Base Word
קִדְמָה
Short Definitionthe forward part (or relatively) East (often adverbially, on the east or in front)
Long Definitionforward, front, east, antiquity, East
Derivationfeminine of H6924
International Phonetic Alphabetk’ɪd̪ˈmɔː
IPA modkidˈmɑː
Syllableqidmâ
Dictionkid-MAW
Diction Modkeed-MA
Usageeast(-ward)
Part of speechn-f

ଆଦି ପୁସ୍ତକ 2:14
ତୃତୀୟ ନଦୀର ନାମ ହିଦ୍ଦକେଲ୍ ଥିଲା, ଏହା ଅଶ୍ବରୀଯ ଦେଶର ସମ୍ମୁଖ ଦଇେ ଗମନ କରେ। ଏବଂ ଚ଼ତୁର୍ଥ ନଦୀର ନାମ ଫରାତ୍ ଥିଲା।

ଆଦି ପୁସ୍ତକ 4:16
ଏହାପରେ କଯିନ ସଦାପ୍ରଭୁଙ୍କର ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ଦେଶ ରେ ବାସ କଲେ।

ପ୍ରଥମ ଶାମୁୟେଲ 13:5
ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଏକତ୍ରୀତ ହେଲେ। ପଲେଷ୍ଟୀୟମାନଙ୍କର ତିରିଶ ସହସ୍ର ରଥ ଓ ଛଅ ସହସ୍ର ଅଶ୍ବାରୋହୀ ଥିଲେ ଓ ସମକ୍ସ୍ଟଦ୍ର ତୀରର ବାଲିଭଳି ସୈନିକ ଥିଲେ। ସମାନେେ ଆସି ମିକ୍ମସ୍ ରେ ବୈଥାବନର ପୂର୍ବଦିଗ ରେ ଛାଉଣୀ ସ୍ଥାପନ କଲେ।

ଯିହିଜିକଲ 39:11
ପରମେଶ୍ବର କହନ୍ତି ମୁଁ ସହେିଦିନ ଗୋଗର ସମାଧି ସ୍ଥାନ ନିମନ୍ତେ ଇଶ୍ରାୟେଲ ମଧିଅରେ ସମୁଦ୍ରର ପୂର୍ବଦିଗସ୍ଥ ପଥିକମାନଙ୍କ ଉପତ୍ୟକା ବାଛିବି ଏବଂ ତାହା ପଥିକମାନଙ୍କର ଗମନ ରୋଧ କରିବ। ସହେି ସ୍ଥାନ ରେ ଲୋକମାନେ ଗୋଗକୁ ଓ ତାହାର ସମସ୍ତ ଲୋକଙ୍କୁ କବର ଦବେେ। ଏବଂ ସହେି ସ୍ଥାନକୁ ସମାନେେ 'ଗୋଗର ସୈନ୍ଯମାନଙ୍କର ଉପତ୍ୟକା' ବୋଲି ନାମ ଦବେେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்