Base Word
קְבוּרָה
Short Definitionsepulture; (concretely) a sepulcher
Long Definitiongrave, burial, burial site
Derivationor קְבֻרָה; feminine passive participle of H6912
International Phonetic Alphabetk’ɛ̆.buːˈrɔː
IPA modkɛ̆.vuˈʁɑː
Syllableqĕbûrâ
Dictionkeh-boo-RAW
Diction Modkeh-voo-RA
Usageburial, burying place, grave, sepulchre
Part of speechn-f

ଆଦି ପୁସ୍ତକ 35:20
ରାହେଲର କବରସ୍ଥାନ ରେ ଯାକୁବ ଏକ ସ୍ତମ୍ଭ ସ୍ଥାପନ କଲେ। ସହେି ସ୍ତମ୍ଭ ଆଜିପର୍ୟ୍ଯନ୍ତ ରାହେଲ କବରକୁ ଚିହ୍ନାଏ।

ଆଦି ପୁସ୍ତକ 35:20
ରାହେଲର କବରସ୍ଥାନ ରେ ଯାକୁବ ଏକ ସ୍ତମ୍ଭ ସ୍ଥାପନ କଲେ। ସହେି ସ୍ତମ୍ଭ ଆଜିପର୍ୟ୍ଯନ୍ତ ରାହେଲ କବରକୁ ଚିହ୍ନାଏ।

ଆଦି ପୁସ୍ତକ 47:30
ମୁଁ ମାରେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶଯନ କଲେ ତୁମ୍ଭେ ମାେତେ ଏହି ମିଶର ଦେଶରୁ ନଇୟୋଇ ସମାନଙ୍କେର କବର ସ୍ଥାନ ରେ କବରଶାଯୀ କରିଅ।

ଦିତୀୟ ବିବରଣ 34:6
ସଦାପ୍ରଭୁ ମାୟୋବ ଦେଶ ରେ ବୈତ୍ପିଯୋର ସମ୍ମକ୍ସ୍ଟଖସ୍ଥ ଉପତ୍ୟକା ରେ ତାହାଙ୍କକ୍ସ୍ଟ କରବ ଦେଲେ। ମାତ୍ର ତାଙ୍କର କବର ସ୍ଥାନ ଆଜି ପର୍ୟ୍ଯନ୍ତ କହେି ଜାଣି ନାହାଁନ୍ତି।

ପ୍ରଥମ ଶାମୁୟେଲ 10:2
ଆଜି ତୁମ୍ଭେ ମାେତେ ଏଠି ଛାଡି ଗଲାପରେ ବିନ୍ଯାମୀନ ସୀମାର ସେଲଠା ରେ ରାହେଲ କବର ନିକଟରେ ଦକ୍ସ୍ଟଇ ପୁରୁଷଙ୍କ ସାକ୍ଷାତ ପାଇବ। ସେ ଦକ୍ସ୍ଟଇଜଣ ତୁମ୍ଭକୁ କହିବେ, 'ତୁମ୍ଭେ ଯେଉଁ ଗଧମାନଙ୍କୁ ଖାଜେକ୍ସ୍ଟଥିଲ, ସମାନେେ ମିଳିଛନ୍ତି। ତକ୍ସ୍ଟମ୍ଭ ବାପା ଗଧମାନଙ୍କ ପାଇଁ ବ୍ଯସ୍ତ ନିହଁନ୍ତି ବରଂ ତକ୍ସ୍ଟମ୍ଭପାଇଁ ଅଟନ୍ତି ଓ କହନ୍ତି, ମାେ ପକ୍ସ୍ଟଅ ପାଇଁ ମୁ କ'ଣ କରିବି।'

ଦିତୀୟ ରାଜାବଳୀ 9:28
ଅହସିଯଙ୍କ ଦାସମାନେ ତାଙ୍କ ମୃତ ଶରୀରକୁ ରଥରେ ୟିରୁଶାଲମକୁ ନଇଗେଲେ ଓ ଦାଉଦ ନଗର ରେ ତାଙ୍କର ପୂର୍ବପୁରୁଷ ଲୋକଙ୍କ ସହିତ ତାଙ୍କ କବର ରେ ତାଙ୍କୁ କବର ଦେଲେ।

ଦିତୀୟ ରାଜାବଳୀ 21:26
ଆମାେନ୍ ନିଜ ବଗିଗ୍ଭ ଉଷର ରେ କବର ନେଲେ ଓ ତାଙ୍କ ପଦ ରେ ତାଙ୍କର ପୁତ୍ର ଯୋଶିୟଯ ରାଜା ହେଲେ।

ଦିତୀୟ ରାଜାବଳୀ 23:30
ଏହାପରେ ଯୋଶିୟଯଙ୍କ ସବେକମାନେ ତାଙ୍କର ମୃତ ଶରୀରକୁ ଗୋଟିଏ ରଥରେ ମାଗିଦ୍ଦୋରୁ ୟିରୁଶାଲମକୁ ଆଣି ତାଙ୍କ ନିଜ କବରସ୍ଥାନ ରେ କବର ଦେଲେ।

ଦିତୀୟ ବଂଶାବଳୀ 26:23
ଉଷିୟ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ନିକଟରେ କବର ପାଇଲେ। ଉଷିୟ ରାଜାମାନଙ୍କ କବରସ୍ଥାନ ନିକଟସ୍ଥ କ୍ଷତେ ରେ କବର ପାଇଲେ। କାହିଁକି ? କାରଣ ଲୋକମାନେ କହିଲେ, ଉଷିୟଙ୍କଠା ରେ କୁଷ୍ଠରୋଗ ଥିଲା। ଆଉ ୟୋଥମ୍ ଉଷିୟଙ୍କ ସ୍ଥାନ ରେ ନୂତନ ରାଜା ହେଲେ। ୟୋଥମ୍ ଉଷିୟଙ୍କ ପୁତ୍ର ଥିଲେ।

ଉପଦେଶକ 6:3
ଜଣେ ଲୋକ ଏକ ଦୀର୍ଘ ଜୀବନୟାପନ କଲେ। ଏବଂ ସେ ଶ ହେ ସନ୍ତାନ ଜନ୍ମ ଦଇପୋ ରେ। କିନ୍ତୁ ଯଦି ସେ ସମାନଙ୍କେ ଉପ ରେ ସନ୍ତୁଷ୍ଟ ନ ହୁଏ ଏବଂ ଯଦି ମୃତ୍ଯୁ ପ ରେ ତାକୁ କହେି ସ୍ମରଣ ନ କରେ, ତା ହେଲେ ସହେି ଲୋକ ଅପେକ୍ଷା ଜନ୍ମ ହବୋ ସମୟରେ ମୃତ୍ଯୁବରଣ କରିଥିବା ସହେି ଶିଶୁଟି ଉତ୍ତମ ଅଟେ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்