିକାର କରିଥିଲେ ଏବଂ କାଲେବ୍ ତାଙ୍କୁ ଅକ୍ଷାରକକ୍ସ୍ଟ ବିବାହ ଦେଲେ।

ବିଚାରକର୍ତାମାନଙ୍କ ବିବରଣ 3:9
ଏହାପରେ ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସମାନଙ୍କେୁ ସାହାୟ୍ଯ ଓ ରକ୍ଷା କରିବା ପାଇଁ ସଦାପ୍ରଭୁ ଏକ ଲୋକ ପଠାଇଲେ। ସହେି ଲୋକର ନାମ ଥିଲା ଅତ୍ନୀଯଲେ। ସେ ଥିଲେ କାଲବଙ୍କେର ସାନ ଭାଇ କନସରର ପକ୍ସ୍ଟତ୍ର।

ବିଚାରକର୍ତାମାନଙ୍କ ବିବରଣ 3:11
ଅତଯବ, ଗ୍ଭଳିଷ ବର୍ଷ ପାଇଁ ସହେି ଭୂମି ଶାନ୍ତି ରେ ରହିଲା। କନ୍ସର ପକ୍ସ୍ଟତ୍ର ଅତ୍ନୀଯଲେ ମୃତକ୍ସ୍ଟ୍ଯବରଣ କଲା ପର୍ୟ୍ଯନ୍ତ।

ପ୍ରଥମ ବଂଶାବଳୀ 1:36
ଇଲୀଫସଙ୍କର ପୁତ୍ରମାନେ ଥିଲେ : ତୈମନ, ଓମାର, ସଫୀ, ଗଯିତମ ଓ କନସ, ଇଲିଫସ, ତିମ୍ନଙ୍କର ଓ ଅମାଲକେ।

ପ୍ରଥମ ବଂଶାବଳୀ 1:53
କନସ, ତୈମନ, ମିବ୍ସର,

ପ୍ରଥମ ବଂଶାବଳୀ 4:13
କନହସଙ୍କର ପୁତ୍ରମାନେ ଥିଲେ ଅତ୍ନୀଯଲେ ଓ ସରାଯ, ଅତ୍ନୀଯଲଙ୍କେର ପୁତ୍ରମାନେ ଥିଲେ ହଥତ୍ ଓ ମିୟନୋଥୟ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்