Base Word
קֶבֶר
Short Definitiona sepulcher
Long Definitiongrave, sepulcher, tomb
Derivationor (feminine) קִבְרָה; from H6912
International Phonetic Alphabetk’ɛˈbɛr
IPA modkɛˈvɛʁ
Syllableqeber
Dictionkeh-BER
Diction Modkeh-VER
Usageburying place, grave, sepulchre
Part of speechn-m

ଆଦି ପୁସ୍ତକ 23:4
ମୁଁ ତୁମ୍ଭମାନଙ୍କ ଦେଶ ରେ ଏକା ବିଦେଶୀ ଅଟେ। ମାରେ ସ୍ତ୍ରୀକୁ କବର ଦବୋପାଇଁ ସ୍ଥାନ ମାରେ ନାହିଁ। ଦୟାକରି ମାେତେ ମାରେ ସ୍ତ୍ରୀ ପାଇଁ କବର ସ୍ଥାନ ରେ ଅଧିକାର ଦିଅନ୍ତୁ।

ଆଦି ପୁସ୍ତକ 23:6
ହେ ପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କ ମଧିଅରେ ପରମେଶ୍ବରଙ୍କର ଏକମାତ୍ର ପରାକ୍ରାନ୍ତ। ତୁମ୍ଭେ ଆମ୍ଭମାନଙ୍କ କବର ସ୍ଥାନ ରେ ଯେ କୌଣସି ସ୍ଥାନ ରେ କବର ଦଇପୋରିବ। ତୁମ୍ଭର ସ୍ତ୍ରୀଙ୍କ କବର ପାଇଁ ଆମ୍ଭେ କହେି ଅଟକାଇବୁ ନାହିଁ।

ଆଦି ପୁସ୍ତକ 23:6
ହେ ପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କ ମଧିଅରେ ପରମେଶ୍ବରଙ୍କର ଏକମାତ୍ର ପରାକ୍ରାନ୍ତ। ତୁମ୍ଭେ ଆମ୍ଭମାନଙ୍କ କବର ସ୍ଥାନ ରେ ଯେ କୌଣସି ସ୍ଥାନ ରେ କବର ଦଇପୋରିବ। ତୁମ୍ଭର ସ୍ତ୍ରୀଙ୍କ କବର ପାଇଁ ଆମ୍ଭେ କହେି ଅଟକାଇବୁ ନାହିଁ।

ଆଦି ପୁସ୍ତକ 23:9
ସେ ହୁଏତ ମକ୍ପଲୋର ଗୁମ୍ଫା ଉଚିତ ମୂଲ୍ଯ ରେ ମାେତେ ବିକି ଦବେେ, ଯାହା ତାଙ୍କର ଅଛି, ତାଙ୍କର କ୍ଷତରେ ଶଷେ ଭାଗ ରେ ଯାହା ଅଛି। ମୁଁ ଚା ହେଁ ତୁମ୍ଭମାନେେ ସମସ୍ତେ ଏହି ଦିଆନିଆର ସାକ୍ଷୀ ହିଅ। ମୁଁ ଏହାକୁ କବର ସ୍ଥାନ ରୂପେ ବ୍ଯବହାର କରିବା ପାଇଁ କ୍ରଯ କରୁଛି।

ଆଦି ପୁସ୍ତକ 23:20
ଏହି ପ୍ରକା ରେ ଅବ୍ରହାମ ହତରେମାନଙ୍କଠାରୁ କ୍ଷତେ ଏବଂ ସେଥି ରେ ଥିବା ଗୁମ୍ଫା କିଣିଲେ। ସେ ଏହାକୁ କବର ସ୍ଥାନ ରୂପେ ବ୍ଯବହାର କଲେ।

ଆଦି ପୁସ୍ତକ 49:30
ଏଣୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶ ରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍ପଲୋର କ୍ଷେ ତ୍ର ହତେୀଯ ଇଫ୍ରୋଣଠାରୁ କିଣିଥିଲେ। ସହେି ହତେୀଯ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହା ରେ ମାରେ ପୂର୍ବପୁରୁଷମାନଙ୍କ ନିକଟରେ ମାେତେ କବର ଦବେ।

ଆଦି ପୁସ୍ତକ 50:5
' ମାରେ ପିତାଙ୍କ ମୃତ୍ଯୁ ପୂର୍ବରୁ ମୁଁ ତାଙ୍କଠା ରେ ଶପଥ କରିଥିଲି ଯେ ତାଙ୍କର ମୃତ୍ଯୁପରେ କିଣାନ ଦେଶ ରେ ସେ ଆପଣା ନିମନ୍ତେ ଯେଉଁ କବର ଖନନ କରିଥିଲେ ତହିଁରେ ତାହାଙ୍କୁ କବର ଦବେି। ତେଣୁ ଏବେ ମାେତେ ୟିବାକୁ ଦିଅନ୍ତୁ। ମୁଁ ପିତାଙ୍କୁ କବର ଦଇେ ପୁନର୍ବାର ଆସିବି।'

ଆଦି ପୁସ୍ତକ 50:13
ଯାକୁବର ପୁତ୍ରମାନେ ତାହାଙ୍କୁ କିଣାନ ଦେଶକୁ ନଇେ ମକ୍ପଲୋ କ୍ଷେତ୍ରର ଗୁହା ରେ କବର ଦେଲେ। ମମ୍ରି ନିକଟସ୍ଥ ସହେି ଗୁହା କ୍ଷେତ୍ର ସମାଧି ଭୂମିରୂପେ ଇଫ୍ରୋଣ ଓ ହତେୀଯଠାରୁ ଅବ୍ରହାମଙ୍କ ଦ୍ବାରା କିଣା ୟାଇଥିଲା।

ଯାତ୍ରା ପୁସ୍ତକ 14:11
ସମାନେେ ମାଶାଙ୍କେୁ କହିଲେ, କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ? ଆମ୍ଭକୁ ଏହି ମରୁଭୂମିକୁ କ'ଣ ମରିବାକୁ ଆଣିଲ? ଆମ୍ଭମାନେେ ମିଶର ରେ ଶାନ୍ତି ରେ ମରିପାରିଥାନ୍ତୁ। ଯେ ହତେୁ ମିଶର ରେ ବହୁ ପରିମାଣର କବର ଅଛି।

ଗଣନା ପୁସ୍ତକ 19:16
ପୁଣି କହେି ଯଦି ଖାେଲା କ୍ଷେତ୍ର ରେ ୟୁଦ୍ଧ ରେ ନିହତ ମୃତ ଦହେ ମନୁଷ୍ଯ ଅସ୍ଥି କିମ୍ବା କବର ଛୁଏଁ, ତବେେ ସେ ସାତଦିନ ୟାଏ ଅଶୁଚି ରହିବ।

Occurences : 67

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்