Base Word
קָנָא
Short Definitionto be (causatively, make) zealous, i.e., (in a bad sense) jealous or envious
Long Definitionto envy, be jealous, be envious, be zealous
Derivationa primitive root
International Phonetic Alphabetk’ɔːˈn̪ɔːʔ
IPA modkɑːˈnɑːʔ
Syllableqānāʾ
Dictionkaw-NAW
Diction Modka-NA
Usage(be) envy(-ious), be (move to, provoke to) jealous(-y), × very, (be) zeal(-ous)
Part of speechv

ଆଦି ପୁସ୍ତକ 26:14
ତାଙ୍କର ପଲପଲ ମଷେ, ପଶୁପଲ ଏବଂ ଦାସ ଥିଲେ। ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କ ପ୍ରତି ଇର୍ଷା କରିବାକୁ ଲାଗିଲେ।

ଆଦି ପୁସ୍ତକ 30:1
ରାହେଲ ଦେଖିଲା ଯେ, ସେ କୌଣସି ପିଲା ଜନ୍ମ କରିପାରୁ ନାହିଁ। ରାହେଲ ତା'ର ଭଊଣୀ ଲୟୋ ପ୍ରତି ଇର୍ଷାନିତ୍ବ ହେଲା। ତେଣୁ ରାହେଲ ଯାକୁବକୁ କହିଲା, ମାେତେ ପିଲା ଦିଅ ନେ ହେଲେ ମୁଁ ମରିବି।

ଆଦି ପୁସ୍ତକ 37:11
ଯୋଷଫେର ଭାଇମାନେ ତାଙ୍କ ପ୍ରତି ବହୁତ ଇର୍ଷାପରାଯଣ ହେଲେ। କିନ୍ତୁ ଯୋଷଫେର ପିତା ଏକଥାକୁ ଗଭୀର ଭାବରେ ଚିନ୍ତା କଲେ, ଏହାର ଅର୍ଥ କ'ଣ ହାଇପୋ ରେ।

ଗଣନା ପୁସ୍ତକ 5:14
ଆଉ ଯବେେ ତା'ର ସ୍ବାମୀ ସନ୍ଦହେ କରେ, ଯେତବେେଳେ ସେ ନିଜକୁ କଳୁଷିତ କରିଥାଏ, ସେ ତାକୁ ସନ୍ଦହେ କରେ ଯେତବେେଳେ ସେ କଳୁଷିତ କର୍ମ କରିନଥାଏ।

ଗଣନା ପୁସ୍ତକ 5:14
ଆଉ ଯବେେ ତା'ର ସ୍ବାମୀ ସନ୍ଦହେ କରେ, ଯେତବେେଳେ ସେ ନିଜକୁ କଳୁଷିତ କରିଥାଏ, ସେ ତାକୁ ସନ୍ଦହେ କରେ ଯେତବେେଳେ ସେ କଳୁଷିତ କର୍ମ କରିନଥାଏ।

ଗଣନା ପୁସ୍ତକ 5:30
ଯଦି ଜଣେ ମନୁଷ୍ଯ ଏହି ବିଷଯ ରେ ତା'ର ସ୍ତ୍ରୀକୁ ସନ୍ଦହେ କରେ, ସେ ସହେି ସ୍ତ୍ରୀ କି ସଦାପ୍ରଭୁଙ୍କ ସମ୍ମୁଖ ରେ ଉପସ୍ଥିତ କରାଇବ, ପୁଣି ଯାଜକ ସହେି ସ୍ତ୍ରୀ ପ୍ରତି ଏହି ସମସ୍ତ ବ୍ଯବସ୍ଥା ପାଳନ କରିବ।

ଗଣନା ପୁସ୍ତକ 11:29
ମାଶାେ ଉତ୍ତର ଦେଲେ, ତୁମ୍ଭେ ମାେ ସକାଶୁ କ'ଣ ଈର୍ଷା କରୁଅଛୁ? ସଦାପ୍ରଭୁ ସମସ୍ତ ଲୋକଙ୍କୁ ଭବିଷ୍ଯଦ୍ବାଣୀ କରିବା ପାଇଁ ସମାନଙ୍କେ ଉପରେ ଆପଣା ଆତ୍ମା ଦିଅନ୍ତୁ।

ଗଣନା ପୁସ୍ତକ 25:13
ତହୁଁ ତାପ୍ରତି ଓ ତା ଅନ୍ତେ ତାହାର ସନ୍ତାନଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ବର ନିଯମ ରହିବ। କାରଣ ସେ ଆପଣା ପରମେଶ୍ବରଙ୍କ ପକ୍ଷ ରେ କୋର୍ଧଭାବ ପ୍ରକାଶ କଲା ଓ ଇଶ୍ରାୟେଲ ସନ୍ତାନଗଣ ନିମନ୍ତେ ପ୍ରାଯଶ୍ଚିତ କଲା।

ଦିତୀୟ ବିବରଣ 32:16
ସଦାପ୍ରଭୁଙ୍କର ଲୋକମାନେ ତାଙ୍କୁ ଇର୍ଷା କଲେ। ସମାନେେ ଅନ୍ୟ ଦବଗେଣଙ୍କର ପୂଜା କଲେ। ସମାନେେ ପ୍ରତିମା ପୂଜା କଲେ। ଏବଂ ପରମେଶ୍ବର ସମାନଙ୍କେ ଉପରେ କୋରଧ କଲେ।

ଦିତୀୟ ବିବରଣ 32:21
ଯେଉଁମାନେ ଦବେତା ନକ୍ସ୍ଟହଁନ୍ତି ସମାନଙ୍କେ ସହିତ ମାେତେ ଇର୍ଷା ପରାଯଣ କଲେ। ସମାନେେ ସମାନଙ୍କେର ଅସାରତା ଦ୍ବାରା ମାେତେ ବିରକ୍ତ କଲେ। ସେଥିପାଇଁ ମୁ ଇଶ୍ରାୟେଲକକ୍ସ୍ଟ ଇର୍ଷାନିତ୍ବ କରାଇବି ସହେିମାନଙ୍କ ମାଧ୍ଯମ ରେ ଯେଉଁମାନେ ପ୍ରକୃତି ଜାତି ନକ୍ସ୍ଟହଁନ୍ତି। ମୁ ସମାନଙ୍କେୁ ମୂର୍ଖ ଗୋଷ୍ଠୀ ଦ୍ବାରା ବିରକ୍ତ କରାଇବି।

Occurences : 32

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்