Base Word
קוֹרָה
Short Definitiona rafter (forming trenches as it were); by implication, a roof
Long Definitionrafter, beam
Derivationor קֹרָה; from H6979
International Phonetic Alphabetk’oˈrɔː
IPA modko̞wˈʁɑː
Syllableqôrâ
Dictionkoh-RAW
Diction Modkoh-RA
Usagebeam, roof
Part of speechn-f

ଆଦି ପୁସ୍ତକ 19:8
ଦେଖ, ମାରଦେୁଇଟି କୁମାରୀ କନ୍ଯା ଅଛନ୍ତି। ମୁଁ ସମାନଙ୍କେୁ ତୁମ୍ଭ ସମ୍ମୁଖକୁ ଆଣୁଛି। ତୁମ୍ଭମାନେେ ଯାହା ଇଛା ସମାନଙ୍କେୁ ପ୍ରତି କର। କିନ୍ତୁ ସହେି ଲୋକମାନଙ୍କୁ କିଛି କର ନାହିଁ। ସମାନେେ ମାେ ଗୃହ ରେ ଅତୀଥି ଥିବାରୁ ମୁଁ ସମାନଙ୍କେୁ ସୁରକ୍ଷା ଦବେି।

ଦିତୀୟ ରାଜାବଳୀ 6:2
ଆମ୍ଭମାନେେ ବିନଯ କରି କହୁଅଛୁ, ଆମ୍ଭମାନେେ ୟର୍ଦ୍ଦନ ନଦୀ କୂଳକୁ ୟାଇ ପ୍ରେତ୍ୟକକ ଜଣ ଗୋଟିଏ ଗୋଟିଏ କଡିକାଠ ଆଣି ନିଜ ନିଜ ବସତିପାଇଁ ଗୋଟିଏ ସ୍ଥାନ ନିର୍ମାଣ କରୁ।

ଦିତୀୟ ରାଜାବଳୀ 6:5
ମାତ୍ର ଜଣେ କଡିକାଠ କାଟୁ କାଟୁ କୁରାଢିଟିର ଲୁହା ବେଣ୍ଟରୁ ଖସି ପାଣି ରେ ପଡିଗଲା। ଲୋକଟି ସଙ୍ଗେ ସଙ୍ଗେ ଚିତ୍କାର କରି କହିଲା, ହାୟ, ମାରେପ୍ରଭୁ, ମୁଁ କୁରାଢିକୁ ମାଗି ଆଣିଥିଲି।

ଦିତୀୟ ବଂଶାବଳୀ 3:7
କଡ଼ିକାଠ, ଚୌକାଠ, କାନ୍ଥ ଓ ଦ୍ବାରସବୁ ଶଲୋମନ ସୁବର୍ଣ୍ଣ ରେ ଆଚ୍ଛାଦନ କଲେ। କାନ୍ଥ ରେ କିରୁବଦୂତଗଣଙ୍କର ଛବି ଶଲୋମନ ଖୋଦାଇଲେ।

ପରମଗୀତ 1:17
ଏରସ କାଠ ଆମ୍ଭମାନଙ୍କ ଗୃହର କଡ଼ି ଓ ଦବଦୋରୁ କାଠ ଆମ୍ଭମାନଙ୍କର ବର୍ଗା।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்