Base Word
קֶמַח
Short Definitionflour
Long Definitionflour, meal, meal flour
Derivationfrom an unused root probably meaning to grind
International Phonetic Alphabetk’ɛˈmɑħ
IPA modkɛˈmɑχ
Syllableqemaḥ
Dictionkeh-MA
Diction Modkeh-MAHK
Usageflour, meal
Part of speechn-m

ଆଦି ପୁସ୍ତକ 18:6
ଅବ୍ରହାମ ଶିଘ୍ର ତମ୍ବୁ ଭିତରକୁ ପ୍ରବେଶ କରି ସାରାକୁ କହିଲେ, ତିନି ସରେ ଉତ୍ତମ ମଇଦା ନଇେ ଛାଣି ଶିଘ୍ର ରୋଟି ପ୍ରସ୍ତୁତ କର।

ଗଣନା ପୁସ୍ତକ 5:15
ତବେେ ସହେି ପୁରୁଷ ନିଜ ସ୍ତ୍ରୀକୁ ଯାଜକ ନିକଟକୁ ଆଣିବ, ତା'ର ଉପହାର ଐଫାର ଦଶମାଂଶ ବାର୍ଲି ମଇଦା ଆଣିବ, ତହିଁ ଉପରେ ସେ ତୈଳ ଢାଳିବ ନାହିଁ, ଅବା ଧୂପ ସେଥି ରେ ସଂୟୋଗ କରିବ ନାହିଁ, କାରଣ ତାହା ଇର୍ଷାର ଶସ୍ଯ ନବୈେଦ୍ଯ, ତାହାର ଦୋଷକୁ ଅନାବୃତ କରିବା ପାଇଁ ଏହି ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରାଗଲା।

ବିଚାରକର୍ତାମାନଙ୍କ ବିବରଣ 6:19
ତେଣୁ ଗିଦ୍ଦିୟୋନ ଭିତରକକ୍ସ୍ଟ ୟାଇ ଏକ ଛାଗବତ୍ସକକ୍ସ୍ଟ ରାନ୍ଧିଲା। ଏକ କୋଡିଏ ପାଉଣ୍ତ ମଇଦାର ତାଡୀଶୂନ୍ଯ ରୋଟୀ ପ୍ରସ୍ତକ୍ସ୍ଟତ କଲେ, ଗିଦ୍ଦିୟୋନ ମାଂସକକ୍ସ୍ଟ ଗୋଟିଏ ଝକ୍ସ୍ଟଡି ରେ ଓ ଝୋଳକକ୍ସ୍ଟ ଅନ୍ୟ ପାତ୍ର ରେ ରଖିଲେ, ଏହିଗକ୍ସ୍ଟଡିକ ଆଣି ଆଲୋନ୍ ବୃକ୍ଷ ନିକଟରେ ରଖିଥିଲେ।

ପ୍ରଥମ ଶାମୁୟେଲ 1:24
ଏହାପରେ ସେ ତାହାକକ୍ସ୍ଟ ସ୍ତନପାନ ତ୍ଯାଗ କରାଇଲା ଓ ତିନି ଗୋବତ୍ସ ଓ ଏକ ଐଫା ମଇଦା ଓ ଏକ ବୋତଲ ଦ୍ରାକ୍ଷାରସ ତା' ସହିତ ପିଲାଟିକକ୍ସ୍ଟ ଶୀଲୋସ୍ଥିତ ସଦାପ୍ରଭୁଙ୍କ ଗୃହକକ୍ସ୍ଟ ଆଣିଲା। ଯେ ତବେଳେ ବାଳକଟି େଛାଟ ଥିଲା।

ପ୍ରଥମ ଶାମୁୟେଲ 28:24
ସହେି ସ୍ତ୍ରୀ ଲୋକଟାର ଏକ ସକ୍ସ୍ଟସ୍ଥସବଳ ବାଛକ୍ସ୍ଟରି ତା'ର ଗୃହ ରେ ଥିଲା। ସେ ତାଙ୍କୁ ମାରିଲା ଓ ଅଟା ନଇେ ଦଳିଲା ଓ ତାକକ୍ସ୍ଟ ତାଡିଶୂନ୍ଯ ରୋଟୀ ପ୍ରସ୍ତକ୍ସ୍ଟତ କଲା।

ଦିତୀୟ ଶାମୁୟେଲ 17:28
ଅେମ୍ମାନୀୟମାନେ ବିଛଣା, ମାଠିଆ, ଅନ୍ଯାନ୍ଯ ପାତ୍ରସବୁ ଖାଦ୍ୟ ପାଇଁ ଗହମ, ୟବ, ମଇଦା, ଭଜାଶସ୍ଯ, ଶିମ, ମସକ୍ସ୍ଟର ଏବଂ ଭଜା ବିରି।

ପ୍ରଥମ ରାଜାବଳୀ 4:22
ଶଲୋମନ ତାଙ୍କ ପାଇଁ ଓ ତାଙ୍କ ସହିତ ଯେଉଁମାନେ ମେଜରେ ଖାଉଥିଲେ ସେମାନଙ୍କ ପାଇଁ ଏହି ପରିମାଣର ଖାଦ୍ୟଦ୍ରବ୍ୟ ଦରକାର କରୁଥିଲେ:

ପ୍ରଥମ ରାଜାବଳୀ 17:12
ବିଧବାଟି ଉତ୍ତର ଦଲୋ, ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ନାମ ରେ ମୁଁ ପ୍ରତିଜ୍ଞା କରି କହୁଛି, ମାେ ପାଖ ରେ ଖଣ୍ଡେ ହେଲେ ରୁଟୀ ନାହିଁ, କବଳେ କଳସ ରେ ମୁଠିଏ ମଇଦା ଓ ପାତ୍ର ରେ ଅଳ୍ପ ତଲେ ଅଛି। ଆଉ ଦେଖ, ମୁଁ ଦୁଇଖଣ୍ତ କାଠ ସଂଗ୍ରହ କରୁଛି, ତାକୁ ନେଲେ ମାେ ପାଇଁ ଓ ମାେ ପୁତ୍ର ପାଇଁ ପାକ କରି ଖାଇବୁ ଓ ତା'ପରେ କ୍ଷୁଧା ରେ ମରିବୁ।

ପ୍ରଥମ ରାଜାବଳୀ 17:14
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ' ଯେ ପର୍ୟ୍ଯନ୍ତ ସଦାପ୍ରଭୁ ବର୍ଷା ନ ପଠାନ୍ତି ସେ ପର୍ୟ୍ଯନ୍ତ ସେ କଳସ ରେ ମଇଦା ଶୂନ୍ଯ ହବେନାହିଁ କି ପାତ୍ର ରେ ତୈଳର ଅଭବ ରହିବ ନାହିଁ।'

ପ୍ରଥମ ରାଜାବଳୀ 17:16
ସହେି ମଇଦା କଳସ ଓ ତୈଳପାତ୍ର କବେେ ଶୂନ୍ଯ ହେଲା ନାହିଁ। ସଦାପ୍ରଭୁ ଏଲିଯ ମାଧ୍ଯମ ରେ ଯାହାସବୁ କହିଥିଲେ ସେ ସମସ୍ତ ଘଟିଲା।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்