Base Word
צָרַע
Short Definitionto scourge, i.e., (intransitive and figurative) to be stricken with leprosy
Long Definitionto be diseased of skin, be leprous
Derivationa primitive root
International Phonetic Alphabett͡sˤɔːˈrɑʕ
IPA modt͡sɑːˈʁɑʕ
Syllableṣāraʿ
Dictiontsaw-RA
Diction Modtsa-RA
Usageleper, leprous
Part of speechv

ଯାତ୍ରା ପୁସ୍ତକ 4:6
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର ହାତକୁ ତୁମ୍ଭର ଛାତି ରେ ରଖ।

ଲେବୀୟ ପୁସ୍ତକ 13:44
ତବେେ ସେ କୁଷ୍ଠ ରୋଗ ରେ ଆକ୍ରାନ୍ତ, ସେ ଅଶୁଚି। ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହାର ମସ୍ତକରେ ଘା' ହାଇେଛି।

ଲେବୀୟ ପୁସ୍ତକ 13:45
ପୁଣି ଯେଉଁ ଲୋକ କୁଷ୍ଠ ରୋଗୀ, ତାହାର ବସ୍ତ୍ର ଚିରାୟିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ନିଜର ଉପର ଓଷ୍ଠ ବସ୍ତ୍ର ରେ ଢାଙ୍କିବ। ପୁଣି ଅଶୁଚି, ଅଶୁଚି ବୋଲି ଚିତ୍କାର କରିବ।

ଲେବୀୟ ପୁସ୍ତକ 14:2
କୁଷ୍ଠ ରୋଗୀର ଶୁଚି ହବୋ ଦିନ ରେ ତାହାର ଏହି ବ୍ଯବସ୍ଥା,

ଲେବୀୟ ପୁସ୍ତକ 14:3
ତହୁଁ ଯାଜକ ଛାଉଣୀର ବାହାରକୁ ୟିବ, ପୁଣି ଯାଜକ ଦେଖିବ ଯଦି ଘା' ସୁସ୍ଥ ହାଇେଥାଏ।

ଲେବୀୟ ପୁସ୍ତକ 22:4
ଯଦି ହାରୋଣ ବଂଶଧରମାନଙ୍କ ମଧ୍ଯରୁ ଯେ କହେି ଚର୍ମ ରୋଗୀ କିମ୍ବା ବୀର୍ୟ୍ଯ କ୍ଷରିତ ରୋଗୀ ହୁଏ, ସେ ଶୁଚି ନ ହବୋ ୟାଏ ମାରେ ପବିତ୍ର ଦ୍ରବ୍ଯ ଭୋଜନ କରିବା ଉଚିତ୍ ନୁହଁ। ୟିଏ କହେି ଶବକୁ ଛୁଏଁ କିମ୍ବା ବୀର୍ୟ୍ଯପାତ ହେଉଥିବା କୌଣସି ମନୁଷ୍ଯକୁ ଛୁଁଏ, ସେ ଅଶୁଚି ହୁଏ। ଗୋଟିଏ ଶବକୁ ଛୁଇଁବା ଦ୍ବାରା ସେ ମଧ୍ଯ ଅଶୁଚି ହବେ, କମ୍ବା ଗୋଟିଏ ମଣିଷ ଯାହାର ଶାରୀରିକ କ୍ଷରଣ ହାଇେଛି,

ଗଣନା ପୁସ୍ତକ 5:2
ଏକ ମନୁଷ୍ଯକୁ, ଯାହାକୁ ହାନିକାରକ ଚର୍ମରୋଗ ପ୍ରମହେ ଓ ୟିଏ ମୃତଶବକୁ ଛୁଇଁଥାଏ ସେ ନିଶ୍ଚଯ ଛାଉଣୀରୁ ବାହାରକୁ ୟିବ, ଇଶ୍ରାୟେଲ ଲୋକମାନଙ୍କୁ ଏହି ଆଜ୍ଞା ଦିଅ।

ଗଣନା ପୁସ୍ତକ 12:10
ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିଯମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ଯ ଶ୍ବତବେର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ।

ଗଣନା ପୁସ୍ତକ 12:10
ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିଯମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ଯ ଶ୍ବତବେର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ।

ଦିତୀୟ ଶାମୁୟେଲ 3:29
ଯୋୟାବ ଏବଂ ତାଙ୍କର ପରିବାର ଏଥିପାଇଁ ଦାଯୀ ଏବଂ ମୁ ଭାବକ୍ସ୍ଟଛି ତାଙ୍କର ସମସ୍ତ ପରିବାରବର୍ଗ ଦୋଷୀ। ତାଙ୍କ ପରିବାରବର୍ଗ ସମସ୍ତେ କକ୍ସ୍ଟଷ୍ଠରୋଗ ରେ ଆକ୍ରାନ୍ତ ହବେ, ଅଭାବରେ ରହିବେ ଓ ୟକ୍ସ୍ଟଦ୍ଧ ରେ ହତ ହବେ।

Occurences : 20

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்