Base Word
קַנָּא
Short Definitionjealous
Long Definitionjealous (only of God)
Derivationfrom H7065
International Phonetic Alphabetk’ɑnˈnɔːʔ
IPA modkɑˈnɑːʔ
Syllableqannāʾ
Dictionkahn-NAW
Diction Modka-NA
Usagejealous
Part of speecha

ଯାତ୍ରା ପୁସ୍ତକ 20:5
କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା'ର ସବୋ କରିବ ନାହିଁ। କାହିଁକି? କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ। ମୁଁ ଇର୍ଷାପରାଯଣ ପରମେଶ୍ବର। ଯେଉଁମାନେ ମାେତେ ଘୃଣା କରନ୍ତି ସମାନେେ ମାରେ ଶତୃ ରେ ଗଣାୟାନ୍ତି ଏବଂ ମୁଁ ସମାନଙ୍କେୁ ସମାନଙ୍କେର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଶାସ୍ତି ବିଧାନ କରିବି।

ଯାତ୍ରା ପୁସ୍ତକ 34:14
ଅନ୍ୟ କୌଣସି ଦବେତାଙ୍କର ଉପାସନା କର ନାହିଁ, କାରଣ ମାରେ ନାମ ୟିହୋବା, ସ୍ବଗୌରବ ରକ୍ଷଣ ରେ ଉଦ୍ ଯୋଗୀ, ମୁଁ ସ୍ବ ଗୌରବ ରକ୍ଷଣ ରେ ଉଦ୍ୟୋଗୀ ପରମେଶ୍ବର।

ଯାତ୍ରା ପୁସ୍ତକ 34:14
ଅନ୍ୟ କୌଣସି ଦବେତାଙ୍କର ଉପାସନା କର ନାହିଁ, କାରଣ ମାରେ ନାମ ୟିହୋବା, ସ୍ବଗୌରବ ରକ୍ଷଣ ରେ ଉଦ୍ ଯୋଗୀ, ମୁଁ ସ୍ବ ଗୌରବ ରକ୍ଷଣ ରେ ଉଦ୍ୟୋଗୀ ପରମେଶ୍ବର।

ଦିତୀୟ ବିବରଣ 4:24
କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଜଣେ ଇର୍ଷାପରାଯଣ ପରମେଶ୍ବର ଏବଂ ସେ ଅଗ୍ନି ସ୍ବରୂପ ଧ୍ବଂସ କରନ୍ତି, ଯେଉଁମାନେ ଅନ୍ୟ ଦବେତାମାନଙ୍କୁ ପୂଜା କରନ୍ତି।

ଦିତୀୟ ବିବରଣ 5:9
ତକ୍ସ୍ଟମ୍ଭମାନେ ସମାନଙ୍କେର ପୂଜା କରିବ ନାହିଁ, କି ସମାନଙ୍କେର ସବୋ କରିବ ନାହିଁ। ଯେ ହତେକ୍ସ୍ଟ ଆମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ସ୍ବ ଗୌରବ ରକ୍ଷଣ ରେ ଉଦ୍ୟୋଗୀ ପରମେଶ୍ବର ଅଟକ୍ସ୍ଟ। ଯେଉଁମାନେ ଆମ୍ଭକକ୍ସ୍ଟ ଘୃଣା କରନ୍ତି, ଆମ୍ଭେ ସମାନଙ୍କେର ତୃତୀୟ ଓ ଚତକ୍ସ୍ଟର୍ଥ ପୁରୁଷ ପର୍ୟ୍ଯନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳ ଦାତା।

ଦିତୀୟ ବିବରଣ 6:15
ତକ୍ସ୍ଟମ୍ଭମାନେ ଯଦି ଏପରି କର, ସଦାପ୍ରଭୁଙ୍କର କୋରଧ ତକ୍ସ୍ଟମ୍ଭ ପ୍ରତିକୂଳ ରେ ପ୍ରଜ୍ବଳିତ ହବେ ଓ ସେ ଦେଶରକ୍ସ୍ଟ ତୁମ୍ଭକୁ ବିନାଶ କରବେ। କାରଣ ତକ୍ସ୍ଟମ୍ଭ ମଧିଅରେ ଥିବା ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣାର ମହିମା ବଜାଯ ରଖିବା ପାଇଁ ଇର୍ଷାପରାଯଣ ଅଟନ୍ତି।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்