Base Word
קָבַץ
Short Definitionto grasp, i.e., collect
Long Definitionto gather, assemble
Derivationa primitive root
International Phonetic Alphabetk’ɔːˈbɑt͡sˤ
IPA modkɑːˈvɑt͡s
Syllableqābaṣ
Dictionkaw-BAHTS
Diction Modka-VAHTS
Usageassemble (selves), gather (bring) (together, selves together, up), heap, resort, × surely, take up
Part of speechv

ଆଦି ପୁସ୍ତକ 41:35
ଏହି ପ୍ରକାର ରେ ଲୋକମାନେ ସେ ଉତ୍ତମ ସାତବର୍ଷ ମଧିଅରେ ଏହି ଖାଦ୍ୟ ସଂଗ୍ରହ କରି ରଖିବ। ଏହି ପ୍ରକାର ଖାଦ୍ୟ ସଂଗ୍ରହ କରି ତୁମ୍ଭ ନିଯନ୍ତ୍ରଣ ରେ ରଖ।

ଆଦି ପୁସ୍ତକ 41:48
ଯୋଷଫେ ସହେି ସାତ ବର୍ଷ ରେ ମିଶର ଦେଶ ରେ ଉତ୍ପନ୍ନ ଶସ୍ଯ ସଂଗ୍ରହ କରି ପ୍ରତି ନଗର ରେ ସଂଗ୍ରହ କଲେ। ଯେଉଁ ନଗରର ଚାରିଆଡ଼େ ଭୂମିରେ ଯେତେ ଶସ୍ଯ ଉତ୍ପନ୍ନ ହେଲା, ତାହା ସବୁ ସହେି ନଗର ରେ ସଂଗ୍ରହ ହେଲା।

ଆଦି ପୁସ୍ତକ 49:2
ହେ ଯାକୁବର ପୁତ୍ରଗଣ ଏକତ୍ର ହାଇେ ମାେ କଥା ଶୁଣ। ତୁମ୍ଭେ ତୁମ୍ଭର ପିତା, ଇଶ୍ରାୟେଲଙ୍କ କଥା ଶୁଣ।

ଦିତୀୟ ବିବରଣ 13:16
ଆଉ ତୁମ୍ଭମାନେେ ତହିଁର ଲକ୍ସ୍ଟଟିତ ଦ୍ରବ୍ଯ ସବୁ ନଗର ମଧିଅରେ ସଂଗ୍ରହ କର ଓ ନଇୟୋଅ, ସହେି ନଗରକକ୍ସ୍ଟ ସେଥି ମଧିଅରେ ଥିବା ସମସ୍ତ ସାମଗ୍ରିକକ୍ସ୍ଟ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଦଗ୍ଧ କର । ସହେି ସହର ସବୁ ଦିନ ପାଇଁ ଧ୍ବଂସ ହବୋ ଉଚିତ୍। ଆଉ ଏହା ପୂନଃନିର୍ମିତ ହବୋ ଉଚିତ୍ ନକ୍ସ୍ଟ ହେଁ।

ଦିତୀୟ ବିବରଣ 30:3
ତବେେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭ ପ୍ରତି ଦୟାବାନ ହବେେ। ସଦାପ୍ରଭୁ ପକ୍ସ୍ଟନ୍ନରାଯ ମକ୍ସ୍ଟକ୍ତ କରିବେ। ସେ ତୁମ୍ଭମାନଙ୍କୁ ସଠାେରକ୍ସ୍ଟ ଫରୋଇ ଆଣିବେ,

ଦିତୀୟ ବିବରଣ 30:4
ଏପରିକି ତୁମ୍ଭମାନଙ୍କୁ ପୃଥିବୀର ବହକ୍ସ୍ଟତ ଦୂରକକ୍ସ୍ଟ ପଠାଇଥିଲେ। ମଧ୍ଯ ସେ ତୁମ୍ଭମାନଙ୍କୁ ଏକତ୍ର କରି ଫରୋଇ ଆଣିବେ।

ଯିହୋଶୂୟ 9:2
ସମାନେେ ୟିହୋଶୂଯ ଓ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ, ଏକତ୍ରୀତ ହେଲେ ଓ ସୈନ୍ଯବାହୀନି ରେ ଯୋଗ ଦେଲେ।

ଯିହୋଶୂୟ 10:6
ଗିବିଯୋନୀଯମାନେ ଗିଲ୍ଗଲ ଛାଉଣୀଠା ରେ ଯିହାଶୂେୟଙ୍କ ନିକଟକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ। ସେ ବାର୍ତ୍ତାବାହକ କହିଲା, ଆମ୍ଭେ ଆପଣଙ୍କ ଦାସ, ଆମ୍ଭକକ୍ସ୍ଟ ଏକକ୍ସ୍ଟଟିଆ ଛାଡ ନାହିଁ। ଆସ ଏବଂ ଆମ୍ଭମାନଙ୍କୁ ରକ୍ଷା କର। ଶିଘ୍ର ଆସି ଆମ୍ଭକକ୍ସ୍ଟ ସାହାୟ୍ଯ କରି ଆମ୍ଭର ଜୀବନ ରକ୍ଷା କର। ଆଉ ସମସ୍ତ ଇ ମାରେୀଯ ଦେଶର ପର୍ବତ ନିବାସୀ ରାଜାମାନେ ସମାନଙ୍କେର ସୈନ୍ଯବାହୀନି ସହିତ ଏକତ୍ରୀତ ହାଇେ ଆମ୍ଭମାନଙ୍କୁ ଆକ୍ରମଣ କରୁଛନ୍ତି।

ବିଚାରକର୍ତାମାନଙ୍କ ବିବରଣ 9:47
ଅବୀମଲକେ ଜାଣିବାକକ୍ସ୍ଟ ପାଇଲା ଯେ, ଶିଖିମର ସମସ୍ତ ମାଲିକମାନେ ଏକତ୍ରୀତ ହାଇେଥିଲେ।

ବିଚାରକର୍ତାମାନଙ୍କ ବିବରଣ 12:4
ଏହାପରେ ୟିଲ୍ଗହ ଗିଲିଯାଦର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରାଇଲେ। ଏବଂ ଇଫ୍ରଯିମ, ଇଫ୍ରଯିମ ପରିବାରବର୍ଗ ବିରକ୍ସ୍ଟଦ୍ଦ ରେ ୟକ୍ସ୍ଟଦ୍ଧ କଲେ। ସମାନେେ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ, କାରଣ ସମାନେେ ଗିଲିଯଦର ଲୋକମାନଙ୍କୁ ଅପମାନିତ କରିଥିଲେ। ସମାନେେ କହିଲେ, ହେ ଗିଲିଯଦର ଲୋକମାନେ, ତୁମ୍ଭମାନେେ ଇଫ୍ରଯିମ ଓ ମନଃଶିର ମଧିଅରେ ବାସ କରୁଥିବା ଇଫ୍ରଯିମର ଶରଣାସ୍ଥି। ଗିଲିଯାଦର ଲୋକମାନେ ଇଫ୍ରଯିମର ଲୋକମାନଙ୍କୁ ପରାସ୍ତ କଲେ।

Occurences : 127

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்